ଆଶ୍ଚର୍ଯ୍ୟ ଜନକ ଖବର:- ଯୁବକ ପେଟରୁ ବାହାରିଲା ୫.୫ ଇଞ୍ଚର ଏକ ଲମ୍ବା ଷ୍ଟିଲ ଗ୍ଲାସ, ଡାକ୍ତରଙ୍କ ଉଡ଼ିଗଲା ହୋସ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ତେବେ ପେଟ ଦର୍ଜ ହେବା ଏହା ବର୍ତ୍ତମାନ ସମୟରେ ଏକ ସାଧାରଣ କଥା ଅଟେ। ଆଜିର ସମୟରେ ଅନେକ ଲୋକମାନେ ପେଟ ଯନ୍ତ୍ର-ଣା ଭୋଗ କରୁଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କିଛି ପେଟ ଯ-ନ୍ତ୍ରଣା ଅନୁଭବ କରିବାର ତୁରନ୍ତ ହିଁ ଔଷଧ ଖାଇଥାନ୍ତି ସେହିଭଳି ଆଉ କିଛି ଲୋକ କ-ଷ୍ଟ ସହି ଅଧିକ ଯ-ନ୍ତ୍ରଣା ହେବା ପରେ ହିଁ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି। ତେବେ ଏହିଭଳି କିଛି ଘ-ଟଣା ଦେଖିବାକୁ ମିଳିଥିଲା ଜଣେ ଯୁବକ ପାଖରେ। ତେବେ ପେଟ ଯ-ନ୍ତ୍ରଣା ଅଧିକ ହେବାରୁ ଡାକ୍ତରଙ୍କ ପାଖକୁ ଯାଇ ଦେଖାଇ ଥିଲା ତେବେ ରି-ପୋର୍ଟ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟରେ ପଡି ଯାଇଥିଲେ। ଏହା ପଛରେ କାରଣ ହେଉଛି ଯୁବକଙ୍କ ପେଟରେ ଏକ ଲମ୍ବା ଷ୍ଟିଲ ଗ୍ଲାସ ରହିଥିଲା। ତେବେ ଏହି ଗ୍ଲାସ କୋଉଠୁ ଆସିଲା ଓ ଏହାପରେ କଣ କରାଗଲା ଜାଣିବା ପାଇଁ ଆପଣ ଆମର ଏହି ଆର୍ଟିକିଲ ପଢନ୍ତୁ।

କଣ ଅଟେ ସମ୍ପୂର୍ଣ୍ଣ ଘ-ଟଣା

ତେବେ ମିଳିଥିବା ରି-ପୋର୍ଟ ଅନୁସାରେ, ଏହି ଘଟ-ଣାଟି ବିହାରରେ ଘଟିଛି ବୋଲି ଜଣା ପଡ଼ିଛି। ରି-ପୋର୍ଟ ଅନୁସାରେ ଏକ ୨୨ ବର୍ଷୀୟ ଯୁବକ କିଛି ଦିନ ହେବ ପେଟ ଯ-ନ୍ତ୍ରଣା ଅନୁଭବ କରି ଆସୁଥିଲେ। କେବଳ ସେତିକି ନୁହେଁ ମଳ ଦ୍ବାରରେ ର-କ୍ତ ପଡୁଥିବାର ଦେଖିଲା। ଏହାପରେ ସେ ପାଟନା ମେଡ଼ିକାଲ କଲେଜରେ ଡାକ୍ତରଙ୍କ ପରାମର୍ଶ ନେଲା। ତେବେ ଡାକ୍ତର ଯୁବକଙ୍କ ଯା-ଞ୍ଚ କରିବା ପରେ ରିପୋ-ର୍ଟରେ ଆସିଲା ଯେ ପେଟରେ ୧୪ ସେମି ଅବା ୫.୫ ଇଞ୍ଚର ଏକ ଗ୍ଲାସ ପେଟରେ ଅଛି। ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ତିନି ଘଣ୍ଟା ଲାଗିଥିଲା ସ-ର୍ଜରି

ତେବେ ଏହି ସର୍ଜ-ରିରେ କରିବାରେ ଡାକ୍ତର ଇନ୍ଦ୍ର ଶେଖର କୁମାର ମୁଖ୍ୟ ଭୂମିକା ନେଇଥିଲେ। ତେବେ ତାଙ୍କ କହିବା ଅନୁଯାୟୀ ଏହି ସର୍ଜରି ପାଖାପାଖି ୩ ଘଣ୍ଟା ଧରି ଚାଲି ଥିଲା। ତେବେ ଏଥିରେ ୧୧ ଜଣ ଡାକ୍ତରୀ ଟିମ ସଫଳ ପୂର୍ବକ ଯୁବକଙ୍କ ଶରୀରରୁ ଗ୍ଲାସ ବାହାର କରିଥିଲେ। ଯୁବକର ଶରୀରରୁ ଗ୍ଲାସ ବାହାର କରିବା ପାଇଁ କୋଲୋଷ୍ଟୋମିକ ମାଧ୍ୟମରେ ବାହାର କରାଯାଇଥିଲା। ଏହା ଏକ ଏପରି ସର୍ଜରି ଯାହା ଦ୍ୱାରା ଶେଷକୁ ଏକ ଗାତ କରାଯାଇଥାଏ ଏବଂ ଏଥିରେ ବାହାର କରାଯାଏ। ପରବର୍ତ୍ତୀ ସମୟରେ ଏହି ଘା’ ଶୁଖିବାରେ କୌଣସି ଅସୁବିଧା ହୋଇ ନଥାଏ।

ତେବେ ଅପରେଶନ ପରେ ଯୁବକକୁ ଘରକୁ ପଠେଇ ଦିଆଯାଇଥିଲା ଏବଂ ଜାନୁଆରୀ ମାସରେ ଯୁବକ ଶରୀରରେ ଥିବା କୋଲୋଷ୍ଟୋମିକ ବାହାର କରାଯିବ। ସେହିଭଳି ଡାକ୍ତରଙ୍କ କହିବାନୁଯାୟୀ, ଯୁବକ ଜଣକ ନି-ଶାରେ ଥିବା ସମୟରେ ଏହି ଷ୍ଟଲ ଗ୍ଲାସକୁ ଭର୍ତ୍ତି କରାଯାଇଛି ଯେଉଁ କାରଣରୁ ଯୁବକର କିଛି ମନେ ନାହିଁ।

କିଛି ସମୟ ପୂର୍ବରୁ ସମାନ ଘ-ଟଣା

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହିଭଳି ଏକ ମାମ-ଲା ମଧ୍ୟପ୍ରଦେଶର ଭେଂଡି ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଏକ ଯୁବକଙ୍କ ସମାନ ଧରଣର ପେଟ ଯ-ନ୍ତ୍ରଣା ହୋଇଥିଲା। ଡାକ୍ତର ଯୁବକଙ୍କ ବ୍ଲଡ଼ ଟେଷ୍ଟ, ଏକ୍ସ ରାୟ ଓ ଅଲ୍ଟ୍ରାସାଉଣ୍ଡ କରିବା ପରେ ଜଣା ପଡିଥିଲା ଯେ ଯୁବକଙ୍କ ମୂ-ତ୍ରାଶ-ୟରେ ଏକ କାଠି ଫ-ସି ରହି ଯାଇଛି। ଯେଉଁ କାରଣରୁ ସେ ଯ-ନ୍ତ୍ରଣା ଅନୁଭବ କରୁଥିଲେ।

Leave a Reply

Your email address will not be published. Required fields are marked *