ଝିଅ ବେଶ ଧରି କରୁଥିଲା ଏମିତି କାମ , ପୁଅ ମାନଙ୍କ ସହିତ ଶାରୀ-ରିକ ସଂ-ପର୍କ ରଖିବାକୁ କରୁଥିଲା ପସନ୍ଦ

ଏମିତି ଘଟଣା ବିଷୟରେ ଆପଣ କେବେ ଆଗରୁ ଶୁଣି ନଥିବେ । ଏପରି ଘଟଣା ବିଷୟରେ ଶୁଣିବା ପରେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଜଣେ ପୁଅ ହୋଇ ଆଉ ଜଣେ ପୁଅ ସହିତ କରୁଥିଲେ ଏପରି କାମ । ଯାହା କରିବାକୁ ତାଙ୍କ ବିବେକ ବି ବାଧା ଦେଉ ନଥିଲା । ପସନ୍ଦ ଥିଲା ତାଙ୍କର ଅନ୍ୟ ପୁଅ ମାନଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିବା ଆଉ ସେ ସବୁ କାମକୁ ଭିଡିଓ ମାଧ୍ୟମରେ କ-ଏଦ କରିବା । ତେବେ ଏପରି ଏକ ଘ-ଟଣା କିଛି ଦିନ ଆଗରୁ ଘଟି ଯାଇଥିଲା , ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଥିଲା ।

ତେବେ ଏହାକୁ ନେଇ ବର୍ତ୍ତମାନ ସମୟରେ ଗୋଟିଏ ପରେ ଗୋଟିଏ ଖୋଲାସା ହେବାରେ ଲାଗିଛି । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସତ । ତେବେ ବର୍ତ୍ତମାନ ସମୟରେ ଆଉ ଏକ ନୂଆ କଥା ଶୁଣିବାକୁ ମିଳିଛି । ତେବେ ଏପରି ଏକ ଘ-ଟଣା ଘଟି ଯାଇଥିଲା ଆଳି ବ୍ଲକ ବାଙ୍କେଶ୍ୱର ଗ୍ରାମରେ । ତେବେ ଏହି ଗ୍ରାମର ଅକ୍ଷୟ ରାଉତ ନାମକ ଜଣେ ଯୁବକ , ଯାହାଙ୍କୁ ଝିଅ ବେଶ ହେବା ପାଇଁ ବହୁତ ପସନ୍ଦ ଥିଲା । କେବଳ ଏତିକି ନୁହେଁ , ଝିଅ ପୋଷାକ ପିନ୍ଧି ସେ ପୁଅ ମାନଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ବେଶୀ ପସନ୍ଦ କରୁଥିଲେ ।

ଏପରିକି ପ୍ରତିଦିନ ନୂଆ ନୂଆ ପୁରୁଷ ମାନଙ୍କ ଉପରେ ନିଜର ନଜର ପକାଇ ଚାଲିଥିଲେ । ସେ ବୁଢା ହୁଅନ୍ତୁ କି ଭେଣ୍ଡିଆ ସମସ୍ତେ ତାଙ୍କର ଥିଲେ ପସନ୍ଦ । ଆଉ ସେଥିପାଇଁ ସେ ବୁଢ଼ା ମାନଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଥିଲେ । ସେମାନଙ୍କ ପୋଷାକ ଖୋଲି ଦେଇ ତାଙ୍କ ଦେହ ସହିତ ଦେହ ମିଶାଇବା ପାଇଁ ସେ କରୁଥିଲେ ପସନ୍ଦ । ଆଉ ସେଥିପାଇଁ ତ ଏହାର ପ୍ରମାଣ ମଧ୍ୟ ରଖୁଥିଲେ ସେ । ଶାରୀ-ରିକ ସ-ମ୍ପର୍କ ରଖିବା ସମୟରେ ଭିଡିଓ ମଧ୍ୟ କରୁଥିଲେ ସେ । ଆଉ ଯଦି ଶାରୀ-ରିକ ସ-ମ୍ପର୍କ ନ ରଖିବ , ତେବେ ସେହି ଭିଡିଓ ଗୁଡ଼ିକୁ ଭାଇରାଲ୍ କରିବା ପାଇଁ ଧ-ମକ ମଧ୍ୟ ଦେଇ ଚାଲିଥିଲେ ସେ ।

ତେବେ ଏହାରି ମଧ୍ୟରେ ଅକ୍ଷୟଙ୍କ ଜା-ଲରେ ପଡ଼ି ଯାଇଥିଲେ ଭାଗବତ ଦାସ । ତାଙ୍କୁ ଅକ୍ଷୟ ବାଧ୍ୟ କରି ସବୁ କାମ କରିବା ପାଇଁ ତାଙ୍କ ପାଖେ ପାଖେ ପହଞ୍ଚି ଯାଉଥିଲା । କିନ୍ତୁ ଯାହାକୁ ବାରଣ କରୁଥିଲେ ଭାଗବତ। ଜଣେ ପୁଅ ହୋଇ ଆଉ ଜଣେ ପୁଅ ସହିତ ଶାରୀ-ରିକ ସ-ମ୍ପର୍କ ରଖିବା କଥା ଶୁଣି ତାଙ୍କୁ ବହୁତ ଅଜବ ଲାଗୁଥିଲା ଆଉ ଯେଉଁଥି ପାଇଁ ସେ ସିଧା ସିଧା ଅକ୍ଷୟକୁ ମନା କରି ଦେଇଥିଲେ । କିନ୍ତୁ ଏହି ନା ଶୁଣିବା ପରେ ଅକ୍ଷୟ ମନରେ ଜଳି ଯାଇଥିଲା ନି-ଆଁ । ଆଉ ସେଥିପାଇଁ ସେ ଏପରି କିଛି କାମ କରିଥିଲେ । ସୁଯୋଗ ଦେଖି ଭାଗବତଙ୍କୁ ପାଖକୁ ଡ଼ାକି ତାଙ୍କର ଯୌ-ନାଙ୍ଗ କାଟି ପକାଇ ଥିଲେ । ଯାହା ପରେ ବର୍ତ୍ତମାନ ସମୟରେ ଭାଗବତ ହସ୍ପିଟାଲରେ ଭର୍ତି ହେବା ସହିତ ପୋ-ଲିସ ବର୍ତ୍ତମାନ ଅକ୍ଷୟଙ୍କୁ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *