ଚାହିଁ ବସିଥିଲା ଯୌ-ନ ରା-କ୍ଷସ , ୮ ବର୍ଷର ଶିଶୁ ଖେଳୁଥିବା ସମୟରେ ଟାଣି ନେଇ କଲା ଦୁ-ଷ୍କର୍ମ

ସମାଜରେ ଦିନକୁ ଦିନ ଏପରି ଘ-ଟଣା ଦେଖିବାକୁ ମିଳୁଛି , ଯାହା ଅତ୍ୟନ୍ତ ଲ-ଜ୍ଜାଜନକ ଅଟେ । ଯାହା ବିଷୟରେ କହିବା ପାଇଁ ମଧ୍ୟ ଲାଜ ଲାଗିଥାଏ । କିନ୍ତୁ ଏପରି କା-ଣ୍ଡ ଏ ସମାଜର ଭଦ୍ର ମୁଖା ତଳେ ଲୁ-ଚି ରହିଥିବା ଅଭ-ଦ୍ର ବ୍ୟକ୍ତି ମାନେ ଘଟାଇବାରେ ଲାଗିଛନ୍ତି । ଯୁଗ ଯେତିକି ଆଗକୁ ବଢ଼ିବାରେ ଲାଗିଛି , ଯୌ-ନ ଦୁ-ଷ୍କର୍ମ ସେତେ ବଢ଼ିବାରେ ଲାଗିଛି । ମଣିଷ ସମାଜ ଶିକ୍ଷିତ ହୋଇ ମଧ୍ୟ ଅଶିକ୍ଷିତ ଭଳି କାମ କରିବାକୁ ଲାଗୁଛି । ଯେତେ ଚେଷ୍ଟା ପରେ ମଧ୍ୟ ଏ ସବୁ କାମ ରୋକିବା ନାମ ନେଉ ନାହିଁ । ଆହୁରି ଆଗକୁ ଆଗକୁ ବଢ଼ିବାରେ ଲାଗିଛି । ତେବେ ଏହି ଯୌ-ନର ଭୋକ ମଣିଷକୁ ଅମଣିଷ କରି ଦେଇଥାଏ । ଆଉ ସେତେବେଳେ ସେହି ମଣିଷ ସବୁ ଭୁଲି ଯାଇଥାଏ । ବାସ୍ ତା ମନରେ ଗୋଟିଏ ଚିନ୍ତା ଘୁରି ବୁଲୁଥାଏ ।

ଯୌ-ନର ଭୋକ ନ ମେଣ୍ଟିବା ପର୍ଯ୍ୟନ୍ତ ସେ ପାଗଳ ଭଳି ହେଉଥାଏ । ଆଉ ସେତେବେଳେ ସେ ବୟସ , ବଡ , ସାନ , ସମ୍ପର୍କ କିଛି ବି ଭାବି ନଥାଏ । ତେବେ ଏପରି ଅନେକ ଘ-ଟଣା ବିଷୟରେ ଆପଣ ଆଗରୁ ଶୁଣି ସାରିଥିବେ। ବର୍ତ୍ତମାନ ମଧ୍ୟ ଏପରି ଏକ ଘ-ଟଣା ପୁଣିଥରେ ସାମ୍ନାକୁ ଆସିଛି , ଯାହା ଆପଣଙ୍କ ଲୋମ ଟା-ଙ୍କୁରି ଦେବ । ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆଣିଦେବ। ଏହା କିଛି ଲୋକଙ୍କ ପାଇଁ ସାଧାରଣ କଥା ହୋଇପାରେ , କିନ୍ତୁ ଏପରି ଅସାଧାରଣ କାମ କରିବା ବାସ୍ତବରେ ଦ-ଣ୍ଡନୀୟ ଅପ-ରାଧ ଅଟେ । ମାତ୍ର ୮ ବର୍ଷର ଝିଅ ସହିତ ହୋଇ ଦୁ-ଷ୍କର୍ମ । ଯେତେବେଳେ ସେ କିଛି ବୁଝି ନାହିଁ , ତାକୁ ଅନେକ କଷ୍ଟ ସହିବାକୁ ପଡ଼ିଛି ।୩୭ ବର୍ଷର ନର ରା-କ୍ଷସ ତା ସହିତ ଏପରି କା-ଣ୍ଡ କରିଛି ।

