ଅର୍ଚ୍ଚନା ନାଗ ମାମ-ଲାରେ ଇଡି କରିବ ଛା-ନଭି-ନ।

ଆଉ ସତ ବୋଧେ ହୁଏ ସାମ୍ନାକୁ ଆସିବାକୁ ବେସି ସମୟ ଲାଗିବ ନାହିଁ। ଏବେ ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟ ଉପରୁ ଇଡି ପରଦା ଉଠାଇବା ସହିତ ନେତା ମନ୍ତ୍ରୀଙ୍କ ମୁଖା ଖୋଲିବ। ଯାହାକୁ ନେଇ ସାରା ରାଜ୍ୟରେ ଅନେକ ଦିନରୁ ଚର୍ଚ୍ଚା ଆଲୋଚନା ହେଉଥିଲା ଏବେ ବୋଧେ ହୁଏ ସେଥିରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି। ଆଉ ଲୋକଙ୍କ କଳ୍ପନା ଜଳ୍ପନା ମଧ୍ୟ ସତ ହେବାକୁ ଯାଉଛି। ଲୋକେ ଅନେକ ଦିନରୁ ଭାବୁଥିଲେ କି ଅର୍ଚ୍ଚନା ଆଉ ଜଗବନ୍ଧୁ ଗି-ରଫ ହେବା ପରେ ଯେତେବେଳେ ଆଇନ ଏହି ଘଟ-ଣାକୁ ଖୋଳ ତାଡ଼ କରିବ ସେତେବେଳେ ନେତା ମନ୍ତ୍ରୀ ମାନଙ୍କ ନାମ ସାମ୍ନାକୁ ଆସିବାକୁ ଆଉ ବେଶି ସମୟ ଲାଗିବ ନାହିଁ। ଯେଉଁମାନେ ଅର୍ଚ୍ଚନା ଗି-ରଫ ହେବା ପରେ ଭୟରେ ଥରି ଯାଉଥିଲେ ସେମାନେ ଏବେ ସାଙ୍ଘା-ତିକ ନାମ ନେବାକୁ ଯାଉଛନ୍ତି।

ଚାରି ଆଡ଼େ ଗୋଟିଏ କଥାକୁ ନେଇ ଆଲୋଚନା ହେଉଛି କି ଅର୍ଚ୍ଚନା ସହ ଖୋଲିବ ନେତା ମନ୍ତ୍ରୀ ମାନଙ୍କ ଗୁମର। ଆଉ ଏବେ ଇଡି ହାତରେ ମଧ୍ୟ କୁଆଡେ ଅନେକ ବ୍ୟାଙ୍କ ଷ୍ଟେଟମେଣ୍ଟ ଲାଗିଥିବା ଆଲୋଚନା ହେଉଛି। ଆଉ ଯେଉଁ ମାନେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ଟଙ୍କା ନେଣ ଦେଣରେ ଲିପ୍ତଥିଲେ ସେମାନଙ୍କ ଛାତି ଏବେ ଭ-ୟରେ ଧଡ଼ ଧଡ଼ ହେଉଛି। ଆଉ ଶୁଣିବାକୁ ମିଳୁଛି କି ଏହାରି ଭିତରେ ଇଡି କୁଆଡେ ଚାରି ଜଣଙ୍କ ନାମରେ ମାମ-ଲା ରୁ-ଜ୍ଜୁ କରି ସାରିଲାଣି। ଆଉ ଏହି ଚାରି ଜଣଙ୍କ ଭିତରେ ରହିଛନ୍ତି ଅର୍ଚ୍ଚନା ନାଗ,ଜଗବନ୍ଧୁ,ଖଗେଶ୍ବର ଆଉ ଅର୍ଚ୍ଚନାଙ୍କ ନାମରେ ଅଭି-ଯୋଗ ଆଣିଥିବା ଯୁବତୀ ଶ୍ରଦ୍ଧାଞ୍ଜଳି।

ତେବେ ଅର୍ଚ୍ଚନା ଆଉ ଜଗବନ୍ଧୁ ଏତେ କମ ସମୟ ଭିତରେ କିପରି ହେଲେ କୋଟି କୋଟି ଟଙ୍କାର ମାଲିକାଣି ଆଉ ଏତେ ଟଙ୍କା ସେମାନଙ୍କୁ କିଏ ଦେଉଥିଲେ। ଏତେ ଟଙ୍କା ସେମାନେ କେଉଁଠୁ ଆଣୁଥିଲେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ଖଗେଶ୍ବରର କି ସ-ମ୍ପର୍କ ଖଗେଶ୍ୱର ସେମାନଙ୍କୁ ଟଙ୍କା ଦେଣ ନେଣ ରେ ସାହାଯ୍ୟ କରୁଥିଲେ କି ନାହିଁ। ଆଉ ଖଗେଶ୍ୱରର ସ-ମ୍ପର୍କ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ସହ କେବେ ଠାରୁ ଆରମ୍ଭ ହେଲା। ଖଗେଶ୍ବର ସେମାନଙ୍କ ସହ ମିଶି କେଉଁ କେଉଁ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ନେତା ମନ୍ତ୍ରୀ ମାନଙ୍କୁ ପଟାଇ ଅର୍ଚ୍ଚନାଙ୍କୁ ସହଯୋଗ କରୁଥିଲେ କି ଖଗେଶ୍ବର। ଏଭଳି ଅନେକ ଘଟ-ଣାର ଇଡି ଖୋଳ ତାଡ଼ କରିବ ବୋଲି ଆଲୋଚନା ହେଉଥିବା ବେଳେ।

ଏବେ ସବୁ ନେତା ମନ୍ତ୍ରୀ ମାନଙ୍କ ମନରେ କୁଆଡେ ପ୍ରବଳ ଭ-ୟ କି ଯେଉଁ ଷ୍ଟେଟମେଣ୍ଟ ଇଡି ହାତରେ ଲାଗିଛି ତାହା ଦ୍ୱାରା ନେତା ମନ୍ତ୍ରୀ ମାନଙ୍କ ଅସଲ ଚେହେରା ହୁଏତ ସାମ୍ନାକୁ ଆସିଯାଇ ପାରେ। ଆଉ ଅର୍ଚ୍ଚନା ଜଗବନ୍ଧୁ ଗି-ରଫ ହେବା ପରେ ବି ଯେଉଁ ମାନେ ନିଜକୁ ଗୋପନ କରି ରଖିଥିଲେ। କେହି ହେଲେ ସୁଦ୍ଧା କହୁ ନଥିଲେ କି ସେମାନଙ୍କର ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ସ-ମ୍ପର୍କ ଅଛି ବୋଲି ସେମାନେ ବର୍ତ୍ତମାନ ସେମାନେ ବର୍ତ୍ତମାନ ଭ-ୟରେ ଛାନିଆ ହେଇ କେବଳ ଝାଳ ନାଳରେ ଆଣ୍ଠୁଏ ହେଉଛନ୍ତି କାରଣ ଏବେ ଆଉ ନିଜକୁ ଗୋପନ ରଖିବା ସମ୍ଭବ ନୁହେଁ ସେମାନଙ୍କ ମୁଖା ଏବେ ଇଡି ହାତରେ ଖୋଲିବ। ତେଣୁ ନେତା ମନ୍ତ୍ରୀ ମାନେ ରାତିରେ ବାଉଳି ଚାଉଳି ହେଉଥିବା ବେଳେ ଏବେ କେବଳ ଡ-ରରେ ପାଣି ପିଉଥିବା ଲୋକେ ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *