ଟଳିଗଲା ଆଉ ଏକ ବଡ଼ ରେଳ ଦୁର୍ଘ-ଟଣା । କୌଣସି ଯା-ନ୍ତ୍ରିକ ତ୍ରୁ-ଟି ନୁହେଁ ବରଂ କରାଯାଇଥିଲା ବଡ଼ ଷ-ଡ଼ଯ-ନ୍ତ୍ର ।

ଓଡ଼ିଶାର ବାଲେଶ୍ୱର ବାହାନଗାରେ ହୋଇଥିବା ମର୍ମ-ନ୍ତୁଦ ରେଳ ଦୁର୍ଘ-ଟଣାକୁ ନେଇ କେବଳ ଦେଶ ନୁହେଁ ବରଂ ସାରା ବିଶ୍ୱ ସ୍ତବ୍ଧ ହୋଇ ଯାଇଛି । ଏହି ଦୁର୍ଘ-ଟଣାରେ ମୃ-ତାହ-ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ , କଣ ପାଇଁ ଏତେ ବଡ଼ ଦୁର୍ଘ-ଟଣା ଘଟିଗଲା ତାହାର କାରଣ ଜାଣିବାକୁ ବର୍ତ୍ତମାନ ତଦ-ନ୍ତର ନି-ର୍ଦେଶ ଦିଆଯାଇଛି ।

ଆଉ ଏହାରି ମଧ୍ୟରେ ଆଉ ଏକ ବଡ଼ ରେଳ ଦୁର୍ଘ-ଟଣା ହେବାରୁ ବର୍ତ୍ତି ଯାଇଛି । ଏବଂ ବଞ୍ଚି ଯାଇଛି ଶହ ଶହ ଯାତ୍ରୀଙ୍କ ଜୀବନ । ଅଳ୍ପକେ ବର୍ତ୍ତି ଯାଇଛି କନ୍ୟାକୁମାରି ଚେନ୍ନାଇ ଏକ୍ସପ୍ରେସ । କିନ୍ତୁ ବାଲେଶ୍ୱର ବାହାନଗା ଭଳି ଏହି ଘଟ-ଣାରେ କୌଣସି ତ୍ରୁ-ଟି ନଥିଲା ବରଂ ଏହା ଏକ ବଡ଼ ଷ-ଡ଼ଯ-ନ୍ତ୍ର ଥିଲା ।

ରେଳ ଧାରଣା ଉପରେ ଏକ ବଡ଼ ଟ୍ରକ ଟାୟାରକୁ ରଖା ଯାଇଥିଲା । ଏହି ଘ-ଟଣା ଶୁକ୍ରବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଘଟିଥିଲା । ତ୍ରିଚି ଠାରୁ ଠାରୁ ୨୧ କିଲୋମିଟର ଦୂର ସମୟପୂରମ ଅତିକ୍ରମ କରିବା ସମୟରେ ଟ୍ରେନର ଲୋକ ପାଇଲଟ ରଘୁରମଣ ଏବଂ ସହଯୋଗୀ ପାଇଲଟ ବିନୋଦ ରେଳ ଧାରଣା ଉପରେ କିଛି କଳା ରଙ୍ଗର ଜିନିଷ ରଖା ଯାଇଥିବା ଦେଖିବାକୁ ପାଇଥିଲେ । ଭଲ ଭାବରେ ଦେଖିବା ପରେ ତାହା ଏକ ଟ୍ରକ ଟାୟାର ଥିବା ଜଣା ପଡ଼ିଥିଲା । ଏହା ଦେଖି ଲୋକ ପାଇଲଟ ତୁରନ୍ତ ବ୍ରେକ ଦେଇଥିଲେ । ଫଳରେ ଟ୍ରେନଟି ଧିମା ହୋଇ ଯାଇଥିଲେ ମଧ୍ୟ ଟାୟାର ଉପରେ ମାଡ଼ି ଚାଲି ଯାଇଥିଲା ।

ତେବେ ଏହି ଦୁର୍ଘ-ଟଣା ଯୋଗୁଁ ଟ୍ରେନର ବିଦ୍ୟୁତ ସଂଯୋଗ ବନ୍ଦ ହୋଇ ଯାଇଥିଲା । ଲୋକ ପାଇଲଟ ତୁରନ୍ତ ଏହି ଘ-ଟଣା ସମ୍ବ-ନ୍ଧରେ ଭାଲାଡ଼ି ଷ୍ଟେସ-ନକୁ ଜଣାଇଥିଲେ । ଏହି ଘ-ଟଣା ବିଷୟରେ ଜଣା ପଡ଼ିବା ପରେ ଘଟ-ଣାସ୍ଥ-ଳରେ ପୋ-ଲିସ ସମେତ ଟେକ୍ନିକାଲ ଟିମ ପହଞ୍ଚିଥିଲେ । କିଛି ସମୟ ପରେ ତ୍ରୁ-ଟି ସଜଡ଼ା ଯିବା ସହିତ ଟ୍ରେନିଟି ଗନ୍ତବ୍ୟ ପଥରେ ଯାଇଥିଲା । ତେବେ କହି ରଖିବୁ ଯେ ଏପରି ଏକ ଘ-ଟଣା ପରେ ଘଟ-ଣାର ତ-ଦନ୍ତ କରାଯାଉଛି ଯେ ଏଭଳି ରେଳ ଧାରଣାରେ ଟାୟାର କେଉଁଠୁ ଆସିଲା ।

Leave a Reply

Your email address will not be published. Required fields are marked *