ପୁଣି ଥରେ ଷ୍ଟେଜ ଫଟେଇଲେ Rani ପଣ୍ଡା ଗୁଆ ଘିଅ ଗୀତାରେ ନଚିକି ଧୂଁଆ କରିଦେଲେ : ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆର ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ସେମାନେ ନିଜର ହସକୁ ରୋକି ପାରନ୍ତି ନାହିଁ। ସେହିଭଳି ଆଉ କିଛି ମନୋରଞ୍ଜନ ଭିଡ଼ିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖିବା ପାଇଁ ଲୋକମାନେ ଆଗ୍ରହ ସହକାରେ ଅନେଇ ବସି ଥାନ୍ତି। ତେବେ ବର୍ତ୍ତମାନ ସମୟରେ ମଧ୍ୟ ମନୋରଞ୍ଜିତ କରିଦେଲା ଭଳି ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳୁଛି। ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ରାନୀ ପଣ୍ଡାଙ୍କୁ ଦେଖିବାକୁ ପାଇବେ। ସେ ଲୋକମାନଙ୍କ ମନୋରଞ୍ଜନ କରୁଥିବାର ଦେଖିବାକୁ ପାଇବେ।

ଓଡ଼ିଶାରେ ରାନୀ ପଣ୍ଡା ଆଇଟମ ଗାର୍ଲ ଭାବେ ବେଶ ପରିଚିତ। କିଛି ବର୍ଷ ତଳେ ରାନୀ ପଣ୍ଡା ଖଣ୍ଡଗିରି ଯାତ୍ରାରେ ଆପତ୍ତି ଜନକ ଡ୍ୟାନ୍ସ କରି ଚର୍ଚ୍ଚାରେ ଆସିଥିଲେ। ଆଉ କେତେବେଳେ ଏକ ବୃଦ୍ଧ ବ୍ୟକ୍ତିଙ୍କୁ ଇଲେକ୍ସନରେ ସମର୍ଥନ କରି ମଧ୍ୟ ବହୁତ ଚର୍ଚ୍ଚାରେ ଆସିଥିଲେ। କେବଳ ସେତିକି ନୁହେଁ ରାନୀ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି। ତେବେ ଆଇଟମ ଗାର୍ଲ ପୁଣିଥରେ ଲୋକମାନଙ୍କ ଚର୍ଚ୍ଚା କୁ ଆସିଛନ୍ତି।

ତେବେ ଆପଣ ରାନୀ ପଣ୍ଡାଙ୍କୁ ଭଲ ଭାବରେ ଜାଣିଥିବେ। ବଲିଉଡର କଂଟ୍ରୋଭରସି କ୍ୟୁନି କଂଗନା ସେହିଭଳି ଓଡ଼ିଶାରେ ମଧ୍ୟ ରାନୀ ପଣ୍ଡା। ସେ ଯେଉଁ ଆଡେ ଯାଆନ୍ତି ତାଙ୍କ ସହ ବିବାଦ ମଧ୍ୟ ଲାଗି ରହିଥାଏ। କେତେବେଳେ ଯାତ୍ରାରେ ଅ-ଶ୍ଳୀ-ଳ ନାଚ କରି ବିବାଦରେ ରହିଥିବା। ବେଳେ ଆଉ କେତେବେଳେ ଅସହାୟ ମାନଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥାନ୍ତି। ଅଭିନେତ୍ରୀ ରାନୀ ପଣ୍ଡା କେବେବି କୌଣସି ଗରିବ ର ଦୁଃଖ ଦେଖି ପାରନ୍ତି ନାହିଁ। ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି। ବାତ୍ୟା ହେଉ ଏହି କୋରନା ମହାମାରୀ ରେ ସମସ୍ତଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସନ୍ତି।

ସୋସିଆଲ ମିଡ଼ିଆରେ ରାନୀ ପାଣ୍ଡା ଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁ ଭିଡ଼ିଓରେ ସେ ଗୁଆ ଘିଅ ଗୀତରେ ନାଚୁଥିବାର ଦେଖିବାକୁ ପାଇବେ କେବଳ ସେତିକି ନୁହେଁ ସେ ଷ୍ଟେଜ ଉପରେ ଗୀତ ଗାଉ ଥିବାର ମଧ୍ୟ ଦେଖିବାକୁ ପାଇବେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଷ୍ଟେଜ ତଳେ ବହୁତ ଲୋକ ବସି ଭିଡ଼ିଓ କରୁଥିବାର ଦେଖିବାକୁ ପାଇବେ। ଷ୍ଟେଜ ଉପରେ ରାନୀ ପଣ୍ଡା। ତେବେ ପରିବେଶରୁ ଜଣା ପଡୁଛି ଯେ ଏହା କୌଣସି ଯାତ୍ରା ପେଣ୍ଡାଲ ଅଟେ। ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆଇଟମ ଗାର୍ଲ ରାନୀ ପଣ୍ଡା ଗୁଆ ଘିଅ ଗୀତରେ ନାଚିଲେ। ତେବେ ଲୋକପ୍ରିୟ ଗୀତରେ ନାଚି ଲୋକମାନଙ୍କ ମନକୁ ମନୋରଞ୍ଜିତ କରିଲେ। କେବଳ ସେତିକି ନୁହେଁ ସେ ନିଜେ ଗୀତ ମଧ୍ୟ ଗାଇଲେ।

ତେବେ ରାନୀ ପଣ୍ଡାଙ୍କୁ ଷ୍ଟେଜ ଶୋ’କୁ ରେକର୍ଡ଼ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହାକି ବର୍ତ୍ତମାନ ଖୁବ ଭାଇରାଲ ହେବାର ଲାଗିଛି। କେବଳ ସେତିକି ନୁହେଁ ଭିଡ଼ିଓ ଦେଖିବା ପରେ ଜଣେ ଆଉ ଜଣଙ୍କ ପାଖକୁ ସେୟାର ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *