ଚୁଟି ଧରି ନିର୍ଧୂମ ମା-ଡ଼ ଗୋଲ ହେଉଛନ୍ତି ଛାତ୍ରୀ,ଜଣାନ୍ତୁ ଘ-ଟଣା କଣ।

ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଅନେକ ସମୟରେ ମା-ଡ଼ ଗୋଳ ହେଉଥିବା ଦେଖିବାକୁ ମିଳେ। ହେଲେ ଏଥର କିନ୍ତୁ ଏଥର ମା-ଡ଼ ଗୋଳ ଟିକିଏ ଭିନ୍ନ ଧରଣର। ଯାହାକୁ ନେଇ ସୋସିଆଲ ମିଡିଆରେ ଭିଡ଼ିଓଟି ବେଶ ଭାଇରାଲ ହେବାରେ ଲାଗିଛି। ଘ-ଟଣା କେହି କିଛି ବୁଝିବା ପୂର୍ବରୁ ଛାତ୍ରୀ ଛାତ୍ରୀଙ୍କ ମଧ୍ୟ କ୍ୟା-ଟ ଫା-ଇଟ ଆରମ୍ଭ ହୋଇଯାଇଥିଲା। ମାଡ଼ ଗୋଳ ଏମିତି ହେଲା ଯେ କେହି କାହାକୁ ଛାଡିବାକୁ ନାରାଜ। ଶେଷରେ ସମସ୍ତେ ଘେରି ପଡି ଛାତ୍ରୀଙ୍କ ମା-ଡ଼ ଗୋଳ ଦେଖିବାକୁ ଲାଗିଲେ। ହେଲେ କେଉଁଥି ପାଇଁ ଛାତ୍ରୀ ଛାତ୍ରୀଙ୍କ ମଧ୍ୟରେ ଏତେ ଜୋର ଲ-ଢେଇ ଲାଗିଛି ସେ କଥା କେହି ବୁଝି ପାରୁନଥିଲେ।

ଏଭଳି ଘ-ଟଣା କାନପୁରର ଏକ ନାମୀ ବିଦ୍ୟାଳୟରେ ଘ-ଟିଥିବା ଦେଖିବାକୁ ମିଳିଛି ଆଉ ଛାତ୍ରୀଙ୍କ ମଧ୍ୟରେ ମା-ଡ଼ ଗୋଳ ଚୁଟି ଟଣା ଟଣି ହେଉଥିବା ବେଳେ କେହି ଏହି ସମୟର ଭିଡ଼ିଓକୁ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡିଥିବା କୁହାଯାଉଛି। କେହି କେହି ଏହି ଭିଡ଼ିଓକୁ ଦେଖି କାବା ହେଉଥିବା ବେଳେ ଆଉ କେହି କେହି କହୁଛନ୍ତି ସ୍କୁଲ ୟୁନିଫର୍ମ ପିନ୍ଧି କାହିଁକି ମା-ଡ଼ ଗୋଳ ହେଉଛନ୍ତି।ସେପଟେ ଏହି ଭିଡିଓ ମୋବାଇଲରୁ ମୋବାଇଲ କୁ ଘୁରି ବୁଲୁଥିବା ବେଳେ କେହି କେହି ଏହାକୁ ନେଇ ଅନେକ କମେ-ଣ୍ଟ ମଧ୍ୟ କରୁଥିବା କରୁଥିବା ଦେଖିବାକୁ ମିଳିଛି।

ତେବେ ଭିଡ଼ିଓରେ ଦେଖିବାକୁ ମିଳିଛିକି କୌଣସି ଏକ ଘଟ-ଣାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଘମାଘୋଟ ଲ-ଢେଇ ଆରମ୍ଭ ହୋଇଛି ମା-ଡ଼ ପି-ଟି ହେଉ ହେଉ ଛାତ୍ରୀ ଛାତ୍ରୀଙ୍କ ମଧ୍ୟରେ ଚୁଟି ଭିଡା ଭିଡି ପର୍ଯ୍ୟନ୍ତ କଥା ଯାଇଛି। ସେପଟେ ରା-ଗରେ ଉତ୍କ୍ଷିପ୍ତ ଥିବା ଛାତ୍ରୀଙ୍କୁ ଅନ୍ୟ ଝିଅ ମାନେ ବୁଝାଇ ମା-ଡ଼ ଗୋଳ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଛାତ୍ରୀ ମାନେ କିନ୍ତୁ ବୁଝିବାକୁ ନାରାଜ। ମା-ଡ଼ ଗୋଳ ବନ୍ଦ କରିବା ପରିବର୍ତ୍ତେ ସେମାନେ ଆହୁରି ଚୁଟିକୁ ଟାଣି ଦୁମ ଦାମ ମାଡ଼ ଜଣେ ଅନ୍ୟ ଜଣଙ୍କୁ ମା-ଡ଼ ଦେବାରେ ବ୍ୟସ୍ତ।

ଛାତ୍ରୀ ଛାତ୍ରୀଙ୍କ ମଧ୍ୟରେ ଏପରି ମା-ଡ଼ ଦେଖି ଶିକ୍ଷକ ବି ଏକ ଦମ ଆଷ୍ଟର୍ଯ୍ୟ ହୋଇ ଯାଇଛନ୍ତି। ଯିଏ ଯେତେ ବୁଝେଇବାକୁ ଚେଷ୍ଟା କଲେ ବି କେହି ବୁଝିବା ଭଳି ପରିସ୍ଥିତିରେ ନଥିବା ଦେଖିବାକୁ ମିଳିଛି। ସେପଟେ ଘ-ଟଣା ସଂପ-ର୍କରେ ଜାଣିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଉତ୍କ୍ଷିପ୍ତ ଅବସ୍ଥାରେ ଥିବା ଛାତ୍ରୀମାନେ କେହି ମା-ଡ଼ ଗୋଲର କାରଣ କଣ ତାହା ପ୍ରକାଶ କରି ନାହାଁନ୍ତି। ସେପଟେ ଏହି ଭିଡ଼ିଓକୁ ଦେଖି କେହି କେହି କହୁଛନ୍ତି ଛାତ୍ର ଜୀବନରେ ମା-ଡ଼ ଗୋଳ ଏକ ସାଧାରଣ କଥା ହୋଇଥିବା ବେଳେ ଆଉ କେହି କେହି ଏପରି ମା-ଡ଼ ଗୋଳକୁ ବି-ରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ସେ ଯାହା ବି ହେଉ ଛାତ୍ରୀ ଛାତ୍ରୀଙ୍କ ମଧ୍ୟରେ ଏହି ମାଡ଼ ଗୋଲର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *