ଖସି ଯିବେ କି ଅର୍ଚ୍ଚନା ? ରି-ମାଣ୍ଡ ପୂର୍ବରୁ ବେ-ଲ !

ଭୁବନେଶ୍ୱର ଏସଡିଜିଏମ କୋର୍ଟରେ ଅର୍ଚ୍ଚନା ଜା-ମିନ ପାଇଁ କଲେ ଆବେଦନ। ଅର୍ଚ୍ଚନାଙ୍କ ବିରୋ-ଧରେ ନାହିଁ କି ଯଥେଷ୍ଟ ପ୍ରମାଣ। ଖସିଯିବେ କି ସୁନ୍ଦରୀ ରହ-ସ୍ୟମୟି ? ସେପଟେ ଯାହା ଶୁଣିବାକୁ ମିଳୁଛି କି ଯଥେଷ୍ଟ ପ୍ରମାଣ ନଥିବାରୁ ଖସି ଯାଇ ପାରନ୍ତି ଅର୍ଚ୍ଚନା। ମଙ୍ଗଳବାର କୋର୍ଟରେ ହୋଇ ପାରନ୍ତି ହାଜର। ପୋଲି-ସର ଗଳା ବାଟ ଦେଇ ଖସି ଯାଇ ପାରନ୍ତି ଅର୍ଚ୍ଚନା। କାରଣ ଅର୍ଚ୍ଚନାଙ୍କ ବିରୋ-ଧରେ ସାମ୍ନାକୁ ଆସୁ ନାହାଁନ୍ତି ପ୍ରଭାବଶାଳୀ ଆଉ ଏପଟେ ପୋ-ଲିସ କଳେ ବଳେ କୌଶଳେ ଖସାଇ ଦେବ ବୋଲି ଚର୍ଚ୍ଚା ହେଉଛି

ଅର୍ଚ୍ଚନାଙ୍କୁ ପୂର୍ବରୁ ଯେଉଁ ଭଳି ଅତି ତରବରିଆ ଭାବେ ଗି-ରଫ କରାଯାଇଥିଲା ତା ପରେ ଅନୁମାନ କରାଯାଉଥିଲା କି ଅର୍ଚ୍ଚନା ପୋ-ଲିସ ଜା-ଲରୁ ଖସି ଯାଇ ପାରନ୍ତି। ଏବେ ଲୋକେ କହୁଛନ୍ତି ଆଇ-ନର ଗଳା ବାଟରେ ଖସି ଯିବେ ରହ-ସ୍ୟମୟି ଲେଡି ବ୍ଲା-କମେ-ଲର। କମିଶନରେଟ ପୋ-ଲିସ ସୁନ୍ଦରୀ ଅର୍ଚ୍ଚନାଙ୍କୁ ହୁଏତ ଖସାଇ ଦେଇ ପାରନ୍ତି। ଏ କଥା ଆମେ ଆଦୌ କହୁନୁ ଆଜ୍ଞା, ଲୋକେ ଏନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି। ଅର୍ଚ୍ଚନା ଜା-ମିନ ପାଇଁ ଆବେଦନ କରିବା ପରେ ସାଧାରଣ ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମା-ରିଛି। ଅର୍ଚ୍ଚନା ଖସି ଯିବେ କି । ସୁନ୍ଦରୀ ଅର୍ଚ୍ଚନା ବେ-ଲ ପାଇଯିବେ କି ଏପରି ଚର୍ଚ୍ଚା ଓ ଆଲୋଚନା ମଧ୍ୟ ହେଉଛି।

ବର୍ତ୍ତମାନ ସୁଦ୍ଧା ଲେଡି ବ୍ଲା-କମେ-ଲର ଅର୍ଚ୍ଚନାଙ୍କ ନାମରେ କୌଣସି ଅଭି-ଯୋଗ ସିଧାସଳଖ ହୋଇନଥିବା କୁହାଯାଉଛି। ମହିଳା ଟଙ୍କା ନେଉଥିବା ହେଉ,କି ବ୍ଲା-କମେ-ଲ କରୁଥିବା ହେଉ ବା କ-ଳା ଟଙ୍କାର କାରବାର ହେଉ ଏନେଇ ଅଧିକ ଖୋଳତାଡ଼ କରିବାକୁ ପୋ-ଲିସ ପଛ ଘୁଞ୍ଚା ଦେଇଥିବା କୁହାଯାଉଛି। ଯଦିଓ ଅକ୍ଷୟ ପରିଜା ମହିଳାଙ୍କ ନାମରେ ଅଭି-ଯୋଗ ଆଣିବା ଘ-ଟଣା ନୂଆ ମୋଡ଼ ନେଇଛି କିନ୍ତୁ ତାହା ଯଥେଷ୍ଟ ନୁହେଁ ବୋଲି ମଧ୍ୟ କୁହାଯାଉଛି।

ଲୋକେ କହୁଛନ୍ତି କେବଳ ଅକ୍ଷୟ ପରିଜାଙ୍କ ଅଭି-ଯୋଗ ଆଧାରରେ ମହିଳାଙ୍କୁ ଗି-ରଫ କରାଗଲା ଆଉ ଏବେ ମହିଳାଙ୍କୁ ଖସାଇ ଦେବାକୁ ଯୋଜନା ଚାଲିଛି। ସେପଟେ ରହ-ସ୍ୟମୟି ମହିଳାଙ୍କ ଉପରେ ସେମିତି କୌଣସି କଡା ଦ-ଫା ମଧ୍ୟ ଲାଗିଲାଣି। ସେପଟେ ଆଉ ଏକ କଥା ଆଲୋଚନା ହେଉଛି ଯେଉଁ ମହିଳା ଅଭି-ଯୋଗ କରିଥିଲେ ସେହି ମହିଳା ସାମ୍ନାକୁ ଆସିବା ଉଚିତ। ତେବେ ପୋ-ଲିସ ତଦ-ନ୍ତରେ କାହିଁକି ସ୍ୱଚ୍ଛତା ରଖୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆଇ-ନଜୀ-ବୀ।

ଏନେଇ ବରିଷ୍ଠ ଆଇ-ନଜୀ-ବୀ ମାନେ କହୁଛନ୍ତି କି ପୋ-ଲିସ ଅତି ତରବରିଆ ଭାବେ ତ-ଦନ୍ତ ଆରମ୍ଭ କଲା ଏବଂ ଗିର-ଫ ମଧ୍ୟ ଅତି ତରବରିଆ ଭାବେ କଲା। ତେବେ କେ-ଶରେ କୌଣସି ଦମ ନଥିବା ବେଳେ କାହିଁକି ସେହି ମହିଳା ଜଣଙ୍କ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଆଇ-ନଜୀ-ବୀ।

ସେପଟେ ଦିନକୁ ଦିନ ଗଣମାଧ୍ୟମରେ ଅର୍ଚ୍ଚନାଙ୍କ ବିରୋ-ଧରେ ନୂଆ ନୂଆ ଘ-ଟଣା ସାମ୍ନାକୁ ଆସୁଥିଲେ ସୁଦ୍ଧା ଏବେ ସମସ୍ତଙ୍କ ମନରେ ଗୋଟିଏ କଥା କି ଖସିଯିବେ କି ସୁନ୍ଦରୀ ଅର୍ଚ୍ଚନା। ବିଳାସପୂର୍ଣ୍ଣ ଜୀବନ ଯାପନ କରିବାକୁ ପର ପୁରୁଷଙ୍କ ସାଥିରେ ରାତ୍ରି ବିତାଉ ଥିବା ଓ ଶାରୀ-ରିକ ସ-ମ୍ପର୍କ ରଖୁଥିବା ଅଭି-ଯୋଗ ଆସିଥିଲା ଅର୍ଚ୍ଚନାଙ୍କ ନାମରେ।

କେବଳ ଏତିକି ନୁହେଁ ଧନୀ ବ୍ୟକ୍ତି ମାନଙ୍କୁ ଫସାଇ ନିଜ ଘରକୁ ଡାକି ରଖୁଥିଲେ ଶାରୀ-ରିକ ସମ୍ପ-ର୍କ ଆଉ ସେହି ସମୟର ଅନ୍ତରଙ୍ଗ ମୁହୂର୍ତ୍ତକୁ କ୍ୟାମେରାରେ କ-ଏଦ କରି ନେଉଥିଲେ। ଏଥିରେ କେବଳ ଅର୍ଚ୍ଚନା ନୁହଁନ୍ତି ତାଙ୍କ ସ୍ୱାମୀ ମଧ୍ୟ ସାମିଲ ଅଛନ୍ତି। ଅର୍ଚ୍ଚନାଙ୍କ ସ୍ୱାମୀ ସ୍ତ୍ରୀଙ୍କୁ ସଂପୂର୍ଣ୍ଣ ସହଯୋଗ କରୁଥିବା ଜଣା ପଡ଼ିଛି କେତେବେଳେ ଖଟ ତଳେ କେତେବେଳେ ଝରକା ପଛରୁ କ୍ୟାମେରାରେ ସେହି ଅନ୍ତ-ରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇବାରେ ସାହାଯ୍ୟ କରୁଥିଲେ ସ୍ୱାମୀ।

ତେବେ ବର୍ତ୍ତମାନ ଘଟ-ଣାର ମୋଡ଼ କେଉଁ ଆଡେ ଯାଉଛି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ସତରେ କଣ ଅର୍ଚ୍ଚନା ଖସିଯିବେ। ଅର୍ଚ୍ଚନାଙ୍କ ଏତେ କେଳେ-ଙ୍କାରୀ ସତ୍ତ୍ୱେ ଅର୍ଚ୍ଚନା ଏବେ ଜା-ମିନ ଆବେଦନ କରିଛନ୍ତି ତେବେ କଣ ହେଉଛି ଆଗକୁ ଘ-ଟଣା। ଓ ଘଟ-ଣାର ମୋଡ଼ କେଉଁ ଆଡକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *