ଗୁରୁ-ତର ହେଲେ ଓଲିଉଡ ଅଭିନେତା ବାବୁଶାନ୍ ମହାନ୍ତି , ହସ୍ପିଟାଲରେ ହେଲେ ଭର୍ତି

ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଓଲିଉଡ ସୁପରଷ୍ଟାର ବାବୁଶାନ୍ ମହାନ୍ତିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିବା ପରେ ତାଙ୍କ ପ୍ରଶଂସକ ମାନେ ଭା-ଙ୍ଗି ପଡ଼ିଛନ୍ତି ଆଉ ବର୍ତ୍ତମାନ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାରେ ଲାଗିଛନ୍ତି । ତେବେ ବର୍ତ୍ତମାନ ସୁପରଷ୍ଟାର ବାବୁଶାନଙ୍କୁ ନେଇ ଦୁଃ-ଖ ଖବର ଆସିଯାଇଛି ।

ସୂଚନା ମୁତାବକ , ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ବାବୁଶାନ୍ ଆଉ ସେଥିପାଇଁ ତାଙ୍କୁ ଭୁବନେଶ୍ବରର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କାଲି ତାଙ୍କର ଆଗାମୀ ଫିଲ୍ମ ଦମନ ର ପ୍ରମୋଶନ ପାଇଁ ସେ ବାଇକ୍ ରେ ଯାଇଥିଲେ ଆଉ ପାଖାପାଖି ୧୦୦ କିଲୋମିଟର ସେ ବାଇକ୍ ଚଳାଇ ଥିଲେ ଆଉ ଯେଉଁଥିପାଇଁ ତାଙ୍କ ଶରୀରରେ ଅକ୍ସିଯେନ୍ ସ୍ତର କମି ଯାଇଥିଲା ।

ଆଉ ଯେଉଁଥିପାଇଁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା ଆଉ ଗୁରୁ-ତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ତେବେ ବର୍ତ୍ତମାନ ୬ ଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିବାରେ ଲାଗିଛନ୍ତି ଆଉ ସେ ଖୁବ୍ ଶୀଘ୍ର ଭଲ ହୋଇ ଯିବେ ବୋଲି ସମସ୍ତେ ଆଶା କରୁଛନ୍ତି ଆଉ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *