ମୁଁ ତ ବାହାରେ ମୋ ସ୍ତ୍ରୀ ଗର୍ଭ-ବତୀ ହେଲା କେମିତି ।

ମୁଁ ବାହାରେ ରହି ମୁଣ୍ଡ ଝାଳ ତୁଣ୍ଡରେ ମା-ରି ସ୍ତ୍ରୀ ଘର ସଂସାର ପାଇଁ କାମ କରୁଛି। ଆଉ ଭାବୁଛି ଭଲ କାମ କରି ବେଶ ଦୁଇ ପଇସା ରୋଜଗାର କଲେ ଘର ସଂସାର ଆଉ ପରିବାର ବେଶ ହସ ଖୁସିରେ ଚଳିବ।ହେଲେ ମୁଁ ବାହାରେ ଥିବା ବେଳେ ମୁଁ ବାହାରେ ଥାଇ ସ୍ତ୍ରୀ ପିଲାଙ୍କ ପାଇଁ ଅନେକ ପରିଶ୍ରମ କରି ଟଙ୍କା ରୋଜଗାର କରୁଥିବା ବେଳେ ମୋ ସ୍ତ୍ରୀ କିନ୍ତୁ ଅନ୍ୟ ପୁରୁଷ ସାଥିରେ ଶାରୀ-ରିକ ସ-ମ୍ପର୍କ ରଖୁଛି। କେବଳ ଏତିକି ନୁହେଁ ମୋ ସ୍ତ୍ରୀ ଅନ୍ୟ ପୁରୁଷ ସାଥିରେ ଶାରୀ-ରିକ ସ-ମ୍ପର୍କ ରଖି ଗର୍ଭ-ବତୀ ମଧ୍ୟ ହେଉଛି। ଆପଣ ମାନେ ନିଜେ କୁହନ୍ତୁ କି ମୁଁ ତା ସ୍ବାମୀ ବାହାରେ ଥିବା ବେଳେ ସେ କିପରି ଗର୍ଭ-ବତୀ ହେଲେ ? କେବଳ ଏତିକି ନୁହେଁ ଆଜ୍ଞା ମୋ ସ୍ତ୍ରୀ ପର ପୁରୁଷ ପ୍ରେମରେ ଏମିତି ଉବୁଟୁବୁ ହେଉଛି ଯେ ଗୋଡ଼ରେ ର-କ୍ତରେ ଲେଖୁଛି ପ୍ରେମିକର ନାଁ।

ଆଉ ଏହି ଘଟ-ଣା ଯେତେବେଳେ ମୁଁ ଜାଣିଲି ସେତେବେଳେ ଆପଣ ମାନେ ନିଜେ କୁହନ୍ତୁ ଆପଣ ମାନେ ଯଦି ମୋ ଜାଗାରେ ଥାନ୍ତେ କେବେ ହେଲେ ଏହା ଗ୍ରହଣ କରିଥାନ୍ତେ। ମୁଁ ବି ଗୋଟେ ସ୍ୱାମୀ ମୋ ସ୍ତ୍ରୀ କେବଳ ମତେ ଭଲ ପାଉ କେବଳ ମୋ ସେବା ଯତ୍ନ କରୁ ଆଉ ମୋ ସଂସାରକୁ ନେଇ ସେ ଖୁସିରେ ରହୁ ବୋଲି ମୁଁ ଚାହେଁ। ହେଲେ କୋଉ ସ୍ୱାମୀ ଧ-ର୍ଯ୍ୟ ଧରିବ କହିଲ ତା ସ୍ତ୍ରୀ ଯେତେବେଳେ ଅନ୍ୟ ପୁରୁଷର ନାକୁ ର-କ୍ତରେ ନିଜ ଗୋଡ଼ରେ ଲେଖିଥିବ। କେବଳ ଏତିକି ନୁହେଁ ଗୋଡ଼ରେ ସ୍ତ୍ରୀ ଲେଖିଥିଲା ଆଇ ଲଭ ୟୁ ଲୁଲୁ। ଯେଉଁ ସମୟରେ ମୁଁ ମୋ ପରିବାର ସ୍ତ୍ରୀ ପିଲା ଛୁଆଙ୍କ କଥା ଚିନ୍ତା କରୁଛି ସେହି ସମୟରେ ମୋ ସ୍ତ୍ରୀ ଲୁଲୁକୁ ପ୍ରେମ କରୁଛି। ମୁଁ ବି ଗୋଟେ ମଣିଷ ମୋର ବି ଇଚ୍ଛା ଅଛି ମନ ଅଛି ଆଉ ମୋ ଛାତି ତଳେ ଗୋଟେ ହୃଦୟ ମଧ୍ୟ ଅଛି।

ମୁଁ ଯେତେବେଳେ ମାସେ ଦୁଇ ମାସରେ ଘରକୁ ଯାଏ ସେତେବେଳେ ମୁଁ ଚାହେଁ ମୋ ସ୍ତ୍ରୀ ମତେ ଟିକେ ଭଲ ପାଇବା ଦେଉ ହେଲେ ମୁଁ ଘରକୁ ଗଲା ପରେ ଜାଣିବାକୁ ପାଏ କି ମୋ ସ୍ତ୍ରୀ ପେଟରେ ଏକ ଛୁଆ ଅଛି। ତେବେ ସେତିକି ବେଳେ ମୋ ମନରେ ପ୍ରଶ୍ନ ଉଠେ କି ମୁଁ ବାହାରେ ଥିବା ବେଳେ କିପରି ମୋ ସ୍ତ୍ରୀ ଗର୍ଭ-ବତୀ ହେଲା । ଆଉ ଏତେ ସବୁ ଘଟ-ଣା ଭିତରେ କିପରି ମୁଁ ଧ-ର୍ଯ୍ୟ ଧରି ପାରିଥାନ୍ତି। ବାହାରେ ଆସି ମୁଁ ଝାଳ ନାଳ ଗଡାଇ ପରିଶ୍ରମ କରୁଥିବା ବେଳେ ମୋ ସ୍ତ୍ରୀ ପ୍ରେମରେ ଉବୁଟୁବୁ ହେଉଛି। ଆଉ ଏବେ ସ୍ତ୍ରୀର ଅଧିକାର ଓ ପିଲା ମାନଙ୍କୁ ବାପାର ଅଧିକାର ଦାବିରେ ସ୍ତ୍ରୀ ଧାରଣାରେ ବସି ମୋ ନାଁରେ ମଧ୍ୟ ସେ ଅଭି-ଯୋଗ କରିଛନ୍ତି। ମୋ ସ୍ତ୍ରୀ ମୋ ନାଁରେ ଯେଉଁ ଅଭି-ଯୋଗ ଆଣୁଛନ୍ତି ତାହା ମି-ଥ୍ୟା ଆଉ ଭିତ୍ତିହୀନ ସେଥିରେ କୌଣସି ସତ୍ୟତା ନାହିଁ।

ଗୋଟେ ପଟେ ସ୍ତ୍ରୀ ସ୍ୱାମୀଙ୍କ ନାମରେ ଅଭି-ଯୋଗ ଆଣି ସ୍ତ୍ରୀ କହୁଛନ୍ତି କି ସ୍ୱାମୀ ବାହାରେ ଆଉ ଏକ ବିବାହ କରି ରହିଥିବା ବେଳେ ତାଙ୍କୁ ପଚାରୁ ନାହାଁନ୍ତି ଆଉ ଏପଟେ ସ୍ୱାମୀ ଗଣମାଧ୍ୟମରେ ଖୋଲି ଦେଇଛନ୍ତି ସବୁ ପୁରୁଣା କଥା। ହେଲେ ବାସ୍ତବରେ କିଏ କହୁଛି ସତ କିଏ କହୁଛି ମି-ଛ ତାହା ତ ସମୟ କହିବ। ହେଲେ ବର୍ତ୍ତମାନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ବେଳେ ପ୍ରକୃତ ସତ୍ୟ ସ୍ୱାମୀ ସ୍ତ୍ରୀ ଦୁହେଁ ଜାଣିଥିବେ। ତେବେ ଦେଖିବାକୁ ବାକି ରହିଲା ଏହି ଘଟଣାର ବାସ୍ତବ କାହାଣୀ କେବେ ଲୋକ ଲୋଚନକୁ ଆସିବ ଆଉ ଏହି ଘଟ-ଣା ଶେଷରେ କେଉଁ ମୋଡ଼ ନେବ।

Leave a Reply

Your email address will not be published. Required fields are marked *