ସୀମାରେ ଦେଶ ଜଗୁଛନ୍ତି ସହିଦ ଯବାନଙ୍କ ଆତ୍ମା…ଘୋଡ଼ାରେ ବସି ରାତିରେ ଦେଉଛି ସୀମାରେ ପହରା !

ସେନା ହିଁ ଆମର ମେରୁଦଣ୍ଡ । ସେନା ନଥିଲେ ଆମେ ନଥାନ୍ତୁ । ସମସ୍ତେ ଦେଶ ଭିତରକୁ ପଶି ଆସିଥାନ୍ତେ ଆଉ ସବୁକିଛି ନେଇ ଯାଇଥାନ୍ତେ । ତେବେ ଆମେ ସମସ୍ତେ ଜାଣିଛେ କି , ସୀମାରେ ସେନା ଜଗି ରହିଥିବା ହେତୁ ଆମେ ଶାନ୍ତିରେ ଶୋଇ ପାରୁଛେ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହାକୁ ଶୁଣିବା ପରେ ଆପଣଙ୍କ ଲୋମ ଟା-ଙ୍କୁରି ହୋଇଯିବ । ତେବେ ଆସନ୍ତୁ ସେହି ଖବର ବିଷୟରେ ଜାଣିନେବା ।

ଭାରତୀୟ ସେନାର ଜଣେ ବୀର ଯବାନ ଯିଏକି ଦେଶ ପାଇଁ ସହିଦ ହୋଇ ଯାଇଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ସେ ଆଜି ବି ସୀମାରେ ଦେଶ ଜଗୁଛନ୍ତି । ତେବେ ସେ ହେଉଛନ୍ତି ହରଭଜନ ସିଂହ । ଦେଶ ପାଇଁ ନିଜ ଜୀବନକୁ ବ-ଳିଦା-ନ ଦେଇଥିଲେ ହରଭଜନ । ବାସ୍ତବରେ ହରଭଜନ ପାକିସ୍ତାନର ବାସିନ୍ଦା ଥିଲେ କିନ୍ତୁ ଭାରତ ଏବଂ ପାକିସ୍ତାନ ବିଭାଜନ ବେଳେ ତାଙ୍କ ପରିବାର ଭାରତକୁ ଚାଲି ଆସିଥିଲେ । ଆଉ ସେନାରେ ଯୋଗ ଦେଇଥିଲେ ହରଭଜନ ସିଂହ ।

କିନ୍ତୁ ଦୁଃ-ଖର କଥା ଏହା ଯେ , ଭାରତ ପାକିସ୍ତାନ ଯୁ-ଦ୍ଧ ସମୟରେ ୧୯୬୮ ମସିହାରେ ସୀମାରେ ହିଁ ସହୀଦ ହୋଇ ଯାଇଥିଲେ ହରଭଜନ । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , ହରଭଜନ ବରଫ ତଳେ ପୋତି ହୋଇ ଯାଇଥିଲେ । ଆଉ ତାଙ୍କ ସାଥି ମାନଙ୍କ ସ୍ୱପ୍ନରେ ଆସି କେଉଁ ସ୍ଥାନରେ ସେ ପଡିଛନ୍ତି କହିଥିଲେ। ଏହାପରେ ତାଙ୍କ ସାଥି ମାନେ ଯାଇ ତାଙ୍କୁ ଉ-ଦ୍ଧାର କରିଥିଲେ । ଆଉ ତାଙ୍କୁ ସମ୍ମାନର ସହିତ ବି-ଦା-ୟ ଦେଇଥିଲେ ।

ଏହାପରେ ସେ ତାଙ୍କ ସାଥୀଙ୍କ ସ୍ୱପ୍ନରେ ଆସି ତାଙ୍କ ସମା-ଧି ନିର୍ମାଣ କରିବାପାଇଁ କହିଥିଲେ । ଆଉ ସାଥୀମାନେ ତାହା ବି କରିଥିଲେ । ଏହା ପରର କଥା ଶୁଣି ଆପଣଙ୍କ ଲୋମ ଟା-ଙ୍କୁରି ଉଠିବ । ତାଙ୍କ ସାଥି ମାନଙ୍କୁ କେହି ଜଣେ ଆସି କହିଥିଲେ କି , ସୀମାରେ କେହି ଜଣେ ଘୋଡା ଉପରେ ବସି ଦେଶ ଜଗୁ-ଛନ୍ତି । ଆଉ ଏହାପରେ ସାଥି ମାନେ ଯାଇ ଦେଖିଲା ବେଳକୁ ଘୋଡାର ପାଦ ଚିହ୍ନ ପଡିଛି । ଏହାପରେ ଥରେ ସେନା ମାନେ ସୀମାରେ ଶୋଇ ଯାଇଥିବା ସମୟରେ କେହି ଜଣେ ଆସି ତାଙ୍କୁ ଚଟ-କଣା ମା-ରିଥିବାର କହିଥିଲେ ।

ତେବେ ଏହାପରେ ସମସ୍ତେ ଭାବି ନେଇଥିଲେ କି , ସେନା ମାନେ ତାଙ୍କ ନାମରେ ବାବା ହରଭଜନ ସିଂହ ଏକ ମନ୍ଦିର ତିଆରି କରିଥିଲେ । ଆହୁରିମଧ୍ୟ ତାଙ୍କ ସେନା ପୋଷାକକୁ ନେଇ ସମାଧି ଉପରେ ରଖି ଦେଇଥିଲେ । ଆହୁରିମଧ୍ୟ ତାଙ୍କ ଶୋଇବା ଘରକୁ ରାତିରେ କବାଟ ଲଗାଇ ଦିଅନ୍ତି କାହିଁକି ନା ରାତି ସମୟରେ ତାଙ୍କର ଡ୍ୟୁଟି ରହିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ , ରାତି ପାହିଲା ବେଳକୁ ତାଙ୍କ ବିଛଣାରେ କେହି ଶୋଇଲା ଭଳି ଏବଂ ରୁମ ରେ ପାଦ ଚିହ୍ନ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *