କାନ୍ଦି କାନ୍ଦି ଅର୍ଚ୍ଚନା କହିଲେ : ମୁଁ ଇଡି ଆଗରେ ଜମା ମୁଁହ ଖୋଲିବିନି “ଜଗା ତମେ ଟେନସନ ନିଅନି”

ଦୀର୍ଘ ଦିନ ଧରି ଜେ-ଲ ଭିତରେ ଦିନ ରାତି କାଟିବାକୁ ଲାଗିଛନ୍ତି ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ । ଆଉ ବାହାର ପବନ ସେମାନଙ୍କ ଦେହରେ ବାଜୁ ନାହିଁ କି ଆଉ ଆଗ ଭଳି ସେ ଖୁସି ସେମାନେ ପାଇ ପାରୁ ନାହାଁନ୍ତି । ଆଉ ସେମାନଙ୍କ ପାଖକୁ ଲକ୍ଷ ଲକ୍ଷ ଟଙ୍କା ଆସି ପାରୁନାହିଁ କି ସେ ରାଜଗାଦି ଆଉ ଶୋଇବାକୁ ମିଳୁ ନାହିଁ । ତେଣୁ ଏହାରି ଭିତରେ ଅନେକ କଷ୍ଟ ପାଉଛନ୍ତି ଅର୍ଚ୍ଚନା । କେବେ ଏହି ଜେଲରୁ ବାହାରି ସେମାନେ ପୁଣିଥରେ ସ୍ୱପ୍ନର ଦୁନିଆଁକୁ ଫେରିବେ ସେ କଥା ଚିନ୍ତା କରୁଛନ୍ତି ।

ତେବେ ଗତକାଲି ରବିବାର ଥିଲା ଆଉ ସବୁ ରବିବାର ଭଳି ଗତକାଲି ମଧ୍ୟ ସେମାନଙ୍କୁ ଭେଟ କରିବା ପାଇଁ ଛଡ଼ା ଯାଇଥିଲା । ସ୍ଵାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ଭେଟି କାନ୍ଦି ପକାଇ ଥିଲେ । ଆଉ ସେହି ପାଖରେ ପୋ-ଲିସ ଛିଡା ହୋଇଥିଲେ , ଦୁହେଁ ଯେପରି କିଛି ଖରାପ ପଦକ୍ଷେପ ନ ଗ୍ରହଣ କରନ୍ତୁ । ତେବେ ଦୁହିଁଙ୍କ ମଧ୍ୟରେ ଅନେକ କଥା ଆଲୋଚନା ହୋଇଥିଲା । ଅର୍ଚ୍ଚନା କାନ୍ଦି କାନ୍ଦି କହିଥିଲେ କି , କିପରି ଅଛ। ଏହାବ୍ୟତୀତ ପଚାରିଥିଲେ କି , ପୁଅ କିପରି ଅଛି । ଏହାର ଉତ୍ତରରେ ଜଗବନ୍ଧୁ କହିଥିଲେ କି ପୁଅ ଭଲ ଅଛି । କିଛି ଚିନ୍ତା କରିବାର ନାହିଁ ।

କିନ୍ତୁ ଗୋଟିଏ କଥା ପାଇଁ ସେ ଚେଷ୍ଟା କରୁଛନ୍ତି । ଏହି ଜେଲରୁ ମୁକୁଳିବା ପାଇଁ ସେ ଓକିଲ ସହିତ କଥାବାର୍ତ୍ତା କରୁଛନ୍ତି ଆଉ ବହୁତ ଜଲଦି ସେମାନେ ଏହି ଜେଲ ଭିତରୁ ବାହାରି ଯାଇ ନିଜ ହସ ଖୁସିର ସଂସାର ବଞ୍ଚିବେ , ଏଥିରେ କିଛି ସନ୍ଦେହ ନାହିଁ । ତେଣୁ ସପ୍ତାହକୁ ଥରେ ଦୁହେଁ ଦୁହିଁଙ୍କୁ ଦେଖା ହୋଇ ଟିକିଏ ଶାନ୍ତି ପାଉଥିବେ ବୋଲି ସମସ୍ତେ ଅନୁମାନ କରୁଛନ୍ତି । କାହିଁକି ନା ଜେ-ଲ ମଧ୍ୟରେ ଏକୁଟିଆ ହୋଇ ରହୁଛନ୍ତି । ଆଉ ଏହା ମଧ୍ୟ ଆଲୋଚନା ହେବାରେ ଲାଗିଛି କି , ପୁଅକୁ ଛାଡ଼ି ଅର୍ଚ୍ଚନା ବହୁତ କଷ୍ଟ ପାଉଛନ୍ତି । କାହିଁକି ନା ତାଙ୍କର ଛୋଟିଆ ପୁଅ କଣ କରୁଥିବ , ସେ କଥା ସେ ଭାବୁଛନ୍ତି ।

ତେବେ ଏହାରି ମଧ୍ୟରେ ଅନେକ ଚେଷ୍ଟା ପ୍ରଚେଷ୍ଟା ପରେ ମଧ୍ୟ ଜେଲ ମଧ୍ୟରୁ ମୁକୁଳି ପାରୁ ନାହାଁନ୍ତି ଦୁହେଁ । ଓକିଲଙ୍କ ପାଖରେ ଅନେକ ନିବେଦନ କରୁଛନ୍ତି , ତଥାପି ପରିଣାମ କିଛି ମିଳି ପାରୁ ନାହିଁ । ଅନ୍ୟ ପକ୍ଷରେ ଇଡି ବର୍ତ୍ତମାନ ସମୟରେ ଅର୍ଚ୍ଚନାଙ୍କୁ ରିମା-ଣ୍ଡରେ ନେଇ ପଚରା ଉଚରା କରିବା ଆରମ୍ଭ କରିଥିଲା । ଆଉ ଅର୍ଚ୍ଚନା ଇଡ଼ିକୁ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ସାରିଛନ୍ତି । ତେବେ କେବେ ସବୁ ସମସ୍ୟାର ସମାଧାନ ହେବ , ଆଉ ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀଙ୍କୁ ଜା-ମିନ ମିଳିବ ସେ କଥା ଦେଖିବାକୁ ବାକି ରହିଲା । ଏହାପରେ କେବେ ସେହି ବଡ ବଡିଆଙ୍କ ନାମ ସାମ୍ନାକୁ ଆସୁଛି , ତାହା ଦେଖିବା ପାଇଁ ରାଜ୍ୟ ବାସୀ ଅନାଇ ବସିଛନ୍ତି।

Leave a Reply

Your email address will not be published. Required fields are marked *