ଚଣ୍ଡୀ ପରିଜା କଥା ଶୁଣି କା-ନ୍ଦି ପକେଇଲେ ମିଟୁ ମିଥୁନ । କହିଲେ ମୁଁ କରିକି ଦେଖେଇ ଦେବି…

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ । ଦେଶରେ ସବୁବେଳେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ । ଆମ ଦେଶରେ କଳାକାର ମାନଙ୍କର ଅ-ଭାବ ନାହିଁ । ଆମ ଦେଶରେ ବା ରାଜ୍ୟରେ ହେଉ କଳାକାର ମାନଙ୍କୁ ବହୁତ୍ ସମ୍ମାନ ଦିଆଯାଏ । ବଡ଼ ବଡ଼ କଳାକାର ମାନଙ୍କ ଠାରୁ ଆରମ୍ଭ କରି କୁନି କୁନି କଳାକାର ପର୍ଯ୍ୟନ୍ତ ସମସ୍ତେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି । ତେବେ ପୁଷ୍ପା-୨ ଫିଲ୍ମରେ ଆମର ଓଡ଼ିଆ ଅଭିନେତା ମିଟୁ ମିଥୁନ ଅଭିନୟ କରିଛନ୍ତି ସେ ଖବର ତ ଆପଣ ଜାଣିଥିବେ । ଯାହାକୁ ନେଇ ସେ ବହୁତ ଭାଇରାଲ ହୋଇଥିଲେ । ଅନେକ ନ୍ୟୁଜ ଚାନେଲରେ କେବଳ ତାଙ୍କରି ନାମ ହିଁ ଚର୍ଚ୍ଚା ହେଉଥିଲା ।

ସେ ଜଣେ ପୋଲିସ ଅଫିସର ହୋଇଛନ୍ତି ବୋଲି ଦେଖିବାକୁ ମିଳିଛି । ତେବେ ଏଠାରେ କହି ରଖିବୁ ଯେ କିଛିଦିନ ପୂର୍ବରୁ ଫିଲ୍ମ ନିର୍ମାତା ଚଣ୍ଡୀ ପରଜା ମିଟୁ ମିଥୁନଙ୍କୁ ଆକ୍ଷେପ କରି ଏଭଳି କହିଥିଲେ ଯେ, “ମିଟୁ ମିଥୁନ ପୁଷ୍ପା-୨ ରେ ଚପରସି କାମ କରି ଏଭଳି ଲୋକଙ୍କୁ କହୁଛନ୍ତି ଯେମିତି ଯେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପୁଣି ସେ ଯେ ଅଲିଉଡ଼ ଇଣ୍ଡଷ୍ଟ୍ରିରେ ନିଜକୁ ସ୍ଥାୟୀ କରି ପାରି ନାହାଁନ୍ତି ତ ତେଲୁଗୁ ଫିଲ୍ମରେ କିଭଳି ସ୍ଥାୟୀ ହେବେ ?”

ବର୍ତମାନ ଯାହାକୁ ନେଇ ମିଟୁ ମିଥୁନ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ବ-ୟାନ ଦେଇଛନ୍ତି । ଏତେ କଷ୍ଟ ମିଟୁ ମିଥୁନଙ୍କୁ ଆଗରୁ ହେଇ ନଥିଲା । କିନ୍ତୁ ବରିଷ୍ଠ ନିର୍ଦ୍ଦେଶକ ଯେତେବେଳେ କହିଦେଲେ ମିଟୁ ମିଥୁନ ଡାଇଲଗ କହି ପାରନ୍ତି ନାହିଁ ଆଉ ଆକ୍ଟିଂ ଜାଣି ନାହାଁନ୍ତି । ଏହି କଥା ଶୁଣିବା ପରେ ମନଟା ଯେମିତି ଭାଙ୍ଗି ପଡ଼ିଲା ମିଟୁ ମିଥୁନଙ୍କର । ତଥାପି ମିଟୁ ମିଥୁନ କହୁଛନ୍ତି ମୁଁ ଆଗକୁ ବଢ଼ିବି ସଂ-ଘର୍ଷ କରିବି ଆଉ ଦେଖେଇ ଦେବି । ଆଉ ସେ ଦେଖିଲା ପରେ କହିବେ କି ମୋତେ ଅଭିନୟ ଆସେ କି ନାହିଁ ।

ହଁ ଆଜ୍ଞା ଅଭିନେତା ମିଟୁ ମିଥୁନ ବରିଷ୍ଠ ନିର୍ଦ୍ଦେଶକ ଚଣ୍ଡି ପରିଜାଙ୍କ ମଧ୍ୟରେ ଏଭଳି ଝଡ଼ ଦେଖିବାକୁ ମିଳିଛି । ଆଉ ଏହାକୁ ନେଇ ମିଟୁ ମିଥୁନ କହିଛନ୍ତି ଯେ “ମୋତେ ଏଇ କଥା ବହୁତ୍ ଖରାପ୍ ଲାଗିଛି । ତୁମେ ମୋତେ ଯଦି ଅପ-ମାନ କରୁଛ, ତେବେ ମୁଁ ଏତିକି କହିବି ତୁମକୁ ଭଗବାନ୍ ଅପ-ମାନ କରିବେ ମୁଁ କରିବି ନାହିଁ । ୟେ ହେଲା ଆକ୍ଟିଂ” । ତେବେ ଏଠାରେ କହି ରଖିବୁ ଯେ ଚଣ୍ଡି ପରିଜାଙ୍କୁ ଯେତେଥର ପଚରା ଯାଇଛି ଯେ ଆପଣ ମିଟୁ ମିଥୁନଙ୍କୁ କାହିଁକି ସୁଯୋଗ ଦେଉ ନାହାଁନ୍ତି, ତେବେ ଚଣ୍ଡି ପରିଜା କୁହନ୍ତି କି ମୁଁ ଦେଲେ କଣ ହେବ ସେ ତୋ ଅଭିନୟ ଠିକ୍ କରିପାରୁନି….

Leave a Reply

Your email address will not be published. Required fields are marked *