ଆଉ ଟ୍ରକ ଡ୍ରାଇଭରଙ୍କୁ ମିଳିବନି ଦ-ଣ୍ଡ । ଯେଉଁ ନୂଆ ନିୟମରେ ଡ୍ରାଇଭରଙ୍କୁ ମିଳିଥାନ୍ତା ଦ-ଣ୍ଡ ତାହା ଆଉ ଲାଗୁ ହେବନି ।

ଯେଉଁ ନିୟମ ଟ୍ରକ ଡ୍ରାଇଭରଙ୍କ ଉପରେ ଲାଗୁ କରାଯାଇଥିଲା ଯେ ଟ୍ରକ ଡ୍ରାଇଭର ଯଦି କେହି ଦୁର୍ଘ-ଟଣା ପରେ ଫେ-ରାର ହୋଇ ଯାଆନ୍ତି ତେବେ ତାଙ୍କୁ ୧୦ ବର୍ଷ ଜେ-ଲ ଦ-ଣ୍ଡରେ ଦ-ଣ୍ଡିତ କରାଯିବ । ତାହା ବର୍ତ୍ତମାନ ଆଉ ଲାଗୁ ହେବ ନାହିଁ । କାରଣ ଟ୍ରକ ଡ୍ରାଇଭର ମାନେ ଆନ୍ଦୋଳନ କରିଛନ୍ତି । ନୂଆ ନିୟମ ଲାଗୁ ହୋଇଥିଲେ ଦୁର୍ଘ-ଟଣା କମି ଯାଇଥାନ୍ତା । କିନ୍ତୁ ଟ୍ରକ ଡ୍ରାଇଭର ସଂଘ ଆନ୍ଦୋଳନ କଲେ । ତେଣୁ ଆଉ ବର୍ତ୍ତମାନ ନିୟମ ଲାଗୁ ହେବ ନାହିଁ । ବର୍ତ୍ତମାନ ପୂର୍ବ ଭଳି ହିଟ ଆଣ୍ଡ ରନ କଲେ ମଧ୍ୟ ଆଉ ଦ-ଣ୍ଡ ଲାଗୁ ହେବ ନାହିଁ ।

ସେମାନେ ଆରମରେ ବେଲ ପାଇ ଜେ-ଲରୁ ବାହାରି ପାରିବେ । କହିରଖିବୁ ଯେ ବର୍ତ୍ତମାନ ସମୟରେ ହିଟ ଆଣ୍ଡ ରନର ମାମ-ଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଟ୍ରକ ଡ୍ରାଇଭର ମାନେ ଦୁର୍ଘ-ଟଣା ଘଟାଇ ଘୋଷାରି ନେଇ ପଳାଉଛନ୍ତି । ଯେଉଁ କାରଣରୁ ଗତ କିଛିଦିନ ତଳେ କଠୋର ନିୟମ ଅଣା ଯାଇଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଲାଗୁ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ପ୍ରତିବର୍ଷ ଟ୍ରକ , ଡମ୍ଫର ଏବଂ ଅନ୍ୟାନ୍ୟ ଭାରି ଯାନ ଦୁର୍ଘ-ଟଣା କାରଣରୁ ୫୦ ହଜାରରୁ ଅଧିକ ଲୋକଙ୍କର ମୃ-ତ୍ୟୁ ହେଉଛି । ଆଉ ଏହି ସଂଖ୍ୟା ବଢୁଛି ପଛେ କିନ୍ତୁ ଆଉ କମିବାର ନାଁ ନେଉନାହିଁ । ଦିନକୁ ଦିନ ହିଟ ଆଣ୍ଡ ରନର ମାମ-ଲା ବଢ଼ିବାରେ ଲାଗିଛି ।

ଟ୍ରକ ଡ୍ରାଇଭର ମାନେ ତାଙ୍କୁ ଦୁର୍ଘ-ଟଣା ପରେ ଘୋଷାରି ନେଇ ପକାଉଛନ୍ତି । ହସ୍ପିଟାଲକୁ ନେବା ତ ଦୂରର କଥା ଟିକିଏ ମାନବିକତା ମଧ୍ୟ ଦେଖାଉ ନାହାଁନ୍ତି । ଯାହାକୁ ନେଇ ଭାରତୀୟ ନ୍ୟା-ୟ ସଂହିତାରେ ଆଇନ ପ୍ରଣୟନ କରାଯାଇଥିଲା । କିନ୍ତୁ ଏଭଳି ଆଇ-ନକୁ ଶୁଣିବା ପରେ ଟ୍ରକ ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ ଏବଂ ଦେଶରେ ଟ୍ରକ ଚଳାଚଳ ବନ୍ଦ ହୋଇ ଯାଇଥିଲା ।

ଯେଉଁ କାରଣରୁ ଏହି ନିୟମକୁ ଏବେ ଲାଗୁ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଗୃହ ସଚିବ ଅଜୟ ବହଲ୍ଲା କହିଛନ୍ତି ଯେ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ନିୟମ ବର୍ତ୍ତମାନ ପ୍ରଣୟନ ହେବ ନାହିଁ । ତେଣୁ ହଡ଼ତାଳରେ ବସିଥିବା ଗାଡ଼ି ମାଲିକଙ୍କୁ ଯାଇ କାମରେ ଲାଗିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *