ବ୍ରିଜର ମେନ ହୋଲରୁ ବାହାରିଲା ଅର୍ଦ୍ଧ ଦ-ଗ୍ଧ ମହିଳାଙ୍କ ମୃ-ତ ଦେହ । ଏଭଳି ଦୃ-ଶ୍ୟ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ ।

ଆଜିକାଲି ହ-ତ୍ୟା ଭଳି ଘ-ଟଣା ସାଧାରଣ ହୋଇଗଲାଣି । ଆଉ ଅନେକ ସମୟରେ ଏଭଳି ଘ-ଟଣା ଘଟିଥାଏ ଯେ ମୃ-ତ୍ୟୁ ହୋଇଥିବା ଶ-ବକୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇଯାଏ । ଆଉ ବର୍ତ୍ତମାନ ସମୟରେ ମଧ୍ୟ ଏହିଭଳି ଏକ ଘ-ଟଣା ଦେଖିବାକୁ ମିଳିଛି । ବ୍ରିଜ ମଝିର ମେନ ହୋଲରେ ଜଣେ ମହିଳାଙ୍କର ଅର୍ଦ୍ଧ ଦ-ଗ୍ଧ ମୃ-ତ ଦେହ ପଡ଼ି ରହିଥିବା ଘଟ-ଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଏକ ବ୍ରିଜ ମେନ ହୋଲରୁ ମହିଳାଙ୍କର ଗଳିତ ମୃ-ତ ଦେହ ଉ-ଦ୍ଧାର ହୋଇଛି । ତରଭା ଥା-ନା ଅନ୍ତର୍ଗତ ଦେଉଳପତରଗୁଆ ରାସ୍ତାରେ ଥିବା ଏକ ବ୍ରିଜର ମେନ ହୋଲ ଭିତରେ ଏକ ମହିଳାଙ୍କ ମୃ-ତ ଦେହ ପଡ଼ିଥିବା ସୂଚନା ମିଳିଛି ।

ଏମିତିକି ମେନ ହୋଲ ସମ୍ମୁଖରେ ମହିଳାଙ୍କ ଚପଲ ସୁଦ୍ଧା ପଡ଼ିଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଯୁବକ ମାନେ ଆଜି ବ୍ରିଜ ନିକଟରେ କିଛି କାମ କରିବାକୁ ଯାଇଥିଲେ । ସେହି ସମୟରେ ଅତ୍ୟନ୍ତ ଦୁ-ର୍ଗନ୍ଧ ହେଉଥିବାରୁ ଯୁବକ ମାନେ ଖୋଜାଖୋଜି କରିଥିଲେ । କିଛି ସମୟ ଖୋଜାଖୋଜି ପରେ ବ୍ରିଜର ମେନ ହୋଲ ନିକଟରେ ମହିଳାଙ୍କ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ବ୍ରିଜର ମେନ ହୋଲ ଭିତରୁ ପ୍ରବଳ ଦୁ-ର୍ଗନ୍ଧ ହେଉଥିବା ଅନୁମାନ କରିଥିଲେ । ଆଉ ଲାଇଟ ମା-ରି ଦେଖିଲା ବେଳକୁ ମେନ ହୋଲ ଭିତରେ ଜଣେ ମହିଳାଙ୍କର ଅ-ର୍ଦ୍ଧଦ-ଗ୍ଧ ମୃ-ତ ଦେହ ପଡ଼ି ରହିଥିଲା । ତେବେ ଯୁବକ ମାନେ ପ୍ରଥମେ ଭ-ୟଭୀ-ତ ହେବା ପରେ ପୋଲି-ସକୁ ଏ ବିଷୟରେ ସୂଚନା ଦେଇଥିଲେ ।

ତେବେ ପୋ-ଲିସ ଆସିବା ପରେ ସାଇଣ୍ଟିଫିକ ଟିମ ମଧ୍ୟ ଆସି ନିଜର କାମ ଆରମ୍ଭ କରିଥିବା ଜଣା ପଡ଼ିଛି । ଖାଲି ସେତିକି ନୁହେଁ , ସେହି ଅଞ୍ଚଳରେ ସ୍ଥାନୀୟ ଶହ ଶହ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି । ଆଉ ଏଭଳି ଭାବରେ ମହିଳାଙ୍କର ଅ-ର୍ଦ୍ଧଦ-ଗ୍ଧ ଅବସ୍ଥାରେ ଶ-ବକୁ ଦେଖି ସ୍ଥାନୀୟ ଲୋକେ ଚିହ୍ନି ନଥିବା କହିଛନ୍ତି ଏବଂ ଏଭଳି ଘ-ଟଣା ପାଇଁ ଭ-ୟଭୀ-ତ ମଧ୍ୟ ହୋଇ ଯାଇଛନ୍ତି ।

ସ୍ଥାନୀୟ ଲୋକେ କହିଛନ୍ତି ଯେ ଏଭଳି ଘ-ଟଣା ବିଷୟରେ ଜାଣିବା ପରେ ସେମାନେ ପ୍ରଥମେ ପୋଲି-ସକୁ ଖବର ଦେଇଥିଲେ । ତେଣୁ ପୋଲିସ ଏବଂ ସାଇନଟିଫିକ ଟିମ ମାମ-ଲାରେ ଦୃଢ଼ ତଦ-ନ୍ତ କରନ୍ତୁ । କାରଣ ଏଭଳି ଏକ ଘ-ଟଣା ସମାଜରେ ଘଟିଯିବା ଆଦୋୖ ଠିକ ନୁହେଁ । ଏହାବ୍ୟତୀତ ଘ-ଟଣା କିଭଳି ହେଲା କିଏ ଘଟାଇଲା ଏବଂ ମହିଳା ଜଣକ କିଏ ଏହି ସବୁ ତଥ୍ୟ ତଦ-ନ୍ତରେ ଜଣା ପଡ଼ିବା ଉଚିତ ।

Leave a Reply

Your email address will not be published. Required fields are marked *