ଦୀର୍ଘ ସମୟେ ପ୍ରୟାସ ପରେ ଉ-ଦ୍ଧାର ହେଲା ନବଜାତ ଶିଶୁ । ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ । ଆଉ ଲୋକେ କହିଲେ …. ରଖେ ହରି ତ………

କୁହାଯାଏ ଯେ ଗୋଟିଏ ଶିଶୁ ପାଇଁ ମା’ ଦୁନିଆର ସବୁଠାରୁ ମୂଲ୍ୟବାନ ହୋଇଥାଏ ଏବଂ ଜଣେ ମା’ ଥାଉ ଥାଉ ତାର ଶିଶୁକୁ କେବେ କଷ୍ଟ ପାଇବାକୁ ଦେଇ ନଥାଏ । କିନ୍ତୁ ଏଠାରେ ଜଣେ ମା’ ନିଜ ଶିଶୁକୁ ବୋରୱେଲ ଭିତରକୁ ଫିଙ୍ଗି ଦେଇ ଚାଲି ଯାଇଛି । ଆଉ ବୋରୱେଲ ଭିତରୁ ଲୋକେ ଶିଶୁଟିକୁ ଉ-ଦ୍ଧାର କରିଛନ୍ତି ।

ଆଜ୍ଞା ହଁ ବର୍ତ୍ତମାନର ବଡ଼ ଖବର ଅନୁଯାୟୀ ବୋରୱେଲ ଭିତରୁ ଗୋଟିଏ ନବଜାତ ଶିଶୁକୁ ଉ-ଦ୍ଧାର କରାଯାଇଛି । ପ୍ରଥମେ ୨୦ ଫୁଟ ମାଟି ଖୋଳାଯାଇ ପୁଣି ସୁଡ଼ଙ୍ଗ ଖୋଳା ଯାଇଥିଲା । ବୋରୱେଲ ପାଖକୁ ପହଞ୍ଚି ଲୁହା ପାଇପକୁ କଟା ଯାଇଥିଲା । ସୂଚନା ଅନୁଯାୟୀ ସମ୍ବଲପୁରର ରେଙ୍ଗାଲି ନକଟ ରାଣୀପାଲି ନିକଟରେ ଏଭଳି ଏକ ଘ-ଟଣା ଘଟି ଯାଇଥିଲା ।

ତେବେ ନବଜାତ ଶିଶୁଟିକୁ କିଏ ଜନ୍ମ କରି ବୋରୱେଲ ଭିତରେ ପକାଇ ଦେଇଥିଲା ଏବଂ ଏଭଳି କାମ କରିଥିବା ବ୍ୟକ୍ତିକୁ ଲୋକ ମାନେ ନିନ୍ଦା କରିଛନ୍ତି । ତେବେ ଏହି ନବଜାତ ଶିଶୁଟିକୁ କିଏ ପକାଇ ଥିଲେ ତାହା ଜଣା ପଡ଼ିନାହିଁ । ଏମିତି ଘ-ଟଣା କେବେବି ଭୁଲରେ ଘଟି ନାହିଁ ।

ତେବେ ଶିଶୁଟି ଯେତେବେଳେ ବୋରୱେଲ ଭିତରୁ କା-ନ୍ଦିଥିଲା ସେତେବେଳେ ପାଖରେ ଯାଉଥିବା ଲୋକମାନେ ଶୁଣିବାକୁ ପାଇଥିଲେ । ତେବେ ସେମାନେ ଏଭଳି ଭାବରେ ଶିଶୁଟି ପଡ଼ି ଥିବାର ଦେଖି ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଅଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ ଶିଶୁଟିକୁ ଉ-ଦ୍ଧାର କରିବା କାମରେ ଲାଗି ପଡ଼ିଥିଲେ । ଉ-ଦ୍ଧାର କାର୍ଯ୍ୟ ଲଗାତାର ଚାଲିଥିଲା ଏବଂ ପ୍ରାୟ ରାତି ୦୯.୦୦ ପର୍ଯ୍ୟନ୍ତ ଏହି ଉ-ଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

ତେବେ ବର୍ତ୍ତମାନ ସୂଚନା ରହିଛି ଯେ ନବଜାତ ଶିଶୁଟିକୁ ଉ-ଦ୍ଧାର କରାଯାଇଛି ଏବଂ ଶିଶୁଟି ଭଲ ମଧ୍ୟ ରହିଛି । ଯେଉଁ କାରଣରୁ ଲୋକେ କହୁଛନ୍ତି ଯେ ଭଗବାନ ଜଗନ୍ନାଥ ଏହି ଶିଶୁଟିକୁ ବଞ୍ଚାଇ ଦେଲେ । କାରଣ ଏତେ ଗଭୀର ବୋରୱେଲ ଭିତରେ ଶିଶୁଟି କିଭଳି ବଞ୍ଚିଯିବ ? ଯାହା ବାସ୍ତବରେ ଆଶ୍ଚର୍ଯ୍ୟ ଜନକ ଅଟେ । ” କଥାରେ ଅଛି ରଖେ ହରି ତ ମାରେ କିଏ ? ” କିନ୍ତୁ ଏହି ଘଟ-ଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କାରଣ ଜଣେ ମା’ କଣ ଏଭଳି କାମ କରି ପାରେ ? ଆଉ ଏଭଳି କୁତ୍ସିତ କାମ କାରଣରୁ ମା’ ନାମରେ ଆଜି କ-ଳଙ୍କ ଲାଗି ଯାଇଛି ବୋଲି କହୁଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *