କୋର୍ଟର ନିଷ୍ପତ୍ତିରେ ଆଶ୍ୱସ୍ତି ଅନୁଭବ କଲେ ଅନୁଭବ । କହିଲେ ” ଏବେ ଶାନ୍ତିରେ ଶୋଇବି , ୧୪ ବର୍ଷ କାଳ ଅଶାନ୍ତିରେ କଟିଛି , ପୁରା ଥକି ଯାଇଥିଲି ” :-

ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମା-ମ-ଲା ବର୍ତ୍ତମାନ ବି କୋର୍ଟରେ ବିଚା-ରାଧୀ-ନ ଅଛି । କିନ୍ତୁ କୋର୍ଟରେ ଅନୁଭବ ବର୍ଷାଙ୍କୁ ତାଙ୍କ ପୈତୃକ ଘର ଛାଡ଼ିବାକୁ ଏକ ପିଟି-ସନ ଦାଖ-ଲ କରିଥିଲେ । ସେହି ଅନୁଯାୟୀ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛି । ଏଥର ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟ ନିର୍ଦେଶ ଦେଇଛି ।

ତେଣୁ ବର୍ତ୍ତମାନ ଅନୁଭବ କହିଛନ୍ତି ଯେ ” ଏବେ ମୁଁ ଶାନ୍ତିରେ ଶୋଇବି , ଦୀର୍ଘ ୧୪ ବର୍ଷ କାଳ ଅଶାନ୍ତିରେ କଟିଛି , ପୁରା ଥକି ଯାଇଥିଲି । ” ତେବେ ଆପଣ ମାନେ ତ ଜାଣିଛନ୍ତି ଯେ ପୂର୍ବରୁ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆରେ ନିଜ ବୈବାହିକ ଜୀବନର ବାଦ ବିବାଦ ଏବଂ ତି-କ୍ତ-ତା ବିଷୟରେ ଗଣମାଧ୍ୟମରେ ପ୍ରକାଶ କରୁଥିଲେ । ସେହି ସମୟରେ ଅନୁଭବ କା-ନ୍ଦି କା-ନ୍ଦି ଏଭଳି କିଛି କହିଥିଲେ ଯେ ସେ ରାତିରେ ଟିକିଏ ଭଲରେ ଶୋଇ ପାରୁ ନାହାଁନ୍ତି । ମନ ସବୁବେଳେ ଅଶାନ୍ତିରେ ରହୁଛି । ଜୀବନର ସବୁ ପରିଶ୍ରମ ପରେବି ଜୀବନରେ ଟିକିଏ ଖୁସି ନାହିଁ ।

ଜୀବନର କିଛି ଭୁଲ ନିଷ୍ପତ୍ତି ଅନୁଭବଙ୍କ ଜୀବନରେ କିପରି ଦୁଃ-ଖ ଆଣି ଦେଇଛି ତାହା ସେ ସମସ୍ତଙ୍କୁ ଜଣାଇଥିଲେ । ପୁଣି ଏହା ମଧ୍ୟ ଅନୁଭବ କହିଥିଲେ ଯେ ” ପିଲାଟି ଦିନରୁ ଯେଉଁ ବାପା ମା ତାଙ୍କର ଯତ୍ନ ନେବା ସହିତ , ପାଠ ପଢ଼ା ଖର୍ଚ୍ଚ , ଏବଂ ସବୁ ଆବଶ୍ୟକତାକୁ ପୂରଣ କରୁଥିଲେ , ଆଉ ଅନ୍ୟ ପିଲାଙ୍କ ଠାରୁ ଆମେ ଯେପରି ନିଜକୁ କମ ନଭାବିବୁ ସେଥିପାଇଁ ସବୁକିଛି କରୁଥିଲେ , ଆଜି ସେମାନଙ୍କୁ ଟିକେ ଖୁସି ଦେଇପାରୁ ନାହାଁନ୍ତି । ” ବର୍ଷାଙ୍କ ସହିତ ବି-ବା-ଦ କାରଣରୁ ସେ ନିଜ ବାପା ମାଙ୍କୁ ଟିକେ ଖୁସି ଦେଇପାରୁ ନାହାଁନ୍ତି ବୋଲି କା-ନ୍ଦି କା-ନ୍ଦି କହିଥିଲେ ।

ଅପର ପକ୍ଷେ ବର୍ଷା ଅନୁଭବଙ୍କ ପୈତୃକ ଘରେ ରହି ତାଙ୍କ ବିରୋ-ଧରେ କେ-ସ ଲ-ଢୁଥିଲେ । କିନ୍ତୁ ବର୍ତ୍ତମାନ କୋର୍ଟର ନିର୍ଦେଶ ପରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବାଧ୍ୟ । ତେଣୁ ବର୍ତ୍ତମାନ ଅନୁଭବଙ୍କ ବାପା ମା ଏବଂ ପୁରା ପରିବାର ନିଜ ଘରକୁ ଫେରି ଆସିବେ । ଏହା ଅନୁଭବ ନିଜେ ଭିଡ଼ିଓରେ କାନ୍ଦି କାନ୍ଦି କହିଛନ୍ତି ଯେ ଏଥର ତାଙ୍କ ପରିବାରକୁ ସେ ଖୁସି ଦେଇ ପାରିବେ । ଏଥିପାଇଁ ସେ ନିଜେ କେତେ ଖୁସି ଅଛନ୍ତି ତାହା କୋର୍ଟର ନିର୍ଦେଶ ପରେ ଜା-ରି ହୋଇଥିବା ଏକ ଭିଡ଼ିଓରୁ ଜଣା ପଡ଼େ । ଯେଉଁଠି ସେ ନିଜ ଓକିଲଙ୍କୁ ଧରି କା-ନ୍ଦିଛନ୍ତି । ତାହା କୌଣସି ଦୁଃ-ଖର ଲୁ-ହ ନୁହେଁ ବରଂ ଆନନ୍ଦର ଲୁହ ।

Leave a Reply

Your email address will not be published. Required fields are marked *