ତେବେ ସୂଚନା ଅନୁଯାୟୀ , ପୁରୀ ଜିଲ୍ଲା ନିମାପଡ଼ା ଅନ୍ତର୍ଗତ ବଳଙ୍ଗା ଥା-ନା ଅଂଚଳରେ ଏପରି କା-ଣ୍ଡ ଦେଖିବାକୁ ମିଳିଛି । ବଳଙ୍ଗା ଥା-ନା ଅନ୍ତର୍ଗତ କୋଲର ଗ୍ରାମରେ ପ୍ରବଚନ କାର୍ଯ୍ୟକ୍ରମ ଜାରି ରହିଥିଲା । ଆଉ ଏହି କଥାର ଫାଇଦା ଉଠାଇ ଥିଲା ଦୁଷ୍କ-ର୍ମକାରୀ । ୮ ବର୍ଷର ନାବା-ଳିକା ନିଜ ସାଙ୍ଗ ମାନଙ୍କ ସହିତ ଲୁ-ଚକାଳି ଖେଳିବାରେ ଲାଗିଥିଲା । ଆଉ ସେ ଯାଇ ଏକ ପରିତ୍ୟକ୍ତ ଘରେ ମଧ୍ୟ ଲୁ-ଚି ଯାଇଥିଲା । ତେବେ ବାପା ମାଆ ଆଉ ସମସ୍ତେ ପ୍ରବଚନ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବାରୁ ଝିଅ ପ୍ରତି ଏତେ ଧ୍ୟାନ ଦେଇ ନଥିଲେ । ଅନ୍ୟ ପକ୍ଷରେ ସବୁ ଦିନ ପରି ସେଦିନ ମଧ୍ୟ ଝିଅ ନିଜ ସାଙ୍ଗ ମାନଙ୍କ ସହିତ ଖେଳିବାରେ ଲାଗିଥିଲା । ତେବେ ଠିକ୍ ଏହି ସମୟରେ ଦାସିଆପୁର ଗ୍ରାମର ଗଗନ ନାମକ ୩୭ ବର୍ଷୀୟ ଯୁବକ ଝିଅଟିକୁ ଟାଣି ନେଇ ଯାଇଥିଲା ।

ଆଉ ଅନ୍ଧାର ଘର ମଧ୍ୟରେ ଦୁ-ଷ୍କର୍ମ କରିବାରେ ଲାଗିଥିଲା । ତେବେ ଏହି କଥା ବିଷୟରେ କାହାକୁ ଜଣା ମଧ୍ୟ ପଡ଼ି ନଥିଲା । ଝିଅଟିକୁ କଷ୍ଟ ହେବାରୁ ସେ ପାଟି କରିଥିଲା କିନ୍ତୁ ଗାଆଁରେ ଏତେ ଶବ୍ଦ ଶୁଣା ଯାଉଥିଲା କି , କାହାକୁ ଏ ବିଷୟରେ ଜଣା ପଡି ନଥିଲା। ତେବେ ଏହା ପରେ ଝିଅ ଘରକୁ ଫେରି ଆସିଥିଲା ଆଉ ଝିଅ ଘରକୁ ଫେରିବା ପରେ ତାର ର-କ୍ତସ୍ରା-ବ ହେବାକୁ ଲାଗିଥିଲା । ଯାହା ପାଇଁ ବାପା ମାଆ ଅତ୍ୟନ୍ତ ଭ-ୟଭୀ-ତ ହେବାକୁ ଲାଗିଥିଲେ । ତେବେ ପରେ ଝିଅ ପାଖରୁ ବାପା ମାଆ ସବୁ ଜାଣିବାକୁ ପାଇଥିଲେ । ଆଉ ପୋ-ଲିସ ପାଖରେ ମଧ୍ୟ ସବୁ କଥା ଜଣାଇ ଥିଲେ । ତେବେ ପୋ-ଲିସ ଏହି କଥା ଆଧାରରେ ଅଭି-ଯୁକ୍ତ ଗଗନକୁ ଗି-ରଫ କରିବା ସହିତ ୮ ବର୍ଷର ଝିଅ ଏବଂ ଗଗନର ଡାକ୍ତରୀ ମାଇନା କରିବା ପାଇଁ ପଠାଇ ଦେଇଥିଲା । ତେବେ ବର୍ତ୍ତମାନ ସମୟରେ ଗାଆଁରେ ଏହି କଥା ପାଇଁ ଚର୍ଚ୍ଚା ଜୋର୍ ଧରିଛି ।

Leave a Reply

Your email address will not be published. Required fields are marked *