ସାତ ମାସର ଗର୍ଭ-ବତୀ ଥିଲେ ଅର୍ଚ୍ଚନା , ସେପଟେ ନିଜ ଶଯ୍ୟା ସଙ୍ଗିନୀ କରିବାକୁ ଡାକୁଥିଲେ ପ୍ରମୋଦ

ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ , ଯାହାଙ୍କୁ ବର୍ତ୍ତମାନ ସମୟରେ ସମସ୍ତେ ଜାଣି ସାରିଥିବେ । ଯିଏ ବ୍ଲାକମେଲ ଦୁନିଆଁରେ ନିଜର କାୟା ବିସ୍ତାର କରି ରଖିଥିଲେ । ଆଉ ନିଜ ଜାଲରେ ବଡ ବଡ ଲୋକଙ୍କୁ ଫ-ସାଇ ଚାଲିଥିଲେ ଆଉ ଲୁଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା । ସେଥିରେ ନିଜ ଜୀବନକୁ ଉପଭୋଗ ମଧ୍ୟ କରି ଚାଲିଥିଲେ । ଅର୍ଚ୍ଚନାଙ୍କ ପାଖରେ କଣ ନଥିଲା । ଯାହା ଚାହୁଁଥିଲେ ସେ ସବୁ ପାଇ ଚାଲିଥିଲେ ଅର୍ଚ୍ଚନା ଆଉ ନିଜର କଳାର ସାମ୍ରାଜ୍ୟ ବିସ୍ତାର କରିଥିଲେ । ରାତି ହେଉ ହେଉ ତାଙ୍କ ଘରେ ଗରାଖ ମାନଙ୍କର ଭିଡ ଲାଗି ରହୁଥିଲା ।

ଆଉ ତାଙ୍କ ରୁମ୍ ଲାଇଟ୍ ବନ୍ଦ ହୋଇ ଯାଉଥିଲା । ସେଥିରେ ନିଜ ଗରାଖ ମାନଙ୍କ ସହିତ ମଜ୍ଜି ଯାଉଥିଲେ ଅର୍ଚ୍ଚନା । ସେପଟେ ରୁମ୍ ରେ ଲାଗିଥିବା ସିସିଟିଭି ସହିତ ତାଙ୍କ ସ୍ଵାମୀ କରି ଚାଲୁଥିଲେ ଭିଡିଓ ସୁଟିଂ ଆଉ ତାପରେ ସେହି ଭିଡିଓ ନେଇ ହଇ-ରାଣ କରି ଚାଲି ଥିଲେ ସ୍ଵାମୀ ସ୍ତ୍ରୀ । ତେବେ ବର୍ତ୍ତମାନ ଉଭୟ ସ୍ଵାମୀ ସ୍ତ୍ରୀ ଜେ-ଲ ଦ-ଣ୍ଡ ଭୋଗିବାକୁ ଲାଗିଛନ୍ତି । ଆଉ ମାତ୍ର ସପ୍ତାହର ଗୋଟିଏ ଦିନ ଉଭୟ ଦେଖା କରୁଛନ୍ତି । ତେବେ ଆପଣ ସମସ୍ତେ ଜାଣି ସାରିଥିବେ କି , ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କର ଗୋଟିଏ ପୁଅ ଅଛି । ଯିଏକି ବର୍ତ୍ତମାନ ବହୁତ ଛୋଟ ଅଛି ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଯେଉଁ ସମୟରେ ଅର୍ଚ୍ଚନାଙ୍କ ପେଟରେ ତାଙ୍କର ସାତ ମାସର ଛୁଆ ବଢୁଥିଲା , ସେହି ସମୟର ଚଳଚିତ୍ର ନିର୍ଦ୍ଦେଶକ ପ୍ରମୋଦ ତାଙ୍କୁ ଫିଲ୍ମରେ ଅଫର୍ ଦେଇଥିଲେ । ଆଉ କହିଥିଲେ କି , ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିଲେ , ତାଙ୍କୁ ସେ ଚଳଚିତ୍ରରେ ହିରୋଇନ୍ କରାଇ ଦେବେ । ତେବେ ସେହି ସମୟରେ ଅର୍ଚ୍ଚନା ଥା-ନାରେ ଅଭି-ଯୋଗ ଦେଇଥିଲେ । ଆଉ ସେତେବେଳେ ପୋ-ଲିସ ପ୍ରମୋଦଙ୍କୁ ଡ଼ାକି ପଚ-ରାଉ-ଚରା କରିଥିଲା । ଆଉ ସେତେବେଳେ ସବୁକିଛି ବନ୍ଦ ହୋଇ ଯାଇଥିଲା ।

ବର୍ତ୍ତମାନ ସମୟରେ ସେହି ପୁରୁଣା ବହି ପୁଣିଥରେ ଜଳି ଉଠିଛି । ଅର୍ଚ୍ଚନା ନାଗ ମାମ-ଲାରେ ଇଡି ପ୍ରମୋଦଙ୍କୁ ପଚରା ଉଚରା କରିବା ପାଇଁ ଡାକିଥିଲେ । ଆଉ ଇଡି ନିକଟରେ ହାଜର ହୋଇଥିଲେ ପ୍ରମୋଦ । ତେବେ ସେତେବେଳେ ଗଣମାଧ୍ୟମ ଆଗରେ ଆଖି ଦେଖାଇ ପ୍ରମୋଦ କହିଥିଲେ କି , ସେ ମାସ୍କ ପିନ୍ଧି ଆସି ନାହାଁନ୍ତି , ତେଣୁ ତାଙ୍କୁ ଯିବାକୁ ଦିଅନ୍ତୁ । ତେବେ ଇଡି ଭିତରେ ଯେଉଁ ପ୍ରଶ୍ନ ପଚାରିଥିଲା , ତାହା ଶୁଣି ପ୍ରମୋଦଙ୍କ ମୁଣ୍ଡ ବୁଲାଇ ଦେଇଥିଲା । ସେହି ୨୦୧୭ ମସିହାର ମାମ-ଲା ଇଡି ଉଠାଇ ଥିଲା । ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି କି , ଆଗକୁ ମଧ୍ୟ ପ୍ରମୋଦଙ୍କୁ ଇଡି ପଚ-ରାଉ-ଚରା କରିବା ପାଇଁ ଡ଼ାକି ପାରେ ।

Leave a Reply

Your email address will not be published. Required fields are marked *