ପ୍ରେମିକ କହୁଛି ମୋ ପ୍ରେମିକା ମତେ ଗୋଟିଏ ମାତ୍ର ଖରାପ ଫଟୋ ଦେଇଛି।

ମୋ ପ୍ରେମିକା ମତେ ସବୁ ଫଟୋ ଦିଏ,ସବୁ ଫଟୋ ମୁଁ ରଖିଛି ହେଲେ ଗୋଟେ ଖରାପ ଫଟୋ ସେ ମତେ ପଠେଇଥିଲା। ଗତକାଲି ରାଜଧାନୀର ରାଜ ରାସ୍ତା ଉପରେ ହାଇ ଭୋଲଟେଜ ଡ୍ରାମା ଘ-ଟିଥିଲା।

ପ୍ରେମିକଙ୍କ କହିବା ଅନୁଯାୟୀ ତାଙ୍କ ପ୍ରେମିକାଙ୍କ ମା ହିଁ ତାଙ୍କ ପ୍ରେମ କାହାଣୀରେ ମେନ ଭିଲି-ଆନ ସାଜିଥିଲେ। ପ୍ରେମିକ ଜଣଙ୍କ କିଛି ଏମିତି କହିଛନ୍ତି କି ମୋ ପ୍ରେମିକା ମତେ ଭାରି ଭଲ ପାଏ। ମନ ପ୍ରାଣ ହୃଦୟ ଦେଇ ସେ ମତେ ଖୁବ ଭଲପାଏ। ମୁଁ ଯଦି ଦୁଇ ଦିନ କଥା ନହୁଏ ମୋ ପ୍ରେମିକା ରହିପାରେ ନାହିଁ। ଦେଖୁନାହାଁନ୍ତି ମୋ ପ୍ରେମିକାର ହାତ ଦେଖନ୍ତୁ ଦୁଇ ଦିନ ପୂର୍ବରୁ ମୋ ପ୍ରେମିକା ମୋ ସହ କଥା ନହୋଇ କିପରି ହାତ କା-ଟିଛି। ତା ମା ହିଁ ହେଉଛି ଅସଲ। ଆମ ପ୍ରେମର ଗାଡି ଶହେ ଶହେରେ ଗଡୁଥିଲା ହେଲେ ତାଙ୍କ ମାଙ୍କ ପାଇଁ ସବୁକିଛି ନାଟକ ହେଲା।

ମୋ ସହ କଥା ନହେବାକୁ ତାଙ୍କ ବାପା ମା ବା-ରଣ କଲେ। ହେଲେ ମୋ ପ୍ରେମିକା ମତେ ହୃଦୟ ଦେଇ ଭଲ ପାଉଥିବାରୁ ବାପା ମାଙ୍କୁ ଲୁ-ଚେଇ ପାନ ଦୋକାନୀ ମୋବାଇଲ ବସ ଡ୍ରାଇଭର ମୋବାଇଲରୁ ମତେ କଲ କରେ। ଆମେ ଦୁହେଁ ଦୁହିଁଙ୍କୁ ବେଶ ଭଲ ପାଉ।

ତାଙ୍କ ମାଙ୍କ କଥା ବାର୍ତା ହିଁ ଠିକ ନାହିଁ କେତେବେଳେ କହୁଛନ୍ତି ମୋ ଝିଅକୁ ବୟସ ହେଇନି ବିବାହ ପାଇଁ ତ ଆଉ କେତେବେଳେ କହୁଛନ୍ତି ମୋ ଝିଅକୁ ବୟସ ହେଇନି ପ୍ରେମ କରିବା ପାଇଁ। କେତେବେଳେ କହୁଛନ୍ତି ମୋ ଝିଅକୁ ୧୬ ବୟସ ତ ଆଉ କେତେବେଳେ କହୁଛନ୍ତି ମୋ ଝିଅକୁ ୧୮ ବର୍ଷ ।

ମୋ ପ୍ରେମିକାର ମା ହିଁ ମତେ ଫ-ସେଇ ଦେଲେ ଆଉ ମୁଁ ଭଲ ପାଇ ସାଙ୍ଘା-ତିକ ନାମ ନେଇଗଲି।ଏବେ ମୁଁ ଆଉ କିଛି କହିବିନି,ମୁଁ ଆଉ କହିବାକୁ ବି କିଛି ନାହିଁ। ଭଲ ପାଇଲି ନାମ ନେଲି ଏବେ ତ ମୁଁ ଜେ-ଲ ଯିବି । ଏମିତି କିଛି ଗଣ ମାଧ୍ୟମ ଆଗରେ ପ୍ରତି-କ୍ରିୟା ଦେଇଛନ୍ତି ପ୍ରେମିକ ଯୁବକ ଜଣଙ୍କ।

ତେବେ ସୂଚନା ଅନୁଯାୟୀ ଯୁବତୀଙ୍କୁ ଅପହ-ରଣ ଓ ତାଙ୍କ ଫଟୋ ଭାଇରାଲ କରିବା ଘଟ-ଣାକୁ ନେଇ ତାଙ୍କ ମା ସାଇବର ଥା-ନାର ଦ୍ୱାରସ୍ଥ ହୋଇଥିଲେ ତେବେ ଏହି ଘଟ-ଣାକୁ ନେଇ ପୋ-ଲିସ ତଦ-ନ୍ତ କରି ପ୍ରେମିକ ଜଣଙ୍କୁ ଅଟକ ରଖିଥିବା ବେଳେ ପ୍ରେମିକ ଖସି ଯିବାକୁ ଚେଷ୍ଟା କରି ଦୌଡ଼ିବାକୁ ଲାଗିଥିଲେ ହେଲେ ପୋ-ଲିସ କବଳରୁ ଖସି ଯିବାରେ ଯୁବକ ଜଣଙ୍କ ସଫଳ ହୋଇନଥିଲେ।

ପୋ-ଲିସ ଯୁବକଙ୍କୁ ଅଟକ ରଖି ତ-ଦନ୍ତ ଜା-ରି କରିଥିବା ବେଳେ ଯୁବତୀଙ୍କ ମା କହିଛନ୍ତି କି ମୁଁ ପ୍ରଥମରୁ ପ୍ରେମକୁ ବି-ରୋଧ କରିଛି।ମୁଁ ଯେବେ ଜାଣିଛି ସବୁବେଳେ ବାରଣ କରିଛି ମୋ ଝିଅକୁ ବୟସ ହେଇନି ପ୍ରେମ କରିବାକୁ କି ବିବାହ କରିବାକୁ।

Leave a Reply

Your email address will not be published. Required fields are marked *