ଖୋଲୁଛି ଅର୍ଚ୍ଚନାଙ୍କ ଗୁମର:- ଷଷ୍ଠ ଶ୍ରେଣୀରୁ ନଷ୍ଟ , ଜାଣନ୍ତୁ ଅର୍ଚ୍ଚନାଙ୍କ ଛୋଟ ବେଳର କାହାଣୀ।

ବର୍ତ୍ତମାନ ସମୟରେ ଟଙ୍କା ରୋଜଗାର କରିବା କଷ୍ଟକର ହୋଇ ପଡିଛି। ଯାହାଫଳରେ ଅନେକ ଲୋକ ଭିନ୍ନ ଭିନ୍ନ ରାସ୍ତା ଆପଣାଇବାରେ ଲାଗିଛନ୍ତି। କିଛି ଲୋକ ସଠିକ ରାସ୍ତାରେ ଯାଇ ପରିଶ୍ରମ କରି ରୋଜଗାର କରନ୍ତି ତ ଆଉ କିଛି ଲୋକ ଅବାଟ ଅବା ବେଆ-ଇନ ରାସ୍ତା ଅପଣାଇ ରୋଜଗାର କରିଥାନ୍ତି। ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡି ନଥାଏ ଅଧିକ ରୋଜଗାର ମଧ୍ୟ ହୋଇଥାଏ। ତେବେ ଅର୍ଚ୍ଚନା ନାଗ ମଧ୍ୟ କିଛି ଏଭଳି ରାସ୍ତା ଆପଣେଇ ଦେଇଥିଲେ। ଯାହାକି ବର୍ତ୍ତମାନ ତାଙ୍କୁ ମହ-ଙ୍ଗା ପଡିଛି।

ଅର୍ଚ୍ଚନା ନାଗଙ୍କ କେସ ବର୍ତ୍ତମାନ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରି ଦେଇଛି। ସେ କିପରି ବହୁତ କମ୍ ଦିନ ଏତେ ସମ୍ପତ୍ତି ର ମାଲିକ ହୋଇଗଲେ ତାହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଅର୍ଚ୍ଚନାଙ୍କ କଳା କାର-ନାମା ବର୍ତ୍ତମାନ ସାମ୍ନାକୁ ଆସିଛି ହେରି। ପୋ-ଲିସ ଗି-ରଫ କରିବା ପରେ ଅର୍ଚ୍ଚନାଙ୍କ ଗୁମର ଗୋଟିକ ପରେ ଗୋଟେ ଫିଟିବାରେ ଲାଗିଛି। ସେ ନିଜ ସ୍ୱାମୀ ସହ ମିଶିକରି ସେ-କ୍ସ ରାକେଟ ଚଳାଉଥିଲେ। ତାହାର ପ-ର୍ଦାଫା-ସ ହୋଇଛି।

ଆଜି ଆମେ ଆପଣଙ୍କୁ ଅର୍ଚ୍ଚନାଙ୍କ ଛୋଟ ବେଳର କଥା କହିବାକୁ ଯାଉଛୁ। ସେ ଛୋଟ ଥିବା ଅବସ୍ଥାରୁ ହିଁ ଏହି ରାସ୍ତାକୁ ଆପଣେଇ ଥିଲେ। ପୋ-ଲିସ କହିବାନୁଯାୟୀ ଅର୍ଚ୍ଚନା ଷଷ୍ଠ ଶ୍ରେଣୀରେ ପଡୁଥିବା ସମୟରେ ସେ ଏକ ଯୁବକଙ୍କ ବିରୁ-ଦ୍ଧରେ ଦୁଷ୍କ-ର୍ମର ଅଭି-ଯୋଗ ଆଣିଥାନ୍ତି। ଆଉ ଏହି ଘଟ-ଣା ପରେ ସରକାରୀ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାମ କରୁଥିବା ଅର୍ଚ୍ଚନା ଙ୍କ ମା’ କେଶିଙ୍ଗା କୁ ବଦଳି କରୁଥିଲେ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ୨୦୦୬-୦୭ ମସିହାରେ ଅର୍ଚ୍ଚନା ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢୁଥିଲେ ତେବେ ସେ ନିଜ ସ୍କୁଲରେ ପଢ଼ୁଥିବା ଏକ ଯୁବକଙ୍କ ନାମରେ ସ-ଙ୍ଗୀନ ଅଭି-ଯୋଗ ଆଣିଥିଲେ। ତାହା ହେଉଛି ବଳା-ତ୍କାର ଅଭି-ଯୋଗ। ତେବେ ଅର୍ଚ୍ଚନା ଯୁବକଙ୍କ ଦ୍ୱାରା ଦୁଷ୍କ-ର୍ମର ଶି-କାର ହୋଇଥିଲେ ବୋଲି ପୋଲି-ସରେ ଅଭି-ଯୋଗ ଆଣିଥିଲେ। ଏହା ଜାଣିବା ପରେ ମାଆ ତାଙ୍କୁ କେଶିଙ୍ଗାକୁ ନେଇ ଯାଇଥିଲେ। ତେବେ ସେଠାରେ ସପ୍ତମ, ଅଷ୍ଟମ, ନବମ, ଦଶମ ପାଠ ପଢିଥିଲେ। କିନ୍ତୁ ଅର୍ଚ୍ଚନା ଙ୍କ ନି-ଶା ଏବଂ ମା’ ଙ୍କ ଆଶା ଉଭୟ ପୃଥକ ଥିଲା।

ସେ ଦଶମ ଅଧାରୁ ହିଁ ଗାଁ ଛାଡି ଭୁବନେଶ୍ୱର ସହରକୁ ଚାଲି ଆସିଲେ। ଆଉ ଭୁବନେଶ୍ଵରରେ ଦୀର୍ଘ ଦିନ ଧରି ଏକ ବିଉଟି ପାର୍ଲର କାମ କରିବା ଆରମ୍ଭ କରିଦେଲେ। ବିଉଟି ପାର୍ଲରକୁ ଆସୁଥିବା ବଡ଼ ଘରର ଯୁବତୀଙ୍କ ସଂସ୍ପ-ର୍ଶରେ ଆସି ନିଜ ଶରୀରକୁ ମେଣ୍ଟେନ କରିବାକୁ ଲାଗିଲେ। ଏହା ପରେ ନିଜ ଶରୀର ଦେଖାଇ ଯୁବକଙ୍କୁ ଶରୀର ଜା-ଲରେ ଫସେ-ଇବାକୁ ଲାଗିଲେ। ସେ ଶାରୀ-ରିକ ସମ୍ପ-ର୍କ ରଖି ଟଙ୍କା ରୋଜଗାର କରିବା ଭଲ ଉପାୟ ବୋଲି ଏହାକୁ ଆପଣେଇ ନେଲା।

ଏହାପରେ ତାଙ୍କର ମନ ସେ-କ୍ସ ରା-କେଟ ଆଡକୁ ବଢିବାକୁ ଲାଗିଲା। ନିଜ ପାଖରେ ଅନେକ ସୁନ୍ଦର ସୁନ୍ଦର ବାହାର ରାଜ୍ୟର ଯୁବତୀଙ୍କୁ ଚାକିରୀ ଲୋଭ ଦେଖାଇ ସେ-କ୍ସ କାର-ବାର କରିବାକୁ ଲାଗିଲେ। ସେ ବଡ଼ ବଡ଼ ଘରର ଯୁବକଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିବା ସହ ତାଙ୍କ ସହ କିଛି କ୍ଲୋଜ ଫୋଟ ଅବା ଭିଡ଼ିଓ ରଖି ବ୍ଲା-କ ମେଲ କରିବା ଆରମ୍ଭ କରିଦେଲେ। ବ୍ଲା-କମେ-ଲ ଜରିଆରେ ତାଙ୍କ ଠାରୁ ଆହୁରି ଟଙ୍କା ଆଣିବାକୁ ଚେଷ୍ଟା କଲେ। ତେବେ ସେ ଯେଉଁ ପଥ ବାଛିଲେ ତାହା ତାଙ୍କୁ ବର୍ତ୍ତମାନ ଜେ-ଲରେ ପହଞ୍ଚାଇ ଦେଇଛି। କେବଳ ୬ ରୁ ୭ ବର୍ଷ ଭିତରେ କୋଟି କୋଟି ସମ୍ପତ୍ତି ର ମାଲିକାଣୀ ହେଲେ

Leave a Reply

Your email address will not be published. Required fields are marked *