ପ୍ରେମ ନେଲା ଜୀବନ । ଅକାରଣରେ ଚାଲିଗଲା ନିରୀହ ଜୀବନ । ଯେଉଁ ଝିଅକୁ ବାପା ମାଆ ଛୋଟରୁ ବଡ କରିଥିଲେ , ଆଜି ସେହି ଝିଅ ପ୍ରେମ ପାଇଁ ଆରପାରିକୁ ଚାଲି ଗଲା । ଝିଅକୁ ଝୁରି ଝୁରି ପୁରା ମୁଣ୍ଡ ବାଡେଇ ଦେଉଛନ୍ତି ବାପା ମାଆ । ତେବେ ଏପରି ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଚି । ବିଦ୍ୟାଳୟ ପରିସରରୁ ଝିଅର ମୃ-ତଦେହ ଝୁଲନ୍ତା ଅବସ୍ଥାରେ ଉ-ଦ୍ଧାର ହେବା ପରେ ବାପା ମାଆ ପୁରାପୁରି ସ୍ତବ୍ଧ ହୋଇ ଯାଇଛନ୍ତି । ଆଉ ମାଆ ବାରମ୍ବାର ବେହୋସ୍ ହେବାରେ ଲାଗିଛନ୍ତି ।
ତେବେ ସୂଚନା ଅନୁଯାୟୀ , ଏପରି ଏକ ଘ-ଟଣା ଘ-ଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥା-ନା ଅନ୍ତର୍ଗତ ବଡବାଲିକୁଦା ନୋଡାଲ ଉପ୍ରା ବିଦ୍ୟାଳୟରେ । ଏହି ବିଦ୍ୟାଳୟ ପରିସରରୁ ଜଣେ ଝିଅଙ୍କ ମୃ-ତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ , ପଙ୍କଜ ରାଉତଙ୍କ ଝିଅ ଉକ୍ତ ଗ୍ରାମର ସାଗର ବିଶ୍ଵାଳଙ୍କୁ ଭଲ ପାଉଥିଲେ । ଏହି କଥା ସେହି ଗାଁର ଲୋକ ମାନେ ଆଲୋଚନା କରିବାର ପଙ୍କଜ ଶୁଣିଥିଲେ । ଆଉ ଧିରେ ଧିରେ ବାପା ଝିଅକୁ ଏପରି କାମ କରିବାକୁ ମନା କରିଥିଲେ । ଆଉ ତାଙ୍କ ଝିଅ ମଧ୍ୟ ଏଥିରୁ ଓହରି ଯିବା କଥା କହିଥିଲେ ।
ଅନ୍ୟ ପକ୍ଷରେ ପଞ୍ଜଜଙ୍କ କହିବା କଥା ଏହା ଯେ , ଝିଅ ଗତକାଲି ନି-ଖୋଜ ଥିବା କାରଣରୁ ବାପା ମାଆ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ । କିନ୍ତୁ ନ ପାଇ ନି-ରାଶ ହୋଇ ଯାଇ ପୋଲିସ ନିକଟରେ ଖବର ଦେଇଥିଲେ । ତେବେ ଆଜି ସକାଳେ ପୋ-ଲିସ ତାଙ୍କୁ ତାଙ୍କ ଝିଅର ମୃ-ତଦେହ ବିଦ୍ୟାଳୟ ପରିସରରୁ ଉ-ଦ୍ଧାର କରିଥିବା କଥା ଜଣାଇ ଥିଲା । ଆଉ ସେଠାରେ ଯାଇ ଝିଅର ବାପା ମାଆ ପହଞ୍ଚି ଥିଲେ । ତେବେ ପୋ-ଲିସକୁ ଏପରି ଖବର କିଏ ଦେଇଥିଲା ପଚାରିବାରୁ ପୋ-ଲିସ ସାଗର ବିଶ୍ଵାଳ ନାମ କହିଥିଲା । ଆଉ ଏହାପରେ ବାପା ମାଆ ସ୍ତବ୍ଧ ହୋଇ ଯାଇଥିଲେ ।
ତେବେ ଏହାପରେ ପୋ-ଲିସ ମୃ-ତଦେ-ହକୁ ଉ-ଦ୍ଧାର କରି ଶ-ବ ବ୍ୟବ-ଚ୍ଛେଦ ପାଇଁ ପଠାଇ ଦେଇଥିବା କଥା ଝିଅର ବାପା କହିଛନ୍ତି । ଝିଅର ଏହି ଅବସ୍ଥା ପାଇଁ ବର୍ତ୍ତମାନ ଝିଅର ବାପା ସାଗର ବିଶ୍ଵାଳଙ୍କୁ ଦାୟୀ କରିଛନ୍ତି । ଝିଅର ମୃ-ତ୍ୟୁ ସମୟରେ ସାଗର ସେଠାରେ ଉପସ୍ଥିତ ରହିଥିଲେ ବୋଲି ଝିଅର ବାପା କହିଛନ୍ତି । ଝିଅର ମୃ-ତ୍ୟୁକୁ ଏକ ଯୋଜନାବଦ୍ଧ ହ-ତ୍ୟାକା-ଣ୍ଡ ଭାବରେ ପଙ୍କଜ କହିଛନ୍ତି । ଆଉ ଏଥିପାଇଁ ସଠିକ୍ ତ-ଦନ୍ତ କରାଯାଉ । ଯାହାଦ୍ଵାରା ପ୍ରକୃତ ଦୋ-ଷୀ ଦ-ଣ୍ଡ ପାଇବା ସହ ଝିଅକୁ ନ୍ୟା-ୟ ମିଳିବା କଥା ସେ କହିଛନ୍ତି ।