ଗଡିଆ କୂଳରୁ ଭେଣ୍ଡିଆ ପୁଅର ଜୀବନ ନେଇଗଲା ଚିଙ୍ଗୁଡ଼ି ।

କାନ୍ଦ ବୋବାଲିରେ ଫାଟି ପଡ଼ିଛି ପୁରା ପରିବେଶ । ବାପା ଛାତି ଫଟାଇ କା-ନ୍ଦୁଛି । ଆଉ କା-ନ୍ଦି କା-ନ୍ଦି କହୁଛି ଚିଙ୍ଗୁଡ଼ି ନେଇଗଲା ମୋ ଭେଣ୍ଡିଆ ପୁଅର ଜୀବନ । ସେ ଥିଲା ଆମ ପରିବାରର ଏକ ମାତ୍ର ରୋଜଗାରିଆ ଯୁବକ । ହେଲେ ତା ଜୀବନ ନେଇଗଲା ଚିଙ୍ଗୁଡ଼ି । ଦେଖୁ ଦେଖୁ ଆଖି ଆଗରେ ଚାଲିଗଲା ପୁଅର ଜୀବନ । ଏବେ କିଏ ରୋଜଗାର କରିବ ଆଉ ବୁଢ଼ା ବାପା କୁ କିଏ କାନ୍ଧ ଦେବ । ବାପା ତା ପୁଅକୁ ଭାରି ଭଲ ପାଏ । ହେଲେ ଚିଙ୍ଗୁଡ଼ି ନେଇଗଲା ପୁଅର ଜୀବନ ।

ପୁଅ ରୋଜଗାର କରି ପରିବାରର ପେଟ ପୋଶୁ ଥିଲା । ସ୍ତ୍ରୀ ପରିବାର କଥା ବୁଝୁ ଥିଲା । ରୋଜଗାର କରି ଘରକୁ ଟଙ୍କା ପଠାଇଲେ ପରିବାର ଲୋକେ ମଧ୍ୟ ଖୁସିରେ ଚଳୁଥିଲେ । ହେଲେ ସବୁ କିଛି ଏପଟ ସେପଟ ହୋଇଗଲା । ଭେଣ୍ଡିଆ ପୁଅ ଟାକୁ ଭଗବାନ ଛଡେଇ ନେଇ ଚାଲିଗଲେ । ପୁଅର ମୃ-ତ୍ୟୁକୁ ସହଜରେ ଗ୍ରହଣ କରି ପାରୁନି ବାପା । ବାପା କା-ନ୍ଦି କା-ନ୍ଦି ତଳେ ଗଡି ଯାଉଛି । ମୋ ଧନ କୁଆଡେ ଗଲା ବୋଲି କହି ଭୋ ଭୋ ହେଇ କା-ନ୍ଦୁଛି । କେବଳ ଏତିକି ନୁହେ ମୋ ପୁଅକୁ କେହି ଫେରାଇ ଆଣ ବୋଲି କହି ବୁଢ଼ା ବାପା ଟା କହୁଛି ।

ହେଲେ ପୁଅ କିନ୍ତୁ ଆଉ ଏ ଦୁନିଆରେ ନାହିଁ । ପୁଅ ସବୁ ଦିନ ପାଇଁ ଆଖି ବୁଝି ଅଫେରା ରାଇଯକୁ ଚାଲି ଯାଇଛି । ବାପା କେବଳ କାନ୍ଦୁନି ପୁଅର ମୃ-ତ୍ୟୁରେ ପରିବାରରେ ସମସ୍ତେ କା-ନ୍ଦୁଛନ୍ତି । ବାପା କା-ନ୍ଦୁଛି ପରିବାର ଲୋକେ କା-ନ୍ଦୁଛନ୍ତି ଆଉ ସମସ୍ତେ କହୁଛନ୍ତି ବିକାଶ ତୁମେ ଆମକୁ ଛାଡ଼ି ଜାଅନି ଫେରି ଆସ । ଆମେ ତୁମ ବିନା ବଞ୍ଚି ପାରିବୁନି । ତୁମ ବିନା ଆମ ପରିବାର ଚାଲିବା ଅସମ୍ଭବ ହୋଇଯିବ । ତୁମେ ଦୟାକରି ଘରକୁ ଫେରି ଆସ । ଏପରି କହି ପରିବାର ଲୋକେ କାନ୍ଦୁଛନ୍ତି ।

ସୂଚନା ଅନୁଯାୟୀ ବର୍ଷା ଦିନ ଚାଲୁଥିବାରୁ ପୁଅ ଚିଙ୍ଗୁଡ଼ି ଆଣିବା ପାଇଁ ଗଡ଼ିଆ ପାଖକୁ ଯାଇଥିଲା ହେଲେ । ସେହିଠାରେ ଯମ ଲୁ-ଚି ବସିଥିଲା । ଚିଙ୍ଗୁଡ଼ି ପୋଖରୀକୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାର ନେଇ ଯାଇଥିଲା ବିକାଶଙ୍କ ଜୀବନ । ଚାହୁଁ ଚାହୁଁ ଆଖି ଆଗରେ ବିକାଶ ଚାଲି ଯାଇଥିଲେ ଆର ପାରିକୁ । କାରଣ ବିକାଶଙ୍କର ବିଦ୍ୟୁତ୍ ଆଘା-ତରେ ହୋଇ ଯାଇଥିଲା ମୃ-ତ୍ୟୁ ।

Leave a Reply

Your email address will not be published. Required fields are marked *