ତୋ ସ୍ତ୍ରୀକୁ ବିବାହ କରିବା ପରେ ତତେ ହାଣି ଦେବି ।

ସ୍ତ୍ରୀର ଉଠାଇ ନେଇ ରାଜ୍ ସବୁବେଳେ ଧ-ମକ ଦେଉଥିଲା । କହୁଥିଲା ତୋ ସ୍ତ୍ରୀକୁ ବିବାହ କରିବା ପରେ ତତେ ହାଣିବି । ସତକୁ ସତ ସେଇଆ ହିଁ ଘ-ଟିଲା ଏବେ କେବଳ ଧମକ ପରେ ଧ-ମକ ଦେଉଛି ସମୀର। ଆଉ କହୁଛି ତୋ ସ୍ତ୍ରୀକୁ ବିବାହ କରିବାର ଦୁଇ ଦିନ ପରେ ତତେ ହାଣି ପିସ ପିସ୍ କରିଦେବି । ତୋ ସ୍ତ୍ରୀକୁ ବିବାହ କରିବା ପରେ ଜଣଙ୍କ ମୁଣ୍ଡ ଯିବ । ଦିଲ୍ଲୀରେ ଥାଇ ରାଜ୍ ମୋବାଇଲରେ ମ୍ୟାସେଜ କରୁଛି । ଆଉ ସ୍ବାମୀଙ୍କୁ ହାନିବାକୁ ଚେତା-ବନୀ ଦେଉଛି । ଏବେ ରାଜ୍ ସ୍ତ୍ରୀ ବନିତାକୁ ଦିଲ୍ଲୀରେ ବିବାହ ମଧ୍ୟ କରି ସାରିଛି । ବିବାହ ପରେ ହାଣିବା ପାଇଁ ଘନ ଘନ ମୋବାଇଲରେ ମାସେଜ୍ କରୁଛି ।

ହଁ ବନ୍ଧୁଗଣ ସମୀରର ସ୍ତ୍ରୀକୁ ଉଠାଇ ନେଇଛି ରାଜ୍ । ଦିଲ୍ଲୀର ଏକ ବଙ୍ଗଳାରେ ରହି ସମୀରର ସ୍ତ୍ରୀ ସହିତ ଫଟୋ ଉଠାଇ ଫଟୋ ସେୟାର କରୁଛି ରାଜ୍ ସମୀର ପାଖକୁ । କେବଳ ସେତିକି ନୁହେ କହୁଛି ବିବାହ ସରିଲା ଆଉ ମାତ୍ର ଦୁଇ ଦିନ ପରେ କାହାର ନା କାହାର ମୁଣ୍ଡ ଗଡିବ । କାଲି ସମୀର କହୁଥିଲା ପାଞ୍ଚ ଦିନ ଭିତରେ ହାଣି ଦେବ ଆଉ ଆଜି କହୁଛି ଦୁଇ ଦିନ ଭିତରେ ହାଣିଦେବ । ହଁ କେବଳ ଏତିକି ନୁହେ ରାଜ୍ ସମିରକୁ ମାସେଜ କରିଥିବା ବେଳେ ଫଟୋ ରେ ବିବାହର ଫଟୋ ସହିତ ବ-ନ୍ଧୁକ ଅଛି । ଆଉ ଏହି ଘ-ଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

କେବଳ ଚାଞ୍ଚଲ୍ୟ ନୁହେଁ ବାରମ୍ବାର ରାଜ ଧ-ମକ ଦେବା ପରେ ଏବେ ସମୀର ଏକ ଦମ ଭ-ୟଭୀ-ତ ହୋଇ ପଡିଛନ୍ତି । ଗୋଟିଏ ପଟେ ରାଜ୍ ସମୀରଙ୍କ ସ୍ତ୍ରୀକୁ ନେଇ ଚାଲିଯିବା ପରେ ସମୀର ଦୁଃ-ଖରେ ଭାଙ୍ଗି ପଡ଼ିଥିଲେ । ଆଉ ଏବେ ସମୀରଙ୍କ ମନରେ ଆ-ତଙ୍କ ସୃଷ୍ଟି ହେଉଛି କି ତାଙ୍କ ସ୍ତ୍ରୀ ବନିତା ଏବେ ରାଜଙ୍କ ପାଖରେ କିପରି ଥିବେ । ପୂର୍ବରୁ ଧନ କଥା ମନେ ପଡୁଛି କହି ଗଣମାଧ୍ୟମ ଆଗରେ କା-ନ୍ଦି ପକାଇ ଥିଲେ ସମୀର । ଏବେ ସତକୁ ସତ ବିବାହର ଫଟୋ ଆସିବା ପରେ ସମିରଙ୍କ ଛାତି ଭିତରଟା ରୁନ୍ଧି ହେଇ ଯାଉଛି । ସେପଟେ ସମୀରଙ୍କ କହିବା କଥା ହେଲା ତାଙ୍କ ପାଖରେ ଆଉ କମ୍ ସମୟ ଅଛି ।

ପୋଲିସ ଯଦି ଏହି ଦୁଇ ଦିନ ଭିତରେ ରାଜଙ୍କୁ ନ ଧରେ ତେବେ ସମୀରଙ୍କ ଜୀବନ ଯିବ ବୋଲି ସମୀର କହିଛନ୍ତି । କିଛି ଦିନ ତଳେ ରାଜ୍ ସମୀରଙ୍କ ସ୍ତ୍ରୀ ବନିତାଙ୍କୁ ଉଠାଇ ନେଇଥିଲା । ଆଉ ଏହା ପରେ ରାଜ୍ ଦିଲ୍ଲୀ ଚାଲିଯାଇ ସେଠାରେ ବାନିତାଙ୍କୁ ବିବାହ କରିଥିଲା । ବନିତାଙ୍କ ରାସ୍ତାରେ କଣ୍ଟା ସାଜିଥିବା ସ୍ବାମୀ ସମୀରଙ୍କ ଜୀବନ ନେବାକୁ ବି ଧ-ମକ ଦେଇଥିଲା । ଏବେ ଏହି ମାଷେଜ୍ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋ-ଲିସ ସମୀରଙ୍କୁ କେଉଁ ନ୍ୟା-ୟ ପ୍ରଦାନ କରୁଛନ୍ତି । ଓ ସମୀରଙ୍କୁ ପୋ-ଲିସ କେଉଁ ଭଳି ସୁର-କ୍ଷା ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ନା ରାଜ୍ ଙ୍କ ଧ-ମକ ସତ ହେଉଛି ନା ପୋଲିସ ସମୀରଙ୍କୁ ସୁର-କ୍ଷା ଦେବାରେ ସଫଳ ହେଉଛନ୍ତି ତାହା କେବଳ ସମୟ କହିବ ।

Leave a Reply

Your email address will not be published. Required fields are marked *