ସାବଧାନ ! ଅର୍ଚ୍ଚନା ପରେ ମାତିଛି ପିଙ୍କି ଶର୍ମା , ନ୍ୟୁଡ କଲ୍ କରି ଲୋକଙ୍କୁ କରୁଛି ହଇ-ରାଣ

ଦିନକୁ ଦିନ ବଢ଼ିବାରେ ଲାଗିଛି ଆଉ ଏ ଦୁନିଆଁ ବି ବଦଳିବାରେ ଲାଗିଛି । ଯେତେ ଦୁନିଆଁ ବଦଳି ବଦଳି ଯାଉଛି , ସେତେ ମାତ୍ରାରେ ଏ ଲୋକ ମାନେ ଅସଂଜତ ହୋଇ ଯାଉଛନ୍ତି । ବିଶେଷ ଭାବରେ କହିବାକୁ ଗଲେ , ମହିଳା ମାନେ ଆଉ କିଛି ମାନୁ ନାହାନ୍ତି । ଆଉ ନାହିଁ ସେ ଆଗ ଭଳି ସଂସ୍କାର କି ସଂଯମତା । ତେବେ ଏହାରି ମଧ୍ୟରେ ଆପଣ ସମସ୍ତେ ଅର୍ଚ୍ଚନା ନାଗକୁ ଜାଣି ସାରିଥିବେ । ନିଜର ଅଙ୍ଗ ପ୍ରଦର୍ଶନ କରି ତଥା ଅନ୍ୟ ମାନଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖି ଲୁ-ଟି ଚାଲିଥିଲା ଟଙ୍କା ।

ଆଉ ସେଥିରେ ବଞ୍ଚୁଥିଲା ବିଳାସପୂର୍ଣ୍ଣ ଜୀବନ । ତେବେ କୁହାଯାଏ ଯେ , ଭଗବାନ ବେଶୀ ଦିନ ଅନ୍ୟା-ୟ ସହି ପାରନ୍ତି ନାହିଁ , ଆଉ ଦିନେ ନା ଦିନେ ସେଥିରେ ପୂର୍ଣ୍ଣଛେଦ ଲଗାଇ ଦିଅନ୍ତି । ଠିକ୍ ସେହିପରି ଅର୍ଚ୍ଚନାର ମଧ୍ୟ ଦିନ କାଳ ସରିଗଲା ଆଉ ତାର ଅସଲ ରୂପ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସେ ଜେଲ ପଛରେ ନିଜ ଦିନ କା-ଟୁଛି । ତେବେ ତା ପରେ ପରେ ଆଉ ଜଣେ ମହିଳା ସାମ୍ନାକୁ ଆସିଛନ୍ତି । ଯାହାଙ୍କ ବାବଦରେ ବର୍ତ୍ତମାନ ଅଭି-ଯୋଗ ନେଇ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବ୍ୟକ୍ତି । ତେବେ ବ୍ୟକ୍ତିଙ୍କ କହିବା ଅନୁଯାୟୀ , ତାଙ୍କ ପାଖକୁ ଏକ ଅଜଣା ନମ୍ବରରେ ଭିଡିଓ କଲ୍ ଆସିଥିଲା ।

ତେବେ ସେହି ଭିଡିଓ କଲ୍ ରେ ମହିଳାଙ୍କ ନାମ ଲେଖା ଥିଲା ପିଙ୍କି ଶର୍ମା । ତେବେ ବ୍ୟକ୍ତି ଜଣକ ଅଜଣା ଫୋନ୍ ନମ୍ୱର୍ ଦେଖି ଫୋନ୍ ଉଠାଇଲା ବେଳକୁ ସେହି ପିଙ୍କି ଶର୍ମା ନ୍ୟୁଡ ବେଶରେ ବସିଥିଲା ଆଉ ନିଜର ଅଙ୍ଗ ପ୍ରଦର୍ଶନ କରିଥିଲା । ଯାହା ଅତ୍ୟନ୍ତ ଲ-ଜ୍ଜାକର ଥିଲା । ତାହା ବିଷୟରେ ବ୍ୟକ୍ତି ଜଣକ କହିବାକୁ ଠିକ୍ ମନେ କରି ନଥିଲେ । ତେବେ ଏହାପରେ ବ୍ୟକ୍ତି ଜଣକ କ୍ୟାମେରାକୁ ପଛକୁ କରି କଲ୍ କା-ଟି ଦେଇଥିଲେ । ତେବେ ବ୍ୟକ୍ତି ଜଣକ କହିଛନ୍ତି କି , ଏପରି ନ୍ୟୁଡ କଲ୍ ପ୍ରତି ସାବଧାନ ରୁହନ୍ତୁ ।

ଏପରି ଅଜଣା ନମ୍ୱରରେ ଫୋନ୍ ଆସିଲେ ଆଦୌ ଉଠାନ୍ତୁ ନାହିଁ । ଏପରି ମହିଳା ମାନେ ଫୋନ୍ କରି ହଇ-ରାଣ କରିବା ଛଡା ଆଉ କିଛି ଜାଣନ୍ତି ନାହିଁ । ଏହାପରେ ସେମାନେ ଟଙ୍କା ମାଗିବା ଆରମ୍ଭ କରିଦିଅନ୍ତି । ଆଉ ଏପରି ଜା-ଲରେ ଫ-ସାଇ ଦିଅନ୍ତି ଯେ , ସବୁ ଟଙ୍କା ଲୁ-ଟି ନେଇ କା-ଙ୍ଗାଳ କରି ଦିଅନ୍ତି । ତେବେ ବ୍ୟକ୍ତି ଜଣକ ଏ ବାବ-ଦରେ ଥା-ନାରେ ଅଭି-ଯୋଗ କରିଥିଲେ । ଆଉ ଯଥାଶୀଘ୍ର ସମ୍ଭବ , ସେହି ମହିଳାଙ୍କୁ ଗି-ରଫ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟ ପକ୍ଷରେ ବ୍ୟକ୍ତି ଜଣକ କହିଥିଲେ କି , ଏପରି ଫୋନ୍ ଆପଣଙ୍କ ପାଖକୁ ଆସୁଥିଲେ ସତ-ର୍କ ହୋଇ ଯାଆନ୍ତୁ ।

Leave a Reply

Your email address will not be published. Required fields are marked *