ପ୍ରେମରେ ତ୍ୟା-ଗ , ସ୍ଵାମୀଙ୍କ ଖୁସି ପାଇଁ ସ୍ବାମୀଙ୍କୁ ଆଉ ଜଣଙ୍କୁ କଲେ ଅର୍ପଣ

ପ୍ରେମ ମାନେ ତ୍ୟା-ଗ ଆଉ ଏହି ତ୍ୟା-ଗ ଏ ଦୁନିଆଁରେ ବହୁତ କମ୍ ଲୋକ ଥିବେ , ଯେଉଁ ମାନେ କରିଥିବେ । ଦୁନିଆଁରେ ସମସ୍ତେ ସ୍ବାର୍ଥପର । କେହି କାହା କଥା ଭାବନ୍ତି ନାହିଁ । ଅନ୍ୟ କଥା ଭାବିବା ପାଇଁ କାହା ପାଖରେ ସମୟ ମଧ୍ୟ ନଥାଏ। ତେବେ ଏ ସବୁ ମଧ୍ୟରେ ଜଣେ ସ୍ତ୍ରୀ ଏପରି କିଛି କା-ଣ୍ଡ କରିଛନ୍ତି , ଯାହା ଆପଣଙ୍କୁ ଚମକାଇ ଦେଇପାରେ ।

ତେବେ ଏପରି ଏକ ଆଶ୍ଚର୍ୟ୍ଯ କରିଦେବା ଭଳି ଘ-ଟଣା ଘଟିଛି , ଆନ୍ଧ୍ରପ୍ରଦେଶର ତିରୁପତିରେ । ନିଜ ସ୍ଵାମୀଙ୍କ ଖୁସି ପାଇଁ ସ୍ତ୍ରୀ ଆଉ ଜଣେ ଯୁବତୀଙ୍କୁ ନିଜ ସ୍ବାମୀଙ୍କୁ ଅର୍ପଣ କରି ଦେଇଛନ୍ତି । ଯାହା ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି । ତେବେ ସୂଚନା ଅନୁଯାୟୀ , କଲ୍ୟାଣ ଏବଂ ବିମଳା ନାମକ ଦୁଇ ପ୍ରେମୀ ଯୁଗଳ ଭଲ ପାଇ ବାହା ହୋଇଥିଲେ ।

ଏହାପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ଦୁହେଁ ନିଜ ସ୍ୱପ୍ନର ଦୁନିଆଁ ଗଢିବେ ବୋଲି ଭାବି ନେଇଥିଲେ ଆଉ ପ୍ରେମର ଦୁନିଆଁରେ ଭାସି ବୁଲୁଥିଲେ । କିନ୍ତୁ ଏହା ମଧ୍ୟରେ ସବୁକିଛି ଓଲଟା ପାଲଟା ହୋଇ ଯାଇଥିଲା । ହଠାତ କଲ୍ୟାଣଙ୍କ ଜୀବନକୁ ଫେରି ଆସିଥିଲେ ତାଙ୍କର ପୁରୁଣା ପ୍ରେମିକା ନିତ୍ୟାଶ୍ରୀ । ଆଉ ଆରମ୍ଭ ହୋଇ ଯାଇଥିଲା ତ୍ରିକୋଣୀୟ ପ୍ରେମ କାହାଣୀ ।

ନିତ୍ୟାଶ୍ରୀଙ୍କ ପାଇଁ କଲ୍ୟାଣ ଏବଂ ବିମଳା ମଧ୍ୟରେ ଅନେକ ସମୟରେ ଝ-ଗଡା ଲାଗି ରହୁଥିଲା । ଆଉ ପାରିବାରିକ ଜୀବନରେ ଝ-ଡ ଆରମ୍ଭ ହୋଇ ଯାଇଥିଲା । ତେବେ ଶେଷରେ ବିମଳା ନିଜ ସ୍ଵାମୀଙ୍କ ପାଇଁ ଉତ୍ସର୍ଗ କରିଥିଲେ ନିଜର ଶଙ୍ଖା ସିନ୍ଦୂର । ରୀତିନୀତି ଅନୁଯାୟୀ ନିତ୍ୟାଶ୍ରୀଙ୍କ ସହିତ କଲ୍ୟାଣଙ୍କର ବିବାହ କରାଇ ଦେଇଥିଲେ ବିମଳା । ଆଉ ଏହାପରେ ଦମ୍ପତି ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *