ବାହାଘରର ୧୮ ଘଣ୍ଟା ପରେ ମ-ରିଗଲା ପ୍ରେମିକ । ପ୍ରେମିକାକୁ ହୋଇଥିଲା କ୍ୟାନ୍ସର । ତଥାପି ଯୁବକ କଲେ ବିବାହ ।

ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯେଉଁ ସାଥି ହାତ ଛାଡ଼ି ନଥାଏ ସେହିଁ ପ୍ରକୃତ ଜୀବନସାଥୀ ଅଟେ । ଆଉ ଏସବୁ ସମସ୍ତେ ଦେଖିସାରିବା ପରେ ପ୍ରେମିକକୁ ସତ ପ୍ରଣାମ କରୁଛନ୍ତି । ଏମିତି ପ୍ରେମିକ ଭାଗ୍ୟରେ ଥିଲେ ମିଳେ ବୋଲି ସମସ୍ତେ କହୁଛନ୍ତି । କାରଣ ପ୍ରେମିକ ଜଣକ ଶେଷ ସମୟ ପର୍ଯ୍ୟନ୍ତ ନିଜ ବାନ୍ଧବୀଙ୍କ ସାଥି ଛାଡ଼ି ନାହାଁନ୍ତି । ଆଜିକାଲିକା ସମୟରେ ପ୍ରେମକୁ ନେଇ ଏକାଧିକ ଲୋକ ଘୃଣା କରୁଛନ୍ତି । କିନ୍ତୁ ଏପଟେ ପ୍ରେମକୁ ନେଇ ଗୋଟେ ସମାଜକୁ ଭଲ ଉଦାହରଣ ଆସିଛି । ଦୁଇଜଣ କପଲ ପ୍ରେମ ବିବାହ କରିଛନ୍ତି । କିନ୍ତୁ ବିବାହର ୧୮ ଘଣ୍ଟା ପରେ ଯାହା ଘଟିଲା ତାହା ଶୁଣିଲେ ଆପଣ ବି କାନ୍ଦି ପକାଇବେ ।

କାରଣ ଜଣେ ବ୍ୟକ୍ତି ନିଜ ପ୍ରେମିକାର ଶେଷ ମୁହୂର୍ତ୍ତରେ ମଧ୍ୟ ତାଙ୍କ ହାତ ଛାଡିନଥିଲେ । ପ୍ରେମିକାକୁ କ୍ୟାନ୍ସର ହୋଇଥିବାରୁ ସେ ହସ୍ପିଟାଲରେ ରେ ଚିକିତ୍ସିତ ହେଉଥିଲେ । ସେପଟେ ପ୍ରେମିକାର ଏଭଳି ଆବସ୍ଥା ଦେଖି ପ୍ରେମିକ ଜଣକ ଏସବୁ ଦୁଃ-ଖ କଷ୍ଟକୁ ମନରେ ଦୃଢ଼ କରି ରଖିଥିଲେ ଏବଂ ନିଜ ପ୍ରେମିକାକୁ ଛାଡ଼ି ଯାଇନଥିଲେ । ନିଜ ପ୍ରେମିକାକୁ ସେ ବିବାହ ମଧ୍ୟ କଲେ ।

ଡାକ୍ତର ଯେତେବେଳେବେଳେ କହିଥିଲେ ଏହି ୨୪ ଘଣ୍ଟା ଗୁରୁତ୍ୱ ପୂର୍ଣ୍ଣ ଠିକ ସେତିକିବେଳେ ନିଜ ପ୍ରେମିକାକୁ ସଜେଇ ଥିଲେ ଆଉ ଡାକ୍ତରଖାନରେ ହିଁ ବିବାହ କରିଥିଲେ । ପ୍ରେମିକାଙ୍କୁ ଅକ୍ସଞ୍ଜେନ ଲାଗିଥିଲା ଏବଂ ଏପଟେ ପ୍ରେମିକ ଏବଂ ପ୍ରେମିକା ବିବାହ କରିଥିଲେ । ପାଖରେ ଥିବା ଲୋକ ଦେଖି କହୁଥିଲେ ପ୍ରେମ ଆଉ କେମିତି ବା ହୋଇପାରେ ?

ଏହା କହି ସମସ୍ତେ କାନ୍ଦି ପକାଉଥିଲେ । କିନ୍ତୁ ବିବାହର ମାତ୍ର ୧୮ ଘଣ୍ଟା ପରେ ପ୍ରେମିକାର ମୃ-ତ୍ୟୁ ହୋଇ ଯାଇଥିଲା । ସବୁ ଲୋକେ ଏହା କହୁଥିବାର ଶୁଣିବାକୁ ମିଳିଛି ଯେ ପ୍ରେମ ଆଉ କେମିତି ହୋଇପାରେ ? ଏହି ପ୍ରେମ ଶାଶ୍ୱତ , ପ୍ରେମ ଅମର , ପ୍ରେମ ନିସ୍ୱାର୍ଥପର , ପ୍ରେମ ମଙ୍ଗଳମୟ , ପ୍ରେମ ଜୀବନ ଏବଂ ପ୍ରେମ ସର୍ବସ୍ୱ । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଆମେରିକାରେ ଦେଖିବାକୁ ମିଳିଛି । ୨୦୧୭ ତାରିଖ ଡ଼ିସମ୍ବେର ୨୨ ରେ ୨ ଜଣ ପ୍ରେମୀ ଯୁଗଳଙ୍କର ଏଭଳି ଏକ ଦୁଃ-ଖଦ ଘ-ଟଣା ଘଟିଥିଲା । ଏ ଦୁହିଁଙ୍କ ଫୋଟୋ ଓ କାହାଣୀ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି ।

Leave a Reply

Your email address will not be published. Required fields are marked *