ସ୍ତ୍ରୀର ଗାଧୋଇବା ସମୟର ଭିଡ଼ିଓ କରି ଭାଇରଲ କରିବାକୁ ଦେଉଥିଲା ଧ-ମକ । ଆଉ ବାରମ୍ବାର ଦୁ-ଷ୍କର୍ମ ମଧ୍ୟ କରୁଥିଲା । ସ୍ତ୍ରୀ ଗର୍ଭ-ବତୀ ଜାଣିବା ପରେ…………

ପ୍ରଥମେ ପ୍ରେମ ଜାଲରେ ଫସାଇ ଶାରୀ-ରିକ ସ-ମ୍ପର୍କ ରଖୁଥିଲେ । ଆଉ ଗାଧୋଇବା ବେଳର ଭିଡ଼ିଓ କରି ସ୍ତ୍ରୀକୁ ବାରମ୍ବାର ଦୁ-ଷ୍କର୍ମ କରୁଥିଲେ ବ୍ୟକ୍ତି । ପ୍ରଥମେ ପ୍ରେମ ଜାଲରେ ଫସାଇ ଶାରୀ-ରିକ ସ-ମ୍ପର୍କ ରଖୁଥିଲେ । ଏହାକୁ ନେଇ ମହିଳା ଜଣକ କହିଛନ୍ତି ଯେ ସେ ନିଜ ପୁଅ ସହିତ ଘରେ ରହୁଥିବା ସମୟରେ ସମ୍ପର୍କୀୟ ବ୍ୟକ୍ତି ଜଣକ ଘରକୁ ଆସି ତାଙ୍କୁ ପ୍ରେମ ଜା-ଲରେ ଫ-ସାଇ ବାରମ୍ବାର ତାଙ୍କ ସହିତ ଜୋର ଜବ-ରଦସ୍ତ ଦୁ-ଷ୍କର୍ମ କରୁଥିଲେ ।

ଖାଲି ସେତିକି ନୁହେଁ , ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ବନାଇ ଭାଇରଲ କରି ଦେବାକୁ ମଧ୍ୟ ଧ-ମକ ଦେଉଥିଲେ । ନିମାପଡ଼ା ପୌର ପରିଷଦ ଅଞ୍ଚଳରେ ଜଣେ ସ୍ୱାମୀ ପରିତ୍ୱକ୍ତ ମୁସଲିମ ସମ୍ପ୍ରଦାୟର ଜଣେ ମହିଳା ନିଜର ଜଣେ ଛୋଟ ପୁଅ ସହିତ ଘରେ ଏକୁଟିଆ ରହୁଥିବା ସମୟରେ ଖୋର୍ଦ୍ଧା ଜିଲ୍ଲା ବାଲି ପାଟଣା ଥା-ନା ସିରିପାରି ଗାଁର ମଜବୁର ରେହମନ ନାମକ ଜଣେ ବିବାହିତ ବ୍ୟକ୍ତି ମହିଳାଙ୍କ ଘରକୁ ଆସିଥିଲେ ।

ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ମହିଳାଙ୍କର ଜଣେ ସମ୍ପ-ର୍କୀୟ ହୋଇଥିବା ବେଳେ , ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ । ମହିଳା ଜଣକ ଏକୁଟିଆ ରହୁଥିବାର ସୁଯୋଗ ନେଇ ତାଙ୍କୁ ସେ ନିଜ ପ୍ରେମ ଜା-ଲରେ ଫ-ସାଇ ଦେଇଥିଲେ । ଆଉ ଏହାପରେ ବାରମ୍ବାର ମହିଳାଙ୍କ ଇଚ୍ଛା ବିରୋ-ଧରେ ବାରମ୍ବାର ଦୁ-ଷ୍କର୍ମ କରିଥିଲେ । ଏହାସହିତ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ସହିତ ଗାଧୋଇବା ସମୟର ଫୋଟ ଉଠାଇ ଭାଇରଲ କରି ଦେବାକୁ ଧ-ମକ ଦେଇଥିଲେ । ଏହାପରେ ଦୁ-ଷ୍କର୍ମ ପରେ ଦୁଷ୍କ-ର୍ମ କରୁଥିଲେ । ମହିଳା ଜଣକ ଗର୍ଭ-ବତୀ ହେବା ପରେ ଭିଟାମିନ ବଟିକା ବଦଳରେ ଗ-ର୍ଭ ନଷ୍ଟ ବଟିକା ଦେଇ ମଜବୁର ପେଟ ଭିତରେ ହିଁ ପିଲାଟିକୁ ନ-ଷ୍ଟ କରି ଦେଇଥିଲା ।

ଏହାପରେ ମହିଳା ଜଣକ ଅସୁସ୍ଥ ହୋଇଯିବା ପରେ ମହିଳାଙ୍କୁ ଛାଡ଼ି ମଜବୁର ରେହମନ ନିଜ ଗାଁକୁ ପଳାଇ ଯାଇଥିଲେ । ଏହି ବିଷୟରେ ବି-ରୋଧ କରି ମହିଳା ଜଣକ ମଜବୁରଙ୍କୁ ପଚାରିବାରୁ ତାଙ୍କୁ ମା-ଡ଼ ମା-ରିଥିବା ମହିଳା ଜଣକ କହିଛନ୍ତି । ତେଣୁ ବର୍ତ୍ତମାନ ମହିଳାଙ୍କ ଜଣକ ଗୁରୁ-ତର ଆ-ହତ ମଧ୍ୟ ହୋଇଛନ୍ତି । ଚିକିତ୍ସା ପରେ ମହିଳା ଜଣକ ଜାଣିବାକୁ ପାଇଥିଲେ ଯେ ମଜବୁର ବିବାହିତ ଏବଂ ତାଙ୍କର ଦୁଇ ଦୁଇଟି ଛୁଆ ମଧ୍ୟ ଅଛି ।

ଗୋଟିଏ ପୁଅ ଏବଂ ଗୋଟିର ଝିଅ । ଯାହାର ବୟସ ମଧ୍ୟ ୧୮ ବର୍ଷ । ଏହାକୁ ନେଇ ମହିଳା ଜଣକ ଥା-ନାରେ ଅଭି-ଯୋଗ କରିଥିବାରୁ ମଜବୁର ଏବଂ ତାଙ୍କ ପୁଅ ଘର ଭିତରେ ପଶି ଟଣା ଓଟରା କରି ଜୀବନରୁ ମା-ରି ଦେବାକୁ ମଧ୍ୟ ଧ-ମକ ଦେଇଥିଲେ । ତେଣୁ ନିଜ ଜୀବନ ପ୍ରତି ବି-ପଦ ଥିବାରୁ ବର୍ତ୍ତମାନ ମହିଳା ଜଣକ ଏହି ମାମ-ଲାକୁ ନେଇ ଏକ ଲିଖିତ ଅଭି-ଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *