ପତ୍ନୀଙ୍କ ଚପଲ ମା-ଡରେ ଅଧ୍ୟାପକଙ୍କ ମୁହଁ ବଙ୍କା। ମହ-ଙ୍ଗା ପଡିଲା ଛାତ୍ରୀଙ୍କ ସହ ସ-ମ୍ପର୍କ ରଖିବା।

ପତ୍ନୀ ସେକି ଦେଇଗଲେ ପତ୍ନୀ ଚପଲରେ ଗାଲ ଫଟେଇ ଦେଇ ଗଲେ। ଗୋଟିଏ ବି ଚପଲ ପାହାର ତଳେ ନପଡ଼ି ସବୁ ଯାଇ ବାଜିଲା ଅଧ୍ୟାପକଙ୍କ ଗାଲରେ। ଏମିତି ମା-ଡ଼ ହେଉଥିଲା ଅଧ୍ୟାପକ କଣ କରିବେ ବୁଝି ପାରୁନଥିଲେ। ମା-ଡ଼ ତ ମା-ଡ଼ ତାହା ପୁଣି ଚପଲରେ ମା-ଡ଼। ଅଧ୍ୟାପକ ପତ୍ନୀଙ୍କ କବଳରୁ ବାହାରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ପତ୍ନୀ ବାହାରିବାର ସବୁ ରାସ୍ତା ବନ୍ଦ କରିଦେଇଥିଲେ।

ଆଉ ବନ୍ଦ କୋଠରୀରେ ଦୀର୍ଘ ଅଧଘଣ୍ଟା କାଳ କେବଳ ସେକି ଚାଲିଥିଲେ ଅଧ୍ୟାପକ ସ୍ୱାମୀଙ୍କୁ। କଣ ହୋଇଛି କେଉଁଥି ପାଇଁ ପତ୍ନୀ ଧାରଣ କରିଛନ୍ତି ଦେବୀ ଦୁର୍ଗାଙ୍କ ରୂପ ତାହା କେହି ହେଲେ ବୁଝି ପାରୁନଥିଲେ କେହି ପତ୍ନୀଙ୍କ କବଳରୁ ଅଧ୍ୟାପକଙ୍କୁ ର-କ୍ଷା କରିବାକୁ ବି ଆସୁନଥିଲେ। କାରଣ ପତ୍ନୀ ସାଜିଥିଲେ ଦେବୀ ଦୁର୍ଗା।

ଏ ଘ-ଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରୁ। ସୂଚନା ଅନୁଯାୟୀ ଏକ ଛାତ୍ରୀଙ୍କ ସହ ସ-ମ୍ପର୍କ ରଖିଥିବା ନେଇ ପତ୍ନୀ ଏପରି କା-ଣ୍ଡ ଭିଆଇ ଥିବା ଆଲୋଚନା ହେଉଛି। ତେବେ ପତ୍ନୀ ଯେତେବେଳେ ଜାଣିବାକୁ ପାଇଥିଲେ ତାଙ୍କ ଅଧ୍ୟାପକ ସ୍ୱାମୀ କଲେଜରେ ଏକ ଛାତ୍ରୀଙ୍କ ସହ ସମ୍ପ-ର୍କ ରଖିଛନ୍ତି ସିଧା ଆସିଥିଲେ କଲେଜକୁ ଆଉ କଲେଜ କୁ ଆସି ସ୍ୱାମୀଙ୍କୁ ଏକ ବନ୍ଦ କୋଠରୀରେ ରଖି ନି-ର୍ଧୁମ ଛେଚିଥିଲେ।

ମାଡ଼ ମାନେ ଟିକେ ହେଲେ ବ୍ରେକ ନଥିଲା ସ୍ୱାମୀ ମଧ୍ୟ ଏକ ଦମ ନିରୁପାୟ ହୋଇଯାଇଥିଲେ। ପଦେ କଥା ଗୋଟେ ମା-ଡ଼। ବୁଢା ବୟସରେ ଏ କି ଲୀଳା। ଘରେ ମୁଁ ଅଛି ଆଉ ତୁ ପାଠ ପଢ଼ିବାକୁ କଲେଜ ଆସି ଏ କାମ କରୁଛୁ। ତୋ ମୁହଁକୁ ଟିକେ ଲାଜ ନାହିଁ ତୋର ଆଉ ବୟସ ଅଛି ଘରେ କଣ ସ୍ତ୍ରୀ ନାହିଁ କି ପର ଝିଅ ସହ ଛାତ୍ରୀଙ୍କ ସହ ଏପରି କରୁଛୁ। କଥା କମ ଥିଲା କିନ୍ତୁ ଅଧ୍ୟାପକଙ୍କ ଉପରେ ମା-ଡ଼ ବେସି ପଡୁଥିଲା।

କେତେ ବେଳେ ମୁହଁରେ ମୁହଁରେ ଚପଲରେ ପି-ଟୁଥିଲେ ତ ଆଉ କେତେବେଳେ ଅଧ୍ୟାପକ ବୁଲି ପଡୁଥିଲେ ପିଠିରେ ବି ସେକି ଦେଇ ଯାଉଥିଲେ। ଏମିତି ଦୀର୍ଘ ଅଧ ଘଣ୍ଟା ବହେ ଛେଚା ଖାଇବା ପରେ ଅନ୍ୟମାନେ ଘଟ-ଣା ସ୍ଥଳରେ ଉପସ୍ଥିତ ହୋଇ ପତ୍ନୀଙ୍କୁ ବୁଝାଅ ସୁଝା କରିଥିଲେ ତେବେ ଦୀର୍ଘ ଅଧ ଘଣ୍ଟା ପରେ ପତ୍ନୀଙ୍କ ମାଡ଼ କବଳରୁ ର-କ୍ଷା ପାଇଥିଲେ ଅଧ୍ୟାପକ ସ୍ୱାମୀ।

ପତ୍ନୀଙ୍କର ଗୋଟିଏ କଥା ଥିଲା ଘରେ ମୁଁ ଅଛି ତୁ କାହିଁକି ବାହାରେ ଆସି ନାଟକ କଲୁ। ମାରି-ବିନି ତ ଆଉ କଣ ପୂଜା କରିବି। ତତେ ଦରକାର ଥିଲା ଏମିତି ମା-ଡ଼। ଆଗରୁ ଦରକାର ଥିଲା ହେଲେ ମୁଁ ଡେରି କରିଦେଲି। ଏମିତି କହି ଅଧ୍ୟାପକଙ୍କୁ ସେକି ଚାଲିଥିବା ବେଳେ ସେଠାରେ ଆସି ଅନ୍ୟମାନେ ପହଞ୍ଚି ଅଧ୍ୟାପକଙ୍କୁ ଉ-ଦ୍ଧାର କରିଥିଲେ। ତେବେ ମା-ଡ଼ ଖାଇବା ସମୟର ଭିଡିଓ ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଥିବା ବେଳେ ସମସ୍ତେ କହୁଛନ୍ତି ଓ ବାପାରେ କି କେଜି କିଆ ମା-ଡ଼।

Leave a Reply

Your email address will not be published. Required fields are marked *