ଠ-କିଦେଲା ପ୍ରେମିକ ଠ-କିଦେଲା ସ୍ୱାମୀ ।

ବନ୍ଧୁଗଣ ଆପଣଙ୍କର ନିହାତି ଭାବେ ମନେ ଥିବ ଏଇ କିଛି ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଜଣେ ପ୍ରେମିକା ସ୍ତ୍ରୀର ମାନ୍ୟତା ଦାବିରେ ଧାରଣାରେ ବସିଥିଲେ ହେଲେ ପ୍ରେମିକାଙ୍କୁ ନା ମିଳିଲା ନ୍ୟା-ୟ ନା ହିଁ ପ୍ରେମିକା ଖୁସିରେ ସଂସାର କରିପାରିଲେ । ଏବେ ପ୍ରେମିକା କହୁଛନ୍ତି ଘର ବାହାରେ ବାହା ହେବା ପାଇଁ ଅପେକ୍ଷା କରି ବସି ରହିଥିଲି । ହେଲେ ମୋ ପ୍ରେମିକ ବି ଠ-କି ଦେଲା ଯିଏ ମୋର ସ୍ୱାମୀ ହୋଇ ଥାନ୍ତା ସେ ହିଁ ଅଧା ରାସ୍ତାରେ ମୋ ହାତ ଛାଡି ଦେଲା ।

ଶାଶୂଘର ଲୋକେ ମଧ୍ୟ ମତେ ବିବାହ କରିବାକୁ କଥା ଦେଇ ଠକି ଦେଲେ । ମୋ ସହ ମୋ ସ୍ୱାମୀ ଆଉ ଶାଶୂଘର ଲୋକେ ଛଳନା କଲେ । ହଁ ବନ୍ଧୁଗଣ ଏମିତି ଘ-ଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଗ୍ୟାଲେରୀ ଗ୍ରାମରୁ । ବୋହୂର ନ୍ୟାୟ ପାଇଁ ଅପେକ୍ଷା କରିଥିବା ଟିନାଙ୍କୁ ପୁଣି ଥରେ ନି-ରାଶ ହେବାକୁ ପଡିଛି । ଗଲା ଦୁଇ ମାସ ହେଲା ଟିନା ବୋହୂର ଅଧିକାର ପାଇବା ସହିତ ସ୍ୱାମୀଙ୍କ ପାଖରୁ ସ୍ତ୍ରୀର ମାନ୍ୟତା ଦାବିରେ ଅପେକ୍ଷା କରି ରହିଥିଲେ । ହେଲେ ନା ମିଳିଲା ବୋହୂର ଅଧିକାର ନା ସ୍ୱାମୀ ଟିନାଙ୍କୁ ଗ୍ରହଣ କଲେ । ଗ୍ରାମବାସୀ ମାନଙ୍କ ଆଗରେ ଶାଶୂଘର କହିଥିଲେ ବୋହୂର ମାନ୍ୟତା ଦେଇ ଟିନାଙ୍କୁ ଗ୍ରହଣ କରିବେ ।

ଦୁଇ ମାସ ହେଲାଣି ଟିନା ପ୍ରତ୍ୟକ ଦିନ ଅପେକ୍ଷା କରି ରହୁଛନ୍ତି କେବେ ଶାଶୂଘର ଲୋକେ ତାଙ୍କୁ ବୋହୁ ଭାବେ ଗ୍ରହଣ କରିବେ । ହେଲେ ରାତି ଯାଇ ଦିନ ଆସୁଛି କିନ୍ତୁ ସବୁବେଳେ ଠ-କି ଦେଉଛନ୍ତି ଶାଶୂଘର ଲୋକେ । ଆଉ ଶେଷରେ ଟିନା ଏବେ ଭୋ ଭୋ ହୋଇ କଇଁ କଇଁ କା-ନ୍ଦୁଛନ୍ତି । ଏଇ କିଛି ଦିନ ପୂର୍ବରୁ ଗ୍ରାମବାସୀ ସମାଜସେବୀ ଓ ଟିନାଙ୍କ ଶାଶୂଘର ଲୋକେ ଏକାଠି ହୋଇ କହିଥିଲେ କି ସେମାନେ ଟିନାଙ୍କୁ ବୋହୂର ମାନ୍ୟତା ଦେଇ ଗ୍ରହଣ କରିବେ । ଯାହା ହେଲେ ମଧ୍ୟ ସେମାନେ ଟିନାଙ୍କୁ ନିଜର କରିବେ ଆଉ ପୁଅ ଦୁଷ୍ମନ୍ତ ମଧ୍ୟ ଟିନାଙ୍କୁ ଖୁସିରେ ରଖିବେ ।

