ଅର୍ଚ୍ଚନା ଦେ-ହ ବ୍ୟବସାୟ ଟଙ୍କାକୁ ଧ-ମକ ଦେଇ ଡବଲ କରୁଥିଲେ।

ସୁନ୍ଦରୀ ଅର୍ଚ୍ଚନା କେବଳ ସୁନ୍ଦରୀ ନୁହଁନ୍ତି ସେ ଭାରି ଚତୁରୀ ମଧ୍ୟ। ଟଙ୍କା ରୁ ଟଙ୍କା ବାହାର କରିବାର ବାଟ ଅର୍ଚ୍ଚନାଙ୍କୁ ବେଶ ଭଲ ଭାବରେ ଜଣା ନଥିଲା। ଟଙ୍କା ସହ କିପରି ଖେଳ ଖେଳିଲେ ତାହା ଡବଲ ହେବ ସେ ବାଟ ଅର୍ଚ୍ଚନା ଜାଣିଥିଲେ। କେବଳ ଶାରୀ-ରିକ ସମ୍ପ-ର୍କ ରଖିବା ନୁହେଁ ଶାରୀ-ରିକ ସମ୍ପ-ର୍କରୁ ଯେଉଁ ଟଙ୍କା ଡ-ରେଇ ଧ-ମକ ଦେଇ ଆଣୁଥିଲେ ତାକୁ କେଉଁ କାର୍ଯ୍ୟରେ ଲଗାଉଥିଲେ ତାହା ଜାଣିଲେ ଆପଣ ମଧ୍ୟ ଆଷ୍ଟର୍ଯ୍ୟ ହେବେ। ହଁ ଆଜ୍ଞା ଜଗବନ୍ଧୁ ଆଉ ଅର୍ଚ୍ଚନାଙ୍କ ଗୁମର ଏବେ ଗୋଟିଏ ପରେ ଗୋଟିଏ ଫିଟୁଥିବା ବେଳେ ଅର୍ଚ୍ଚନା ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଆଉ ସମସ୍ତେ କହୁଛନ୍ତି ମାନି ବାକୁ ପଡିବ ଏହି ସ୍ୱାମୀ ସ୍ତ୍ରୀଙ୍କୁ। ଏହି ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ରାଜଧାନୀରେ କରୁଥିଲେ ଖେଳ।

ଏବେ ଅର୍ଚ୍ଚନା ଏବଂ ସ୍ୱାମୀ ଜଗବନ୍ଧୁ ଙ୍କ ନାମରେ ଆଉ ଗୋଟେ କଥା ସାମ୍ନାକୁ ଆସୁଛି। ଯାହାକୁ ନେଇ ଲୋକେ ହେଉଛନ୍ତି ଟୁପୁରୁ ଟାପୁରୁ। ଦାମୀ ଘର ବିଳାସପୂର୍ଣ ଜୀବନ ଜିଇଁବା ପଛରେ କେବଳ ଶାରୀ-ରିକ ସ-ମ୍ପର୍କ ଟଙ୍କା ନୁହେଁ ଆହୁରି ଅନେକ ଉପାୟରେ ସେମାନେ ଟଙ୍କା ରୋଜଗାର କରୁଥିଲେ। କେବଳ ବଡ଼ ବଡ଼ିଆଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିବା ଗୋଟିଏ କାରଣ ନଥିଲା। ଶୁଣିବାକୁ ମିଳୁଛି କି କୁଆଡେ ଅର୍ଚ୍ଚନା ଆଉ ସ୍ୱାମୀ ଜଗବନ୍ଧୁ ସୁଧରେ ଲୋକମାନଙ୍କୁ ଦେଇ ଦେଇଥିଲେ ଲକ୍ଷ ଲକ୍ଷ ଟଙ୍କା। ଆଉ ଯାହା ଫଳରେ ଗଛିତ ଟଙ୍କାକୁ ସେମାନେ ଦୁଇ ଗୁଣିତ କରି ପାରୁଥିଲେ। ଟଙ୍କାକୁ ଖେଳି ଖେଳି କରୁଥିଲେ ଡବଲ। ଲୋକେ କହୁଛନ୍ତି ଅର୍ଚ୍ଚନା ଆଉ ତାଙ୍କ ସ୍ୱାମୀ ଆଦୌ ସାଧାରଣ ନୁହଁନ୍ତି ଭାରି ସାଂଘା-ତିକ।

ସମସ୍ତେ ଜାଣିଛନ୍ତି ଏମିତି ଲୋକଙ୍କୁ ସୁଧରେ ଟଙ୍କା ଦେବା ବେଆ-ଇନ ଅଟେ ତଥାପି ଅର୍ଚ୍ଚନାଙ୍କର କାହାକୁ ଭ-ୟ ନଥିଲା କାରଣ ତାଙ୍କ ରୂପକୁ ନେଇ ତାଙ୍କର ନିଜ ଉପରେ ଯଥେଷ୍ଟ ଭରସା ଥିଲା କି କେହି ତାଙ୍କର କିଛି କରି ପାରିବେ ନାହିଁ। ଯିଏ ତାଙ୍କର ରୁପ ଦେଖିବ ସେ ତାଙ୍କ ରୂପରେ ବିମୋହିତ ହୋଇଯିବ ତାଙ୍କର ବା କିଏ କଣ କରିପାରିବ। ମନେ ମନେ ଭାବୁଥିଲେ ଏତେ ବଡ଼ ବଡ଼ ନେତାମନ୍ତ୍ରୀ ମାନଙ୍କ ସହ ଅର୍ଚ୍ଚନା ଙ୍କ ଫଟୋ ଦେଖିଲେ କିଏ କଣ ସାହସ କରିବ ଅର୍ଚ୍ଚନାଙ୍କୁ କିଛି କହିବାକୁ ନା ତାଙ୍କର କୌଣସି ଅସୁବିଧା କରିବାକୁ। ସେପଟେ ଆଉ ଏକ କଥା ବି ଚର୍ଚ୍ଚା ହେଉଛି ଟଙ୍କା ତ ଅର୍ଚ୍ଚନା ଲୋକଙ୍କୁ ସୁଧରେ ଦେଉଥିଲେ ପୁଣି ଟଙ୍କା ଆଦାୟ କାରିବାର ତରିକା ବି କୁଆଡେ ସମ୍ପୂର୍ଣ୍ଣ ଭିନ୍ନ ଥିଲା।

ଯେଉଁ ମାନେ ଟଙ୍କା ନେଇ ସଠିକ ସମୟରେ ସୁଧ ଫେରାଉ ନଥିଲେ ସେମାନଙ୍କୁ ଅର୍ଚ୍ଚନା ଆଉ ଜଗବନ୍ଧୁ ମିଶି ଧ-ମକ ଏମିତି ଦେଉଥିଲେ ଯେ ସେମାନଙ୍କ ପାଦ ତଳୁ ମାଟି ଖସି ଯାଉଥିଲା। ଆଉ ପରିସ୍ଥିତି ଯାହା ବି ହେଉଥାଉ ଅର୍ଚ୍ଚନାଙ୍କୁ ଡ-ରି ନେଇଥିବା ଟଙ୍କା ଠିକ ସମୟରେ ଫେରସ୍ତ କରି ଦେଉଥିଲେ। ନିଜେ କୁଆଡେ ଉପାସ ରହିଲେ ରହୁଥିଲେ ହେଲେ ଅର୍ଚ୍ଚନାଙ୍କ ଟଙ୍କା ଫେରାଇବାରେ ସେ ଆଦୌ ବିଳମ୍ବ କରୁନଥିଲେ। ନଚେତ ଅର୍ଚ୍ଚନାଙ୍କ ଧମ-କରେ ଜଣେ ଡ-ରି ଡ-ରି ସରିଯାଉଥିଲା । କେବଳ ଏତିକି ନୁହେଁ ଅର୍ଚ୍ଚନା ସୁଧ ଲଗାଇବା ସହିତ ସୁଧ ରେ ଟଙ୍କା ମଧ୍ୟ ଆଣୁଥିଲେ। ଆଉ ବେଆ-ଇନ ଭାବେ ସୁଧରେ ଟଙ୍କା ଆଣି ଫେ-ରାଉ ନଥିଲେ ଅର୍ଚ୍ଚନା ଟଙ୍କା ମାଗିଲେ ଦେଉଥିଲେ ଧମ-କ। ତେବେ ସେ ଯାହା ବି କିଛି ହେଉ ଏବେ ଅର୍ଚ୍ଚନାଙ୍କୁ ନେଇ ସାମ୍ନାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ତଥ୍ୟ।

Leave a Reply

Your email address will not be published. Required fields are marked *