ପ୍ରକୃତ ଭଲ ପାଇବାର ଦେଲେ ପ୍ରମାଣ , ସ୍ତ୍ରୀର ମୃ-ତ୍ୟୁ ପରେ ଜୀବନ ହାରିଲେ ସ୍ଵାମୀ

କୁହାଯାଏ ପ୍ରେମ ଅମର , ଶାଶ୍ଵତ ଆଉ ଚିରନ୍ତନ । ଯିଏ ପ୍ରକୃତ ପ୍ରେମ କରିଛି , ସେ ହିଁ କେବଳ ପ୍ରେମର ମାନେ ବୁଝିଛି ଆଉ ଜାଣିଛି । ତା ଛଡା ଆଉ ଦୁନିଆଁରେ କେହି ପ୍ରେମର ଅର୍ଥ ବୁଝି ନାହିଁ । ସମସ୍ତେ ପ୍ରେମର ଅର୍ଥକୁ ଭୁଲ ବୁଝିବାରେ ଲାଗିଛନ୍ତି ଆଉ କିଛି ଲୋକ ଏହାକୁ ନୀଚ୍ଚ ଦେଖାଇବାରେ ଲାଗିଛନ୍ତି । ତେବେ କହିବାକୁ ଗଲେ ସମସ୍ତେ ପ୍ରକୃତ ପ୍ରେମ କରିପାରନ୍ତି ନାହିଁ । କିଛି ଲୋକ ନିଜ ସ୍ବାର୍ଥ ପାଇଁ ବି ଭଲ ପାଇଥାନ୍ତି ।

ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଏହି ଘ-ଟଣା , ପ୍ରକୃତ ପ୍ରେମକୁ ଭଲ ଭାବରେ ବ୍ୟାଖ୍ୟା କରୁଅଛି । ସମସ୍ତେ ଏହାକୁ ନେଇ ଚର୍ଚ୍ଚା କରୁଥିବା ବେଳେ ଆଉ କିଛି ଲୋକ ଏପରି ଘ-ଟଣା ବିଷୟରେ ଶୁଣି ବାଃ ବାଃ କରିବାରେ ଲାଗିଛନ୍ତି । ତେବେ ଘଟଣାଟି ହେଉଛି ମହାରାଷ୍ଟ୍ରର ପୁନେ ସ୍ଥିତ ଯୁଆନ୍ ତହସିଲ ଅଞ୍ଚଳରେ । ଏହି ଅଞ୍ଚଳରେ ଏକ ଟ୍ରାକ୍ଟର ଦୁର୍ଘ-ଟଣାରେ ଜଣେ ମହିଳାଙ୍କ ମୃ-ତ୍ୟୁ ହୋଇ ଯାଇଥିଲା ଆଉ ତାପରେ ତାଙ୍କ ସ୍ଵାମୀ ସ୍ତ୍ରୀର ବିଚ୍ଛେଦ ସହି ନ ପାରି ଜୀବନ ହାରିଦେଲେ ।

ଉମେଶ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ । ଦୁହେଁ ଦୁହିଁଙ୍କ ସହିତ ନିଜ ଭବିଷ୍ୟତ ଅତି ଉ-ଜ୍ଜଳ ବୋଲି କଳ୍ପନା ମଧ୍ୟ କରି ନେଇଥିଲେ । ତେବେ ଉମେଶଙ୍କ ସ୍ତ୍ରୀ ଗର୍ଭ-ବତୀ ଥିଲେ । ଆଉ କିଛି ମାସ ଯିବା ପରେ ତାଙ୍କ ଘରକୁ ଆସିଥାନ୍ତା କୁନି ଅତିଥି । ଯାହାର ପ୍ରସ୍ତୁତିରେ ସେମାନେ ଲାଗି ପଡ଼ିଥିଲେ । ଆଉ ହସ ଖୁସିରେ ଘର ଫାଟି ପଡୁଥିଲା । ଘର ଆନନ୍ଦ ଉତ୍ସବରେ ଭରି ଉଠୁଥିଲା । ସ୍ଵାମୀ ସ୍ତ୍ରୀ ନିଜ ସନ୍ତାନ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ ଆଉ ସବୁଦିନ ସେ ବିଷୟରେ ଆଲୋଚନା କରୁଥିଲେ ।

କିନ୍ତୁ ସବୁ ସ୍ବପ୍ନ ଅଧାରେ ରହି ଯାଇଥିଲା । କାହିଁକି ନା ଅଧା ବାଟରେ ତାଙ୍କ ପତ୍ନୀ ତାଙ୍କୁ ଏକା କରି ଛାଡି ଚାଲି ଯାଇଥିଲେ । ଉମେଶ ତାଙ୍କ ସ୍ତ୍ରୀ ଏବଂ ଶାଶୁଙ୍କୁ ବାଇକରେ ନେଇ ଯାଉଥିବା ବେଳେ ଟ୍ରାକ୍ଟର ଦୁର୍ଘ-ଟଣାରେ ତାଙ୍କ ସ୍ତ୍ରୀଙ୍କ ମୃ-ତ୍ୟୁ ହୋଇ ଯାଇଥିଲା । ଆଉ ଏହାପରେ ନିଜକୁ ସମ୍ଭାଳି ପାରି ନଥିଲେ ଉମେଶ । ସ୍ତ୍ରୀ ଚାଲିଯିବା ଘ-ଟଣା ତାଙ୍କୁ ଏତେ କ-ଷ୍ଟ ଦେଇଥିଲା ଯେ , ସ୍ତ୍ରୀ ମରିବାର ତିନି ଦିନ ପରେ ନିଜେ ଜୀବନ ଦେଇ ଦେଇଥିଲେ ଉମେଶ । ଆଉ ନିଜ ସ୍ତ୍ରୀଙ୍କ ପାଖକୁ ଚାଲି ଯାଇଥିଲେ ।

Leave a Reply

Your email address will not be published. Required fields are marked *