ସେଥିପାଇଁ ଟିନା ହାତରେ ମେହେନ୍ଦୀ ପାଦରେ ଅଳତା ଆଉ ନୂଆ ଶାଢ଼ୀ ପିନ୍ଧି ସ୍ୱାମୀଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଥିଲେ । ସ୍ୱାମୀ ଆସିବେ ତାଙ୍କୁ ସାମାଜିକ ସ୍ତରରେ ସ୍ୱୀକୃତି ଦେଇ ସ୍ତ୍ରୀ ଭାବେ ଗ୍ରହଣ କରିବେ ବୋଲି କହିଥିଲେ । ହେଲେ ସବୁକିଛି ଏପଟ ସେପଟ ହୋଇଗଲା । ନା ସ୍ୱାମୀ ଆସିଲେ ନା ହିଁ ଟିନାଙ୍କ ସ୍ୱପ୍ନ ପୂରଣ ହେଲା । ସ୍ୱାମୀଙ୍କୁ ଅପେକ୍ଷା କରି କରି ଶେଷରେ ନି-ରାଶ ହୋଇ କାନ୍ଦୁଛନ୍ତି ଟିନା ।

ପ୍ରତି-ଶ୍ରୁତି ଦେଇ ପ୍ରତି-ଶ୍ରୁତି ପାଳନ କରୁ ନାହାଁନ୍ତି ଦୁଷ୍ମନ୍ତଙ୍କ ପରିବାର ଲୋକେ । ଯେବେ ଯେବେ ଟିନା ନୂଆ ସଂସାର ଗଢିବାର ସ୍ୱପ୍ନ ଦେଖୁଛନ୍ତି ସେବେ ସେବେ ଦୁଷ୍ମନ୍ତ ଓ ତାଙ୍କ ପରିବାର ଲୋକେ ଟିନାଙ୍କ ବିଶ୍ୱାସ ଭା-ଙ୍ଗି ଦେଉଛନ୍ତି । ଆଉ ଶେଷରେ ଟିନା ଭାଙ୍ଗିପଡିଥିଲେ । କିପରି ଭାବରେ ନିଜର ଭରଣ ପୋଷଣ କରିବେ ସେଥିପାଇଁ ଟିନା ଚିନ୍ତାରେ ଥିଲେ । ହେଲେ ସମାଜ ସେବୀ ପ୍ରମିଳା ତ୍ରିପାଠୀ ଓ ଗ୍ରାମବାସୀଙ୍କ ସହଯୋଗରେ ଟିନା ଶାଶୂଘରେ ଏକ ଦୋକାନ ଖୋଲି ନିଜକୁ ଆତ୍ମନି-ର୍ଭରଶୀଳ କରିଛନ୍ତି

ଦୋକାନରୁ ନିଜେ ଆତ୍ମନିର୍ଭରଶୀଳ ହେବାକୁ ଟିନା ଚେଷ୍ଟା କରୁଛନ୍ତି । ସେପଟେ ଟିନାଙ୍କର ବର୍ତ୍ତମାନ ମଧ୍ୟ ଚିନ୍ତା ଅଛି କେବେ ସେ ତାଙ୍କ ସ୍ୱାମୀଙ୍କର ସ୍ତ୍ରୀ ହୋଇ ବଞ୍ଚିବେ କେବେ ତାଙ୍କୁ ତାଙ୍କ ସ୍ୱାମୀ ନ୍ୟା-ୟ ଦେବେ ତେବେ ଏତେ ସବୁ ଭିତରେ ଟିନା ସବୁବେଳେ ଚାହାନ୍ତି ଦୁଷ୍ମନ୍ତ ତାଙ୍କୁ ନିଜର କରନ୍ତୁ ଆଉ ଖୁସୀରେ ଟିନା ତାଙ୍କ ସାହସ ରୁହନ୍ତୁ ।

ହେଲେ ବନ୍ଧୁଗଣ ବାରମ୍ବାର ଗଞ୍ଜାମରୁ ଏହିଭଳି ପ୍ରେମ ପ୍ରତା-ରଣାର ଖବର ସାମ୍ନାକୁ ଆସୁଥିବା ବେଳେ ନ୍ୟା-ୟ ପାଇଁ ପ୍ରେମିକା ମାନେ ଧାରଣାରେ ବସୁଛନ୍ତି । ପ୍ରଥମେ ତପସ୍ୱୀନ ଆଉ ତା ପରେ ଦୀପିକା ଆଉ ଏବେ ଟିନା । ତେବେ ଦେଖିବାକୁ ବାକି ରହିଲା କେବେ ଟିନାଙ୍କୁ ନ୍ୟା-ୟ ମିଳୁଛି ଆଉ ଆଗକୁ କେବେ ଦୁଷ୍ମନ୍ତ ଓ ତାଙ୍କ ପରିବାର ଲୋକେ ଟିନାଙ୍କୁ ବୋହୁ ଭାବେ ଗ୍ରହଣ କରୁଛନ୍ତି । ନା ସାରା ଜୀବନ ଟିନା ଏମିତି ଦୁଷ୍ମନ୍ତଙ୍କ ଅପେକ୍ଷାରେ ରହୁଛନ୍ତି ତାହା କେବଳ ସମୟ କହିବ ।

Leave a Reply

Your email address will not be published. Required fields are marked *