ଚଳନ୍ତା କାର ଭିତରେ ନିଜ ପ୍ରେମିକାକୁ ଦୁ-ଷ୍କର୍ମ କଲା ପ୍ରେମିକ । ଆଉ ବର୍ତ୍ତମାନ ପ୍ରେମିକକୁ ବାନ୍ଧିଲା ପୋ-ଲିସ ।

ପ୍ରେମ ହେଉଛି ସତ୍ୟ ଏବଂ ଚିରନ୍ତର । ଯେଉଁଠି ବାଧ୍ୟ ନଥାଏ କିମ୍ବା କୌଣସି ଆଶା ନଥାଏ । କିନ୍ତୁ ଆଜିକାଲିର ଯୁବ ପିଢ଼ି ପ୍ରେମକୁ କଳୁ-ଷିତ କରି ରଖିଛନ୍ତି । ଆଜିକାଲି ପ୍ରେମର ଅର୍ଥ କେବଳ ଶାରୀ-ରିକ ସ-ମ୍ପର୍କ । ଆଉ ଏଥିପାଇଁ ଲୋକେ ମି-ଛ ପ୍ରେମ ନାଟକ କରୁଛନ୍ତି । ଏହାପରେ ମାମ-ଲା କୋର୍ଟ କଚେରୀକୁ ଯାଉଛି ଏବଂ ସମ୍ପ-ର୍କ ଭାଙ୍ଗି ଯାଉଛି । ଏମିତି ଘଟିଛି ଜଣେ ଯୁବତୀଙ୍କ ସହିତ । ଯେଉଁ କାରଣରୁ ଯୁବତୀ ଜଣକ ଥା-ନାରେ ଅଭି-ଯୋଗ ଆଣିଛନ୍ତି । ଯୁବତୀଙ୍କ ଅଭି-ଯୋଗ ଆଧାରରେ ସେ କହିଛନ୍ତି ଯେ ତାଙ୍କୁ ତାଙ୍କର ନିଜ ବୟଫ୍ରେଣ୍ଡ ଚଳନ୍ତା କାର ଭିତରେ ବାରମ୍ବାର ଦୁ-ଷ୍କର୍ମ କରିଛି । ଶାରୀ-ରିକ ସ-ମ୍ପର୍କ କୌଣସି ବାଧ୍ୟ ବାଧକତାରେ ରଖାଯାଉଥିବା ସ-ମ୍ପର୍କ ନୁହେଁ ।

କାହାକୁ ଏଭଳି କରିବା ଦୁ-ଷ୍କର୍ମ ହୋଇଥାଏ । ଆଉ ଏହି ଯୁବକ ଜଣକ ଏହିଭଳି କରିଛନ୍ତ । ଯାହାକୁ ନେଇ ପ୍ରେମିକା ଜଣକ ଥା-ନାରେ ନିଜ ବୟଫ୍ରେଣ୍ଡ ନାମରେ ଅଭି-ଯୋଗ କରିଛନ୍ତି । ଯାହାକୁ ନେଇ ପୋ-ଲିସ ଅଭି-ଯୁକ୍ତ ପ୍ରେମିକକୁ ଗି-ରଫ କରିଛି । ସୂଚନା ଅନୁଯାୟୀ ଅଭି-ଯୁକ୍ତ ପ୍ରେମିକ ଜଣକ ହେଉଛନ୍ତି ବାଲିଗୁଡ଼ା ବଜାର ସାହିର ଆଶିଷ ମହାପାତ୍ର ।

ଆଶିଷ ମହାପାତ୍ର ଏକ ଦୋକାନ କରିଥିବା ସୂଚନା ମିଳିଛି । ଆଉ ସେପଟେ ପ୍ରେମିକା ଜଣକ ମଧ୍ୟ ଜଣେ ଶିକ୍ଷୟିତ୍ରୀ ହୋଇଥିବା ସୂଚନା ମିଳିଛି । ଉଭୟଙ୍କ ମଧ୍ୟରେ ଏକ ବର୍ଷ ହେବ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା । ଆଉ ଦୁହେଁ ଦୁହିଁଙ୍କୁ ବିବାହ କରିବେ ବୋଲି ଶପଥ ନେଇଥିଲେ । ପ୍ରେମିକା ଶିକ୍ଷୟିତ୍ରୀଙ୍କୁ ପ୍ରେମିକ ନିଜ ଘରକୁ ନେଇଥିଲା ।

କିନ୍ତୁ ଆଶିଷର ଘର ଲୋକେ ପ୍ରେମିକା ସହିତ ତାଙ୍କର ବିବାହ କରାଇବାକୁ ମନା କରିଦେଲେ । ଆଉ ତାପରେ ପ୍ରେମିକ ନିଜ ଶିକ୍ଷୟିତ୍ରୀ ପ୍ରେମିକାଙ୍କୁ ଠିକଣା ସ୍ଥାନରେ ଛାଡ଼ିବାକୁ ଆଣିବା ସମୟରେ ତାଙ୍କୁ ଜୋର ଜବ-ରଦସ୍ତ ଦୁ-ଷ୍କର୍ମ କରିଥିଲେ । ଶିକ୍ଷୟିତ୍ରୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବାରମ୍ବାର ଦୁ-ଷ୍କର୍ମ କରିଥିଲେ । ଆଉ ବାଲିଗୁଡ଼ା ଆସିବା ପରେ ଆଶିଷଙ୍କୁ ପୋ-ଲିସ ସିଧାସଳଖ ଗି-ରଫ କରିଥିଲା । ଆଉ ବର୍ତ୍ତମାନ ପୀ-ଡ଼ିତା ଯୁବତୀଙ୍କ ଅଭି-ଯୋଗ ଆଧାରରେ ଅଭି-ଯୁକ୍ତ ଆଶିଷ ପୋ-ଲିସ ଗିର-ଫରେ ଅଛି ।

Leave a Reply

Your email address will not be published. Required fields are marked *