ରାଣୀ ପଣ୍ଡାଙ୍କୁ ନେଇ ଉଠିଲା ବି-ବାଦ, ମଞ୍ଚ ତଳେ ହେଲା ଗ-ଣ୍ଡଗୋ-ଳ ।

ମଞ୍ଚ ଉପରେ ସାଜସଜ୍ଜା ହୋଇ ମଞ୍ଚ ହୋଇଥିଲା ପ୍ରସ୍ତୁତ । ଆଉ ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା ମଞ୍ଚକୁ ଆସିବେ ଭାବି ଦର୍ଶକ ବି ଥିଲେ ରେଡ୍ଡୀ । ରାଣୀ ପଣ୍ଡା ମଞ୍ଚକୁ ଚଢ଼ିଲେ ବିନା ଅଶୀ-ଳତାରେ ଷ୍ଟେଜ ବି ଦୋହଲାଇ ଦେଲେ । ମଞ୍ଚ ଉପରେ ରାଣୀ ପଣ୍ଡା ଥୁମକା ଦେଉଥିଲେ ମଞ୍ଚ ତଳେ ଦର୍ଶକ ମଜା ନେଉଥିଲେ । ହେଲେ ଦର୍ଶକ ବନ୍ଧୁ ତଥାପି ଉଠିଲା ବି-ବାଦ । ରାଣୀ ପଣ୍ଡା ମଞ୍ଚ ଉପରେ ଥିବା ବେଳେ ରାଣୀ ପଣ୍ଡାଙ୍କୁ ନେଇ ଆରମ୍ଭ ହୋଇଗଲା ଗ-ଣ୍ଡଗୋ-ଳ ।

ହଁ ବନ୍ଧୁଗଣ ହଜାର ହଜାର ସଂଖ୍ୟାରେ ଦର୍ଶକ ଆଉ ଏପଟେ ମଞ୍ଚ ଉପରେ ରାଣୀ ପଣ୍ଡା । ଗୀତର ତାଳେ ତାଳେ ଠୁମକା ଦେଉଛନ୍ତି ବି ରାଣୀ ପଣ୍ଡା । ହେଲେ ପୁଣିଥରେ ରାଣୀ ପଣ୍ଡାଙ୍କୁ ନେଇ କାହିଁକି ସୃଷ୍ଟି ହେଲା ବି-ବାଦ । ପୁଣିଥରେ ରାଣୀ ପଣ୍ଡାଙ୍କୁ ନେଇ ଆରମ୍ଭ ହୋଇଗଲା ଗ-ଣ୍ଡଗୋ-ଳ । ବନ୍ଧୁଗଣ ଆପଣ ମାନେ ନିହାତି ଭାବେ ଜାଣିଥିବେ ଯାତ୍ରାରେ ଅ-ଶିଳ ନୃତ୍ୟକୁ ବାରଣ କରିଛନ୍ତି ସରକାର ।

ଆଉ ଏପରିକି ଯାତ୍ରା ମଞ୍ଚରେ ଅଶିଳ ନୃତ୍ୟକୁ ଯେତେବେଳେ ଚାରି ଆଡୁ ବି-ରୋଧ କରଯାଉଛି । ହେଲେ ଠିକ ସେତିକି ବେଳେ ରାଣୀ ପଣ୍ଡାଙ୍କ ପୋଷାକରେ ଟିକେ ବି ଅଶୀ-ଳତା ନାହିଁ । ଯେଉଁ ମାନେ ମଞ୍ଚ ପାଖରେ ଉପସ୍ଥିତ ଥିଲେ । ଯେଉଁ ମାନେ ମଞ୍ଚ ତଳେ ବସି ରାଣୀ ପଣ୍ଡାଙ୍କ ନାଚାର ମଜା ନେଉଥିଲେ ସେମାନେ ବେଶ ଭଲ ଭାବରେ ଜାଣିଛନ୍ତି କି ରାଣୀ ପଣ୍ଡାଙ୍କ ନାଚରେ ନା ଅଶୀ-ଳତା ଥିଲା ନା ରାଣୀ ପଣ୍ଡାଙ୍କ ପୋଷାକରେ ଅଶୀ-ଳତା ଥିଲା ।

କିନ୍ତୁ ପୁଣିଥରେ ରାଣୀ ପଣ୍ଡାଙ୍କୁ ନେଇ ବି-ବାଦ ଉପୁଜିଛି । ଆଜ୍ଞା ହଁ ବନ୍ଧୁଗଣ ଦଣ୍ଡ ନାଚ ଚାଲିଥିବା ବେଳେ ମଞ୍ଚ ଉପରକୁ ଚଢି ମଞ୍ଚ ଉପରେ ରାଣୀ ପଣ୍ଡା ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ । ଆଉ ଏହା ପରେ ମଞ୍ଚ ତଳେ ଦେଖା ଦେଇଥିଲା ବି-ବାଦ ଦେଖା ଦେଇଥିଲା ଗୋଷ୍ଟି ସଂଘର୍ଷ ଆଉ ଦେଖା ଦେଇଥିଲା ମା-ଡ଼ ଗୋଲ । ହଁ ବନ୍ଧୁଗଣ ଏପରି ଏକ ଘ-ଟଣା ଘଟିଛି ଭଞ୍ଜନଗର ଥା-ନା ଅଧିକ ଭେଜିପୁରରେ ।

ଗଂଜାମ ଜିଲ୍ଲାର ପାରମ୍ପାରିକ ଦଣ୍ଡ ନାଚ ଅନୁଷ୍ଠିତ ହେଉଥିଲା । ଆଉ ଏହି ଦଣ୍ଡ ନାଚକୁ ଯାତ୍ରା କଳାକାର ରାଣୀ ପଣ୍ଡା ଯୋଗ ଦେବାକୁ ଆସିଥିଲେ । ଆଉ ସମସ୍ତଙ୍କ ପ୍ରିୟ ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ଙ୍କ ଭିଡ଼ ଜମିଥିଲା । ଆଉ ଏତିକି ବେଳେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ ଦେଖିବାକୁ ମିଳିଥିଲା । ଆଉ ଏ ସଂଘର୍ଷ ଏତେ ଉଗ୍ର ରୂପ ନେଇଥିଲା ଯେ ଦୁଇ ଗୋଷ୍ଠୀ ମଧ୍ୟରେ ହାତ ନୁହେଁ ଠେଙ୍ଗା ବାଡ଼ି କଥା କହୁଥିଲା ।

ଆଉ ଦେଖୁ ଦେଖୁ ଲ-ଢେଇ ଉଗ୍ର ରୂପ ବି ଧାରଣ କରିଥିଲା । ଯାହା ଫଳରେ ଯାତ୍ରା ମଞ୍ଚ ହୋଇ ଉଠିଥିଲା ରଣକ୍ଷେତ୍ର । ଲୋକେ ଭ-ୟରେ ମଧ୍ୟ ଥରି ଉଠିଥିଲେ । କାରଣ ଭୟରେ ଲୋକେ ମାନେ କଣ କରିବେ କିଛି ଭାବି ପାରୁନଥିଲେ । ହଟାତ ଏପରି ଘ-ଟଣା ସମସ୍ତଙ୍କୁ ଚକିତ କରିଦେଲା । କାହିଁକି ଓ କଣ ପାଇଁ ଏମିତି ଘ-ଟିଗଲା ତାହା କେହି ହେଲେ ମଧ୍ୟ ବୁଝି ପାରୁନାହାନ୍ତି ।

ହେଲେ ଦିନକୁ ଦିନ ମଞ୍ଚ ଉପରେ କିଛି ବ୍ୟକ୍ତି ଅଶିଳ ନୃତ୍ୟକୁ ବି-ରୋଧ କରୁଥିବା ବେଳେ କିଛି ବ୍ୟକ୍ତି ରାଣୀ ପଣ୍ଡାଙ୍କୁ ମଧ୍ୟ ବି-ରୋଧ କରିଥିଲେ । ଆଉ କିଛି ବ୍ୟକ୍ତିଙ୍କ କହିବା କଥା ରାଣୀ ପଣ୍ଡାଙ୍କ ପୋଷାକରେ ନା ଥିଲା ଅଶୀ-ଳତା ନା ହିଁ ଥିଲା ରାଣୀ ପଣ୍ଡାଙ୍କ ନାଚରେ ଅଶୀ-ଳତା ହେଲେ ତଥାପି କାହିଁକି ଲୋକେ ବି-ରୋଧ କରୁଛନ୍ତି । ଯେତେବେଳେ ରାଣୀ ପଣ୍ଡା ହଜାର ହଜାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସେତେବେଳେ ଯଦି ରାଣୀ ପଣ୍ଡାଙ୍କୁ ବି-ରୋଧ କରା ଯାଉନି ତାହାଲେ ଏବେ କାହିଁକି ବି-ରୋଧ କରାଯାଉଛି ।

Leave a Reply

Your email address will not be published. Required fields are marked *