ମାତ୍ର ୧୩ ବର୍ଷର ଝିଅ ହେଉଥିଲେ ବାରମ୍ବାର ଶାରୀ-ରିକ ସମ୍ପ-ର୍କର ଶି-କାର , ଶେଷରେ ପ୍ରେମିକ ଛାଡି ହେଲା ଫେ-ରାର

ଏ ପ୍ରେମ ଥିଲା ନା ଟାଇମ୍ ପାସ୍ । ନିଜର ମାତ୍ର କେଇଟା ସମୟକୁ ଆଉ ଦେହର ଭୋକ ମେଣ୍ଟା-ଇବା ପାଇଁ ମଣିଷ ଏତେ ତଳକୁ ଯେ ଖସି ଯାଇପାରେ , ତାହା ବିଷୟରେ କଳ୍ପନା କରା ଯାଇପାରେ ନାହିଁ । ତେବେ ପୁଣିଥରେ ପ୍ରେମ , ଶାରୀ-ରିକ ସ-ମ୍ପର୍କ ଆଉ ପ୍ରତା-ରଣାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଗୋଟିଏ ଛୋଟ ଝିଅ ଅର୍ଥାତ ନାବା-ଳିକାକୁ ନିଜ ପ୍ରେମ ଜା-ଲରେ ଫ-ସାଇ ଆଉ ତା ସହିତ ବାରମ୍ବାର ଶାରୀ-ରିକ ସ-ମ୍ପର୍କ ରଖିବା ପରେ ତାକୁ ଛାଡି ଦେଇ ଫେ-ରାର ହୋଇ ଯାଇଛି ପ୍ରେମିକ ।

ଆଉ ଶେଷରେ ନିଜର ନ୍ୟା-ୟ ପାଇଁ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା ଜଣକ । ସୂଚନା ଅନୁଯାୟୀ , ଏପରି ଏକ ଅ-ଦ୍ଭୂତ ଘ-ଟଣା ଦେଖିବାକୁ ମିଳିଛି , ଜଗତସିଂହପୁର ଜିଲ୍ଲାରେ । ତେବେ କୁହାଯାଉଛି କି , ଏହି ଜିଲ୍ଲାର କାଳିଆ ଦାସ ଅରଫ ଆଶିଷ । ନିଜ ପ୍ରେମ ଜା-ଲରେ ଫ-ସାଇ ଦେଇଥିଲା ଜଣେ ୧୩ ବର୍ଷୀୟା ନାବା-ଳିକାକୁ । ଝିଅଟିକୁ ଅନେକ ପ୍ରକାରର ଲୋଭ ମଧ୍ୟ ଦେଖାଇଥିଲେ । ଆଉ ଯେମିତି ସେମିତି କରି ଝିଅକୁ ମନାଇ ନେଇଥିଲା । ଝିଅକୁ ଦେଖାଇଥିଲା ରାଜା ରାଣୀ ଦୁନିଆଁର ସ୍ବପ୍ନ ।

ଆଉ ତାକୁ ନିଜର ମଧ୍ୟ କରି ନେଇଥିଲା । ଆଉ ଏହାରି ମଧ୍ୟରେ କାଳିଆ ଦାସ ଝିଅଟି ସହିତ ଶାରୀ-ରିକ ସ-ମ୍ପର୍କ ରଖିବା କଥା ଉଠାଇ ଥିଲା । କିନ୍ତୁ ଝିଅଟି ପୁରାପୁରି ମନା କରି ଦେଇଥିଲା । କାହିଁକି ନା ସେ ଅଳ୍ପ ବୟସର ଥିଲା ଆଉ ଏହି ବୟସରେ ଏପରି କାମ କରିବାକୁ ସେ ବାରଣ କରିଥିଲା । ତେବେ ଏତିକିରେ ହାରି ଯାଇ ନଥିଲା କାଳିଆ । ତାକୁ ବିବାହ କରିବା ବୋଲି କଥା ଦେଇଥିଲା ଆଉ ଚିରଦିନ ପାଇଁ ନିଜର କରି ନେବ ବୋଲି କହିଥିଲା । ଏହା ପରେ ତିନି ବର୍ଷ ଧରି ବାରି ପଟକୁ ନେଇ ଝିଅ ସହିତ ଶାରୀ-ରିକ ସମ୍ପ-ର୍କ ରଖି ଆସୁଥିଲା ।

ଏପରିକି ଯେତେବେଳେ ସେତେବେଳେ ସେ ବାରି ପଟକୁ ଝିଅକୁ ଡ଼ାକି ନେଇ ଶାରୀ-ରିକ ସ-ମ୍ପର୍କ ରଖୁଥିଲା । ଆଉ କଥା ଆଗକୁ ବଢ଼ି ଯାଇଥିଲା କି , ଶେଷରେ ସେ ଝିଅକୁ କଟକ ନିଜ ମାଉସୀ ଘରକୁ ନେଇ ଯାଇଥିଲା । ଆଉ ବାରମ୍ବାର ତିନି ଦିନ କାଳ ସେଠାରେ ତା ସହିତ ଶାରୀ-ରିକ ସ-ମ୍ପର୍କ ରଖିଥିଲା । ଆଉ ଶେଷରେ ନିଜର ମଉସା ମାଉସୀଙ୍କ ସହିତ ଝିଅକୁ ଗାଁକୁ ପଠାଇ ଦେଇଥିଲା ଆଉ ନିଜେ କୁଆଡେ ଫେ-ରାର ହୋଇ ଯାଇଥିଲା । ତେବେ ଶେଷରେ ଝିଅଟି ଆସି ଥା-ନାର ଦ୍ୱାରସ୍ଥ ହୋଇଥିଲେ ଆଉ ଧୋ-କାବା-ଜ ପ୍ରେମିକ ବିଷୟରେ ବାଲିକୁଦା ଥା-ନାରେ ଅଭି-ଯୋଗ କରିଥିଲେ । ତେବେ ପୋ-ଲିସ ସେହି ପ୍ରେମିକକୁ ଯାଜପୁର ଟାଉନ ଥା-ନା ଅଞ୍ଚଳରୁ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *