ଚର୍ଚ୍ଚାରେ ଅଛନ୍ତି ନନ୍ଦିନୀ ଦିଦି । ଆଉ ତାଙ୍କ ସହିତ କିଏ ନୁଙ୍ଗୁ-ଡାମୀ କରୁଛନ୍ତି ତାହାକୁ ନେଇ ଏମିତି କିଛି କହିଲେ ନନ୍ଦିନୀ ଦିଦି ।

ୟୁଟ୍ୟୁବରେ ଏକାଧିକ ସବସକ୍ରାଇବର ଏବଂ ଅନେକ ଫ୍ୟାନଙ୍କ ଭଲ ପାଇବା ନନ୍ଦିନୀ ଦିଦି ପାଇଛନ୍ତି । ଅନେକ ସମୟରେ ନନ୍ଦିନୀ ଦିଦି ଚର୍ଚ୍ଚାରେ ରହନ୍ତି । ଆଉ ବର୍ତ୍ତମାନ ମଧ୍ୟ ସେ ଚର୍ଚ୍ଚାରେ ଅଛନ୍ତି । କାରଣ ନନ୍ଦିନୀ ଦିଦିଙ୍କୁ କେହି ହଇ-ରାଣ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି । ନନ୍ଦିନୀ ଦିଦିଙ୍କୁ ମେସେଜ ଏବଂ କ-ମେଣ୍ଟ ଜରିଆରେ ଅନେକ ଲୋକ ଖରାପ କମେଣ୍ଟ କରୁଛନ୍ତି । କହିରଖିବୁ ଯେ ନନ୍ଦିନୀ ଦିଦିଙ୍କୁ ସମସ୍ତେ ସୋସିଆଲ ମିଡିଆରେ ଜାଣିଛନ୍ତି । କାରଣ ସେ ଏକ ବିଜନେସ କରନ୍ତି । ତାଙ୍କର ଏକ ହୋଟେଲ ବ୍ୟବସାୟ ରହିଛି । ଯେଉଁଥିରେ ସେ ନିଜେ ରୋଷେଇ କରି ନିଜେ ବାଢ଼ି ଲୋକଙ୍କୁ ଖାଇବାକୁ ଦିଅନ୍ତି । ସେଥିରେ ଯାହା ରୋଜଗାର ହୁଏ ସେଥିରେ ସେ ଖୁବ ଭଲରେ ଚଳି ଯାଆନ୍ତି ।

ଅନେକ ସମୟରେ ତାହାର ଭିଡ଼ିଓ ଭାଇରଲ ହୋଇଥାଏ । ଆଉ ତାହା ସେତେବେଳେ ଭାଇରଲ ହୋଇଥାଏ , ଯେତେବେଳେ ନନ୍ଦିନୀ ଦିଦି ନିଜେ ବାଢ଼ି ଗ୍ରାହକଙ୍କୁ ଖାଇବାକୁ ଦିଅନ୍ତି । ଏହିସବୁ ଭିଡ଼ିଓ ଯେତେବେଳେ ଭାଇରଲ ହୁଏ ସେତେବେଳେ ନନ୍ଦିନୀ ଦିଦି ବହୁତ ଖୁସି ହୁଅନ୍ତି । କାରଣ ତାଙ୍କର ଫ୍ୟାନ ଫୋଲଇଙ୍ଗ ବେଶ ଅଧିକ ଅଟେ । ନେଟିଜେନ ମାନେ ମଧ୍ୟ ନନ୍ଦିନୀ ଦିଦିଙ୍କୁ ଭାରି ପସନ୍ଦ କରନ୍ତି । କିନ୍ତୁ ଏହାରି ମଧ୍ୟରେ ନନ୍ଦିନୀଙ୍କୁ ସୋସିଆଲ ମିଡିଆରେ ଆଉ ଭିଡ଼ିଓ ପୋଷ୍ଟ କରିବାକୁ ଭୟ ଲାଗୁଛି । କାରଣ ଅନେକ ଲୋକ ନାନା ପ୍ରକାରର ଅ-ଶ୍ଳୀଳ କ-ମେଣ୍ଟ ଦେଉଛନ୍ତି ଏବଂ ମେସେଜ ମଧ୍ୟ କରୁଛନ୍ତି । ଯେଉଁ କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରିବାକୁ ଭ-ୟ କରୁଛନ୍ତି ।

ଏଠାରେ କହିରଖିବାକୁ ଚାହିଁବୁ ଯେ ନନ୍ଦିନୀ ଦିଦି ଦେଇଥିବା ଏକ ପ୍ରତିକ୍ରିୟା ଭିଡ଼ିଓ ସବୁଠି ଭାଇରଲ ହେଉଛି । ସେହି ଭିଡ଼ିଓରେ ତାଙ୍କର କହିବା କଥା ଯେ କିଛି ନୁ-ଙ୍ଗୁରା ଲୋକ ଅଛନ୍ତି ଯେଉଁମାନେ ଖରାପ ମେସେଜ କରୁଛନ୍ତି । ଆଉ ସେମାନଙ୍କୁ ଉତ୍ତର ଦେବାକୁ ଦିଦିଙ୍କ ପାଖରେ ଟାଇମ ନାହିଁ । ତାଛଡ଼ା ଦିଦି କେତେ ଜଣକ ମୁହଁକୁ ବନ୍ଦ କରିବେ କିମ୍ବା କେତେ ଜଣଙ୍କୁ ବ୍ଲକ କରିବେ । ଏଥିରେ କିଛିବି ଲାଭ ହେବ ନାହିଁ ।

ତାଙ୍କ କହିବା କଥା ଯେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଖୁବ ଭଲପାଇବା ମିଳିଛି । ଆଉ ତାଭିତରେ ଯଦି କେହି ଖରାପ ମେସେଜ କିମ୍ବା କ-ମେଣ୍ଟ କରୁଛି ତେବେ ତାକୁ ବିରୋଧ କେହି କଲେ ଲାଭ ନାହିଁ । ଆଉ ଏଭଳି ବି-ରୋଧ କରିବାକୁ ଯେଉଁ ସମୟ ଲାଗିବ ତାହା ମଧ୍ୟ ଦିଦିଙ୍କ ପାଖରେ ନାହିଁ । କିନ୍ତୁ ତଥାପି ତାଙ୍କର ପ୍ରଶଂସକ କେଉଁଠି ଉଣା ନାହାଁନ୍ତି । ବେଶ ଅଧିକ ପ୍ରଶଂସକ ତାଙ୍କର ଅଛନ୍ତି ।

Leave a Reply

Your email address will not be published. Required fields are marked *