ଯୁବତୀଙ୍କୁ ଶାରୀ-ରିକ ସ-ମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ଯୁବକ । ଆଉ ଅଭି-ଯୋଗ କଲାରୁ କହିଲା ଏମିତି …..

ବାଧ୍ୟତାମୂଳକ ମୂଳକ ଶାରୀ-ରିକ ସମ୍ପର୍କ ଏକ ବଡ଼ ଅପ-ରାଧ । ତେବେ ଆଜିକାଲି ସମୟରେ ଦୁ-ଷ୍କର୍ମ ମାମଲା ଅନେକ ବଢ଼ି ଯାଇଛି । ମହିଳା ମାନେ ନିଜ ଗ୍ରାମରେ , ନିଜ ସାହିରେ , ନିଜ ପଡ଼ୋଶୀରେ କିମ୍ବା ନିଜ ଘରେ ବି ସୁଦ୍ଧା ସୁରକ୍ଷିତ ନାହାଁନ୍ତି । ଯାହାଦ୍ୱାରା ଝିଅ ମାନଙ୍କୁ ନିର୍ଭ-ୟରେ ବାହାରେ କିମ୍ବା ଘରେ ବି ରହିବା ପୂର୍ବରୁ ଖୁବ ସତର୍କ ରହିବାକୁ ପଡୁଛି । ବର୍ତ୍ତମାନ ସମୟରେ ଏକ ଘ-ଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଠି ଚିନୁ ମଲ୍ଲିକ ନାମକ ଜଣେ ଯୁବତୀ ନିଜ ପଡ଼ୋଶୀ ନାମରେ ଅଭି-ଯୋଗ ଆଣିଛନ୍ତି ।

ତେବେ ସୂଚନା ଅନୁଯାୟୀ ଗଖାପଡ଼ା ଗ୍ରାମର ସନାତନ ମଲ୍ଲିକଙ୍କ ଝିଅ ଚିନୁ ମଲ୍ଲିକ ନିଜ ପଡ଼ୋଶୀ ଜଗନ ମଲ୍ଲିକଙ୍କ ନାମରେ ଏପରି ଅଭି-ଯୋଗ ଆଣିଛନ୍ତି । ଯୁବତୀଙ୍କ କହିବା ଅନୁଯାୟୀ ଜଗନ ତାଙ୍କୁ ଅନେକ ଦିନ ହେବ ଜୋର ଜବ-ରଦସ୍ତ ଶାରୀ-ରିକ ସ-ମ୍ପର୍କ ରଖିବାକୁ ବାଧ୍ୟ କରି ଆସୁଥିଲା । ଯାହାକୁ ଚିନୁ ସବୁବେଳେ ବାରଣ କରି ଆସିଛନ୍ତି । ଏମିତିକି ଚିନୁ ଏହାର ବିରୋଧ କରି ଜଗନଙ୍କୁ ଗା-ଳି ଗୁଲଜ ମଧ୍ୟ କରିଥିଲେ । ତଥାପି ଜଗନ ସୁଧାରି ନଥିଲା ଏବଂ ନିଜର ଖରାପ କାମ ଜାରି ରଖିଥିଲା ।

ଯୁବକ ଜଣକ ଯୁବତୀଙ୍କୁ ଶାରୀ-ରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ଏବଂ ସେ ଯଦି ଏସବୁ ବିଷୟରେ କେବେ କାହାକୁ କହନ୍ତି ତେବେ ତାଙ୍କୁ ଜୀବନରୁ ମା-ରିଦେବେ ବୋଲି ଧ-ମକ ଦେବାରୁ ଯୁବତୀ ଜଣକ ଭୟରେ ଏସବୁ ବିଷୟରେ କାହାକୁ କହୁ ନଥିଲେ । ମାତ୍ର ସେ ସର୍ବଦା ହିଁ ଜଗନକୁ ମନା କରି ଆସୁଥିଲେ । ମାତ୍ର ଗତ କିଛିଦିନ ତଳେ ଜଗନ ସୁଯୋଗ ପାଇ ଘରେ କେହି ନଥିବା ସମୟରେ ଚିନୁଙ୍କ ଘରେ ପଶିଥିଲା । ଚିନୁ ରୋଷେଇ କରିବା ସମୟରେ ତାଙ୍କ ସହିତ ଜୋର ଜବ-ରଦସ୍ତ କରିଥିଲା । ମାତ୍ର ଚିନୁ ଚି-ତ୍କାର କରିବାରୁ ଜଗନ ଚିନୁର ଫୋନ ନେଇ ସେଠାରୁ ଖସି ପଳାଇ ଯାଇଥିଲା ।

ତେବେ ଯୁବତୀ ଯେତେବେଳେ ଜଗନଙ୍କ ସୁଲଭ ଘରକୁ ଫୋନ ଦେବାକୁ କହିଥିଲେ , ସେତେବେଳେ ଜଗନଙ୍କ ପରିବାର ଲୋକେ ସିଧା ସିଧା ମନା କରି ଦେଇଥିଲେ । ତେଣୁ ଚିଣୁ ଏନେଇ ସ୍ଥାନୀୟ ଥା-ନାରେ ଅଭି-ଯୋଗ ଆଣିଥିଲେ । ଥା-ନାରେ ଥା-ନା ଅଧିକାରୀ ଏବଂ ଜିଲ୍ଲା ପରିଷଦର ଅଧିକାରୀ ବୁଝାମଣା କରି କେହି କାହାକୁ କହିବେ ନାହିଁ ବୋଲି ନିର୍ଦେଶ ଦେଇଥିଲେ । ମାତ୍ର ଏହାର କିଛିଦିନ ପରେ ହିଁ ଜଗନଙ୍କ ଭଉଣୀ ଚିନୁ ପଇସା ନେଉଥିବା କହିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚିନୁ ପୁଣିଥରେ ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *