ନିଜ ଛୁଆକୁ କ୍ଷୀର ପିଆଇଲା ମାଆ , ଆଉ ତାପରେ ହାରି ଦେଲା ନିଜ ଜୀବନ

ମାଆକୁ ଜୀବନର ସବୁଠାରୁ ବଡ ଯୋଧ୍ୟା କୁହାଯାଏ ଆଉ ଯେତେବେଳେ ସେହି ମାଆ ନିଜର ଧୋର୍ୟ୍ଯ ହରାଇ ଦେଇଥାଏ ନା ସେତେବେଳେ ସବୁକିଛି ଶେଷ ହୋଇ ଯାଇଥାଏ । କାହିଁକି ନା ତା ଠାରୁ ବଡ ସାହସୀ ଏ ଦୁନିଆଁରେ କେହି ନାହିଁ । କିନ୍ତୁ ଏପରି ଜଣେ ମାଆ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହାଙ୍କ କାରନାମା ଦେଖିଲେ ଆପଣଙ୍କ ଆଖିରୁ ବି ଲୁ-ହ ଆସିଯିବ । ଶେଷ ମୁହୂର୍ତ୍ତରେ ନିଜ ପିଲାକୁ ଖୁଆଇ ଦେଇ ନିଜ ଜୀବନ ହାରି ଦେଇଛନ୍ତି ମାଆ ଜଣକ । ଆଉ ବିଛଣା ଉପରେ କା-ନ୍ଦି କା-ନ୍ଦି ମାଆକୁ ଝୁରୁଛି ପୁଅ ।

ତେବେ ହଁ ଆଜ୍ଞା ଆମେ କହୁଛୁ ଭୁବନେଶ୍ୱର ସାଇନ୍ସ ପାର୍କ ବସ୍ତିରେ ଘଟି ଯାଇଥିବା ଏକ ଦୁଃ-ଖଦ ଘଟଣା ବିଷୟରେ । ସୂଚନା ଅନୁସାରେ , କିଛି ବର୍ଷ ପୂର୍ବରୁ ଜାଗ୍ୟସେନି ଜାଲି ନାମକ ଜଣେ ଯୁବତୀ ପୁରୀ ଚନ୍ଦନପୁର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା ଆଉ ପରିବାରରେ ମଧ୍ୟ ଖୁସି ରହିଥିଲା । ଏହାରି ମଧ୍ୟରେ ଦୁହିଁଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା । ଯାହାକୁ ବର୍ତ୍ତମାନ ସାତ ମାସ ହୋଇଛି ।

ତେବେ ଏହାରି ମଧ୍ୟରେ କିଛି ଦିନ ପୂର୍ବରୁ ଶାଶୁ ଘରେ କିଛି ସୁନା ଗହଣା ଚୋରି ହୋଇ ଯାଇଥିଲା । ଯାହାର ଆରୋପ ବୋହୂ ଉପରେ ଲଗାଇ ଦେଇଥିଲେ ଶାଶୁ ଘର ଲୋକ । ଆଉ ଯାହାକୁ ସହି ପାରି ନଥିଲେ ଜାଗ୍ୟସେନି । ସେ ମନ ଦୁଃ-ଖ କରି ନିଜ ଶାଶୁ ଘର ଛାଡ଼ି ଦେଇଥିଲେ ଆଉ ଆସି ନିଜ ବାପ ଘରେ ରହିବାରେ ଲାଗିଥିଲେ । ତେବେ ଗତକାଲି ଥିଲା ତାଙ୍କର ଶେଷ ଦିନ । ନିଜ ପିଲା ଠାରୁ ସେ ସବୁଦିନ ପାଇଁ ବି-ଦାୟ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ଘରେ ରୋଷେଇ କରି ଦେଇଥିଲେ ।

ରୋଷେଇ କରି ନିଜ ଜେଜେ ବାପାଙ୍କୁ ଖାଇବାକୁ ଦେଇଥିଲେ । ଆଉ ଏହାପରେ ନିଜ ପୁଅକୁ କ୍ଷୀର ଖୁଆଇ ଦେଇ ନିଜ ଗୋଡ ଆଡ଼େ ଶୁଆଇ ଦେଇଥିଲେ । ଏହାପରେ ବେକରେ ଦଉଡ଼ି ଦେଇ ଆ-ତ୍ମହ-ତ୍ୟା କରି ଦେଇଥିଲେ । ତେବେ ଆ-ତ୍ମହ-ତ୍ୟା କରିବା ସମୟରେ ସେ ଟିଭି ସାଉଣ୍ଡ ମଧ୍ୟ ବଢାଇ ଦେଇଥିଲେ , ଯେପରି ପିଲାର କା-ନ୍ଦ ଶୁଣି ତାଙ୍କ ମନ ବଦଳି ନ ଯାଉ । ତେବେ କିଛି ସମୟ ପରେ ପରିବାର ଲୋକ ତାଙ୍କ ଶ-ବ ଉ-ଦ୍ଧାର କରିଥିଲେ । ବର୍ତ୍ତମାନ ପୋ-ଲିସ ତ-ଦନ୍ତ କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *