ଝିଅକୁ ଅସଂ-ଯତ ଅବସ୍ଥାରେ ଯୁବକ ସହ ଦେଖିଲା ବାପା, ଆଉ ତାପରେ ମାନ-ସିକ ଭାର-ସ୍ୟାମ ହରେଇ କରିଦେଲେ ଏମିତି କା-ଣ୍ଡ…

ପ୍ରେମ ମାମଲାରେ ବର୍ତ୍ତମାନ କେହି ଆ-ତ୍ମ-ହ-ତ୍ୟା କରୁଛି ତ ଆଉ କିଏ କାହାର ହ-ତ୍ୟା କଲାଣି । ଆଜିକାର ଘଟଣାଟି ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ କେହି ଆ-ତ୍ମ-ହ-ତ୍ୟା ନୁହେଁ । ବରଂ ନିଜ ଝିଅ ପାଇଁ ଜଣେ ବାପା ଜଣେ ଯୁବକଙ୍କ ହ-ତ୍ୟା କରିଛି । ଯୁବକଙ୍କ ସହ ଝିଅ ଅସଂଯତ ଅବସ୍ଥାରେ ଥିବାର ଦେଖି ଯୁବକଙ୍କୁ ବାପା ରଡ଼ ଭୂ-ଷି ହ-ତ୍ୟା କରିଛି । ତେବେ ଏହି ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଝିଅ ପାଇଁ ଯୁବକଙ୍କୁ ବାପା ରଡ଼ ଭୂଷି ହ-ତ୍ୟା କରିଥିବା ଏବେ ସ୍ପଷ୍ଟ ଜଣା ପଡ଼ିଛି ଯାହାକି ଉଦଳା ଥାନା ବଉଳଶାସନ ଗ୍ରାମର ଅଟେ । ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୁବାଶିଷ ବାରିକ ଏବଂ ସେ ସେହି ଗ୍ରାମର ଅଟନ୍ତି । ତେବେ ତାଙ୍କ ମୃତ ଦେହ ଏକ ବିଲରୁ ଉଦ୍ଧାର କରାଯାଇଛି ଏବଂ ଏହି ମାମଲାକୁ ଏକ ହ-ତ୍ୟା ଭାବରେ ଗ୍ରହଣ କରି ମାମଲା ରୁଜ୍ଜୁ କରାଯାଇଛି ।

ବାସ୍ତବ କଥା ଏହା ଯେ ସେହି ଗ୍ରାମର ନବୀନ ଆଚାର୍ଯ୍ୟଙ୍କ ଝିଅଙ୍କ ସହିତ ସୁବାଶିଷଙ୍କର ଅନୈତିକ ସମ୍ପର୍କ ଥିଲା । ତେବେ ସେହି ମାମଲାକୁ ନେଇ ଦୁଇ ମାସ ତଳେ ବିବାଦ ମଧ୍ୟ ଲାଗି ରହିଥିଲା । କିନ୍ତୁ ଗତ ଶନିବାର ରାତିରେ ନବୀନ ଘରକୁ ଫେରୁଥିବା ସମୟରେ ନିଜ ଝିଅ ଏବଂ ସୁବାଶିଷଙ୍କୁ ଅସଂଯତ ଅବସ୍ଥାରେ ଦେଖି କ୍ରୋଧିତ ହୋଇ ଯାଇଥିଲେ ଏବଂ ସୁବାଶିଷଙ୍କୁ ଧରିବା ପାଇଁ ଗୋଡ଼ାଇ ଥିଲେ ।

ଆଉ ଏକ ବାଡ଼ିରେ ଯୁବକଙ୍କୁ ମାରିବା ସହିତ ଏକ ଜଙ୍ଘରେ କୌଣସି ଧାରୁଆ ଅସ୍ତ୍ରରେ ଆକ୍ର-ମଣ କରିଥିଲେ । ନବୀନଙ୍କ ଘରର ତାଟି କବାଟ ପାଖରେ ଏପରି ଘଟଣା ଘଟିଥିଲା । ଆ-କ୍ର-ମଣ କରିଥିବା ରଡ଼କୁ ନବୀନ ନିଜ ଘରେ ଲୁଚାଇ ରଖିଥିଲେ ଏବଂ ସୁବାଶିଷ ବିଲ ଭିତରେ ପଡ଼ି ରହିଥିଲେ । ସେହିଠାରେ ହିଁ ସୁବାଶିଷଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା ।

ଆଗାମୀ ଦିନ ନବୀନ ଘରୁ ଉଦଳା ଆସି ବସ ଯୋଗେ ଶରତ ଅଞ୍ଚଳ ଯାଇଥିଲେ ମାତ୍ର ସେଠାରେ ପୋଲିସ ତାଙ୍କୁ ଗିରଫ କରିଥିଲା । ହ-ତ୍ୟାର ଦୁଇ ଦିନ ପରେ ପୋଲିସ ସମସ୍ତ ରହସ୍ୟ ଖୋଲିବାକୁ ସମର୍ଥ ହୋଇଛି । ଏହା ବ୍ୟତୀତ ଏହି ମାମଲାରେ ଆଉ ସାତ ଜଣଙ୍କୁ ଉଠାଇଛି ପୋଲିସ । ପଚରା ଉଚୁରା ପରେ ମାମଲାର ପୁରା ଗୁମର ଖୋଲିବ ବୋଲି ପୋଲିସ ପ୍ରଶାସନ କହିଛି ।

Leave a Reply

Your email address will not be published. Required fields are marked *