ଭୁଲିମୁ ପାରୁନି ମୋର ପ୍ରଥମ ପ୍ରେମକୁ,,ପୁରୁଣା ପ୍ରେମିକ ରା-ଗରେ ଚି-ରିଲା ମହିଳାଙ୍କ ବ୍ଳା-ଉଜ।

ନା ପ୍ରେମିକର ପ୍ରେମିକା ହେଇ ହେଇ ରହିଲେ ମହିଳା । ନା ନୂଆ ନୂଆ ବିବାହ କରିଥିବା ସ୍ୱାମୀର ହୋଇପାରିଲେ। ସ୍ୱାମୀ ପାଖରେ କଣ ଅ-ଭାବ ଥିଲା କେଜାଣି ମହିଳା ଭୁଲି ପାରୁନଥିଲେ ପ୍ରଥମ ପ୍ରେମର ପ୍ରଥମ ପ୍ରେମିକଙ୍କୁ। ନୂଆ ନୂଆ ବିବାହ କରିଥିଲେ ବି ପ୍ରେମିକର ପ୍ରେମରେ ଏକ ଦମ ଭିଜିଥିବା ପ୍ରେମିକାଜେ ଭୁ-ଲି ଯାଇଥିଲେ ସେ ଆଉ କାହାର ସ୍ତ୍ରୀ ହୋଇ ସାରିଛନ୍ତି। ହେଲେ ତଥାପି ମହିଳା ଜଣଙ୍କ ନିଜ ପ୍ରେମିକଙ୍କୁ କହୁଥିଲେ ତୁମକୁ ଛାଡି ମୁଁ ରହିପାରୁନି। ପ୍ରତି ମୁହୂର୍ତ୍ତରେ ତୁମେ ମୋର ମନେ ପଡୁଛ।

ମୁଁ ମୋ ନିଜ ଜୀବନଠୁ ବି ଅଧିକ ତୁମକୁ ଭଲ ପାଏ । ପ୍ରେମିକ ଜଣଙ୍କ ପ୍ରେମିକାର ମିଠା ମିଠା କଥାରେ ଏମିତି ଫ-ସିଗଲେ ଯେ ମହିଳାଙ୍କୁ ନେଇ ସାଥିରେ ଚାଲିଗଲେ।ପ୍ରେମିକ ବି ସେହି 420 ମହିଳାଙ୍କୁ ଚିହ୍ନିବାରେ ଭୁଲ କରିଦେଲେ। ପ୍ରେମର ନିଶାରେ ମତୁଆଲା ପ୍ରେମିକାଯେ ଭୁଲି ଯାଇଥିଲେ ଏହି ପ୍ରେମିକା ତାଙ୍କୁ ଦିନେ ଧୋ-କା ଦେଇ ଆଉ କାହାର ହାତ ଧରିଥିଲା। ଆଉ ସେ ତା ସ୍ୱାମୀକୁ ଛାଡି ପୁଣି ଥରେ ପ୍ରେମିକ ପାଖକୁ ବିବାହ ପରେ ଫେରିବାକୁ ଚାହୁଁଛି ଯେତେବେଳେ ସେ କେଉଁ ପରିକା ସ୍ତ୍ରୀ ହୋଇଥିବ ତାହା ପ୍ରେମିକ ବୁଝିବାରେ ଭୁଲ କରିଦେଲେ।

ପ୍ରେମିକ ଏବେ ଅନୁତାପ କରୁଛନ୍ତି ପ୍ରେମିକା ନୁହେଁ କାଳ ନା-ଗୁଣୀ କୁ ଆଣି ବେକରେ ବାନ୍ଧି ପସ୍ତାଉଛନ୍ତି। ଆଉ ପ୍ରେମିକ ଅଭିମାନରେ କହୁଛନ୍ତି ଏମିତି ପ୍ରେମିକା କାହାକୁ ନମିଳୁ। କି ଏମିତି ସ୍ତ୍ରୀ ମଧ୍ୟ କାହାକୁ ନମିଳୁ। ସାରା ବିଶ୍ୱରେ ଏଭଳି 420 ମହିଳା ବୋଧେ ହୁଏ ବିରଳ ବୋଲି ପ୍ରେମିକ ମନେ ମନେ କହୁଛନ୍ତି।ପ୍ରେମିକ ସହ ଭଲ ପାଇବାର ନାଟକ କରି ବିବାହ ପରେ ସ୍ୱାମୀକୁ ଛାଡି ପ୍ରେମକ ପାଖକୁ ଚାଲିଗଲା ପ୍ରେମିକା। କିଛି ଦିନ ପ୍ରେମିକ ସାଥିରେ ରହିବା ପରେ ବୋଧେ ହୁଏ ପ୍ରେମିକଙ୍କ ପାଖରୁ ମନ ପୁରି ଗଲା ପ୍ରେମିକାର। ସେ ପୁଣି ଥରେ ନିଜ ସ୍ୱାମୀ ପାଖକୁ ଚାଲ ଆସି ସ୍ୱାମୀର ସତୀ ବର୍ତା ସ୍ତ୍ରୀ ହୋଇ ରହିଲେ।

ହେଲେ କଣ ଚାହୁଁଥିଲେ ମହିଳା ଜଣଙ୍କ ତାହା ପ୍ରେମିକଙ୍କ ବୁଝିବା ବାହାରେ ଥିଲା। ପ୍ରେମିକା ଧୋକା ଦେଇ ଆଉ ଥରେ ଚାଲି ଆସିବା ପରେ ପ୍ରେମିକ କହୁଥିଲେ ଭଲ ପାଇ ଭୁଲ କଲି। ଏଭଳି ଗୋଟେ କାଳ ନାଗୁଣୀକୁ ଭଲ ପାଇ ଏକ ଦମ ଫ-ସିଗଲି। ସତରେ ଏ ମହିଳାଙ୍କୁ ମାନିବାକୁ ପଡିବ। ସ୍ୱାର୍ଥ ଯେଉଁଠି ଏ ସ୍ୱାର୍ଥପର ମହିଳା ସେଇଠି ।

ଆଉ ପ୍ରେମିକ କହୁଥିଲେ ଏଭଳି ଏକ ନାଗୁଣୀର ଜା-ଲରେ ଫ-ସିଲି ଯେ ଶେଷରେ ତା ପାଇଁ ମୋର ମାନ ସମ୍ମାନ ସବୁକିଛି ଧୂଳିସାତ ହୋଇଗଲା। ପ୍ରେମ କଲା ଶେଷରେ ବଦ-ନାମ ବି କଲା ଆଉ ନିଜ ସ୍ୱାମୀ ଓ ପରିବାରଙ୍କୁ ଡାକି ମତେ ମା-ଡ଼ ବି ମା-ରିଲା। ଧନ୍ୟ ତୁମେ ପ୍ରେମିକା ଧନ୍ୟ ତୁମ ସ୍ତ୍ରୀ ପଣିଆ। ନା ତୁମେ ସ୍ୱାମୀର ହୋଇ ପାରୁଛ ନା ହିଁ ତୁମେ ମୋର ହୋଇ ରହିଲ। ମିଠା ମିଠା କଥା କହି ମୋର ସବୁକିଛି ଲୁ-ଟି ନେଲା ପରେ ତୁମେ ମୋ ସହ ଭଲ ପ୍ରତା-ରଣର ନାଟକ କଲ।

ଏ କଥା ଆମେ କହୁନୁ ପ୍ରେମରେ ପ୍ରତାରିତ ହୋଇଥିବ ପ୍ରେମିକ ଜଣଙ୍କ କହିଛନ୍ତି ଘ-ଟଣା ହେଉଛି କଟକ ଜିଲ୍ଲା ନେମରା ଥା-ନା ଅଞ୍ଚଳରେ। ମହିଳା ଜଣଙ୍କ ଅଭି-ଯୋଗ କରିଛନ୍ତି କି ତାଙ୍କ ପ୍ରେମିକ କୁଆଡେ ତାଙ୍କ ଘରେ ପସି ତାଙ୍କୁ ମା-ଡ଼ ମା-ରିବା ସହିତ ତାଙ୍କ ସହ ଚାଲିଯିବାକୁ କହୁଥିଲେ ଶେଷରେ ଯେତେବେଳେ ମୁ ତାଙ୍କ କଥା ରେ ରାଜି ନହେଲି ସେତେବେଳେ ମୋ ସେ ମୋ ବ୍ଳା-ଉଜ ଚି-ରା ଚି-ରି କରିବା ସହିତ ମୋ ଗାଲରେ ଚା-ପୁଡ଼ା ମା-ରିଛନ୍ତି

ସେପଟେ ମହିଳାଙ୍କ ଏପରି ଅଭି-ଯୋଗ କୁ ପ୍ରେମିକ ଖ-ଣ୍ଡନ କରିଥିବା ବେଳେ ମତେ ମି-ଛରେ ଏ ନାରୀ ଫ-ସେଇ ଦେଇଥିବା ପ୍ରେମିକ ଜଣଙ୍କ କହିଛନ୍ତି। ତେବେ କିଏ ଠିକ କିଏ ଭୁଲ ତାହା ତ ପୋ-ଲିସ କହିବ। ଘଟ-ଣାର ତ-ଦନ୍ତ ପରେ ପ୍ରେମିକ ସତ କହୁଛି ନା ଉକ୍ତ ମହିଳା ତାହା ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *