ବାପାଙ୍କ ବାଲ୍ୟ ଲୀଳା, ଅନ୍ୟ ସ୍ତ୍ରୀ ସହ ସେ-କ୍ସ କଥା ହେଉଛନ୍ତି।

ପୁଅ ଆଣିଛନ୍ତି ବାପାଙ୍କ ନାମରେ ସାଙ୍ଘା-ତିକ ଅଭି-ଯୋଗ। ବାପା କରୁଛନ୍ତି ବୃଦ୍ଧ କାଳେ ବାଲ୍ୟ ଲୀ-ଳା ନା ନିଜ ପୁଅକୁ ବାପା ପଚାରୁଛନ୍ତି ନା ତାଙ୍କ ନିଜ ବାପା ମାଙ୍କୁ। ସମସ୍ତଙ୍କୁ ହତାଦର କରି ବାପା ଆଉ ଏକ ସ୍ତ୍ରୀ ସହ ସେ-କ୍ସ କରୁଛନ୍ତି। ବୃଦ୍ଧ ବୟରେ ଏ କି ଲୀ-ଳା। ବାପାଙ୍କର ପୁଅ ବୋହୂ ଅଛନ୍ତି ହେଲେ ବାପାଙ୍କର ଏ ବୃଦ୍ଧ କାଳେ ବି ଲୀ-ଳା କରିବାକୁ ପ୍ରବଳ ମନ। ଏପରିକି ପୁଅ ବୋହୂ ଏବଂ ନିଜ ବାପା ମାଙ୍କୁ ଘରେ ନ ପୁରାଇ ଦେଉଥିବା ବେଳେ ଅନ୍ୟ ସ୍ତ୍ରୀ ସହ ରା-ସଲୀ-ଳା କରୁଥିବା ଭଳି ସାଙ୍ଘା-ତିକ ଅଭି-ଯୋଗ ଆଣି ପୁଅ ହୋଇଛନ୍ତି ଥା-ନାର ଦ୍ୱାରସ୍ଥ।

ପୁଅଙ୍କ ଅଭି-ଯୋଗ ଅନୁସାରେ ବାପା ତାଙ୍କର କୁଆଡେ ତାଙ୍କୁ ଦୀର୍ଘ ସାତ ବର୍ଷ ହେବ ଘର ମାଟି ମା-ରି ବାକୁ ଦେଉ ନାହାଁନ୍ତି। ନିଜ ବାପା ମାଙ୍କୁ ଖାଇବାକୁ ପିଇବାକୁ ଦେଉନଥିବା ବେଳେ ସ୍ତ୍ରୀ ତାଙ୍କର ମୃ-ତ୍ୟୁ ବରଣ କରିଥିବା ବେଳେ ବି ନିଜ ପୁଅକୁ ମଧ୍ୟ ମାକୁ ଦେଖାଇବାକୁ ଛାଡି ନଥିଲେ। ପୁଅ ଦୀର୍ଘ ସାତ ବର୍ଷ ହେଲା ନିଜ ସ୍ତ୍ରୀକୁ ନେଇ ବାହାରେ ରହୁଥିବା ବେଳେ ଏବେ ଜେଜେ ବାପା ଜେଜେ ମା ନାତିକୁ ଘରକୁ ଫେରିଆସିବାକୁ କହିଛନ୍ତି। କାରଣ ନାତି ତାଙ୍କର ଯଦି ନଆସିବ ସେମାନେ କୁଆଡେ ଭୋକ ଉପବାସ ରେ ମ-ରିଯିବେ ବୋଲି ବୃଦ୍ଧ ଜେଜେ ଓ ଜେଜେ ମା ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଜେଜେ ବାପା ଓ ଜେଜେ ମାଙ୍କ କଥା ର-କ୍ଷା କରି ନାତି ଗ୍ରାମକୁ ଫେରିଥିବା ବେଳେ ଏବେ ବାପା କିନ୍ତୁ ପୁଅକୁ ଘରକୁ ପୁରାଇ ଦେଉନଥିବା ବେଳେ ଜିଏବି ତାଙ୍କୁ ବୁଝାଉଛି ସେ ତାଙ୍କୁ ଗା-ଳି ଗୁ-ଳଜ କରୁଥିବା କହିଛନ୍ତି ପୁଅ। ପୁଅଙ୍କ କହିବା କଥା ବାପା ଆଉ ଜଣେ ମହିଳାଙ୍କ ପ୍ରେମରେ ଏ ବୃଦ୍ଧା ବୟସରେ ଉବୁଟୁବୁ ହେଉଥିବା ବେଳେ ଆମେ ଯେତେବେଳେ ରାତିରେ ଘରେ ଶୋଉ ସେ ମହିଳାଙ୍କ ସହ ସେହି ବିଷୟରେ କଥା ହୁଅନ୍ତି। ଆମକୁ ଖରାପ ଲାଗିଲେ ଆମେ ତାହାକୁ ବାରଣ କଲେ ବାପା ଉ-ତ୍କ୍ଷିପ୍ତ ହୋଇ ଆମକୁ ମା-ର ପି-ଟି କରି ବର୍ତ୍ତମାନ ମତେ ମା-ରି ମୋ ଡ୍ରେସ ଚି-ରି ଦେଇଛନ୍ତି।

ଧନ୍ୟ ତୁମେ ବାପା ଆଉ ଧନ୍ୟ କହିବ ତୁମକୁ। ମା ମରି-ବାର ମାତ୍ର 4 ମାସ ହୋଇନି ତୁମେ ମାକୁ ଭୁଲି ଆଉ କାହା ସହ କେମିତି ଏଭଳି ଖରାପ ଭାଷାରେ କଥା ହୋଇ ପାରୁଛ। କିଭଳି ତୁମକୁ ଲା-ଜ ଲାଗୁନି ତୁମର ଜଣେ ବିବାହିତା ପୁଅ ବୋହୂ ଅଛନ୍ତି ସେ କଥା କଣ ତୁମେ ଭୁଲି ଗଲ। ତୁମର ଲା-ଜ ସରମ ଆଉ ସମାଜକୁ ଭ-ୟ ଅଛି କି ନାହିଁ ବୋଲି ପୁଅ ପ୍ରଶ୍ନ କରିବା ସହିତ ବାପା ବୋଲି ପରିଚୟ ଦେବାକୁ ପୁଅକୁ ଲା-ଜ ଲାଗୁଥିବା ବାପା କହିଛନ୍ତି। ସେପଟେ ଏ ଘ-ଟଣା ଥା-ନାରେ ପହଁଚିଥିବା ବେଳେ ଥା-ନା ବାବୁ ଜେଜେ ଓ ଜେଜେମା ଏବଂ ନାତିକୁ କି ନ୍ୟା-ୟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *