ନିଜ ଝିଆରୀ କୁ ଦୁ-ଷ୍କର୍ମ ଉଦ୍ୟମ କରିଥିଲା ଦାଦା । ହୋଲି ଦିନ କରିଥିଲା ଏଭଳି କା-ଣ୍ଡ ।

ଆଜିକାଲି ଝିଅ ମାନେ ନିଜ ଗାଁ , ନିଜ ସହର କିମ୍ବା ନିଜ ଘରେ ମଧ୍ୟ ସୁର-କ୍ଷିତ ନାହାଁନ୍ତି । କେଉଁଠି କିଏ କାହା ଉପରେ ଖରାପ ନଜର ରଖିଥିବ ତାହା ଅନୁମାନ କରିବା ସମ୍ଭବ ନୁହେଁ । କାରଣ ଆଜିକା ଲୋକ ଭଦ୍ର ମୁଖା ପିନ୍ଧି ସମ୍ପର୍କର ନାଁ ନେଇ ଏଭଳି କା-ଣ୍ଡ କରୁଛନ୍ତି ଯାହାକୁ କେବେ ଚିନ୍ତା କରିବା ମଧ୍ୟ ଅସମ୍ଭବ ଅଟେ । ପ୍ରତ୍ୟେକ ଦିନ ଖବର କାଗଜ ଏବଂ ଟିଭିରେ ଅଭଳି ଘ-ଟଣା ସାମ୍ନାକୁ ଆସୁଛି ଯେଉଁଠି ଏକାଧିକ ନିଷ୍ପେସିତ ପୀ-ଡ଼ିତା ନ୍ୟା-ୟ ପାଉ ନାହାଁନ୍ତି । ଇ-ଜ୍ଜତ ତ ଯାଉଛି ତାସହିତ ନିଜର ଆତ୍ମ ସମ୍ମାନ ମଧ୍ୟ ଯାଉଛି । ବର୍ତ୍ତମାନ ସମୟରେ ଏଭଳି ଏକ ଘଟ-ଣା ସାମ୍ନାକୁ ଆସିଛି ଯେଉଁ ଘ-ଟଣା ଅନୁଯାୟୀ ଜଣେ ଯୁବତୀ ନିଜର ସମ୍ପର୍କୀୟ ଦାଦାଙ୍କ ଦ୍ୱାରା ଅସଦା-ଚରଣର ଶି-କାର ହୋଇଛନ୍ତି ।

ସୂଚନା ଅନୁଯାୟୀ ଏହି ଘଟ-ଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନ କଟିନା ଗ୍ରାମର ଅଟେ । ଯେଉଁଠି ଜଣେ ସରକାରୀ କର୍ମଚାରୀ ଶିକ୍ଷକ ଏ ସମ୍ପ-ର୍କରେ ଥା-ନାରେ ଜଣାଇଲେ ଏବଂ ବାହାରେ କହିଲେ ଜୀବନରୁ ମା-ରି ଦେବାକୁ ଧ-ମକ ଦେଇଥିଲେ । ତେବେ ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ଗୋଲକ ଜେନା ଏବଂ ତାଙ୍କ ପତ୍ନୀ ମଧ୍ୟ । ସ୍ୱାମୀର ଏଭଳି କୁକା-ର୍ଯ୍ୟ ସହିତ ହାତ ମେଲାଇଛନ୍ତି ସ୍ତ୍ରୀ । ଯାହାକୁ ନେଇ ପୀ-ଡ଼ିତା ଯୁବତୀ ବନ୍ତ ଥା-ନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଏ ମାମ-ଲାରେ ତାଙ୍କ କଥା କେହି ଶୁଣି ନଥିଲେ କିମ୍ବା ମାମ-ଲା ବିରୋ-ଧରେ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଇ ନଥିଲା ।

ଘ-ଟଣା ଏହା ଥିଲା ଯେ ଗତ କିଛି ଦିନ ତଳେ ହୋଲି ଦିନ ସମ୍ପ-ର୍କୀୟ ଦାଦା ଅର୍ଥାତ ଗୋଲକ ଜେନା ଯୁବତୀଙ୍କ ଘର ଭିତରକୁ ରଙ୍ଗ ଲଗାଇବା ପାଇଁ ପଶି ଆସିଥିଲେ । ସେହି ସମୟରେ ଯୁବତୀ ଜଣକ ଘରେ କାମ କରୁଥିଲେ । ଘରେ ଯୁବତୀଙ୍କୁ ଏକୁଟିଆ ପାଇ ସେ ଡ୍ରେସ ଟଣା ଓଟରା କରିବା ସହିତ ତାଙ୍କ ପ୍ୟାଣ୍ଟ ଖୋଲି ଦେଇଥିଲେ । ମାତ୍ର ଯୁବତୀ ଜଣକ ପାଟି କରିବାରୁ ଗୋଲକଙ୍କ ସ୍ତ୍ରୀ ଦୌଡ଼ି ଆସିଥିଲେ ଏବଂ ଦୁହେଁ ଯୁବତୀଙ୍କୁ ଧ-ମକ ଦେଇଥିଲେ ଯେ ଯଦି ସେ ଏ ବିଷୟରେ ବାହାରେ କାହାକୁ କୁହନ୍ତି କିମ୍ବା ଥା-ନାରେ ଜଣାନ୍ତି ତେବେ ତାଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମା-ରିଦେବେ ବୋଲି ଧ-ମକ ଦେଇଥିଲେ ।

କିନ୍ତୁ ଯୁବତୀ ବନ୍ତ ଥା-ନାରେ ଅଭି-ଯୋଗ କରିବା ପରେବି ପୋ-ଲିସ କୌଣସି ପଦକ୍ଷେପ ନେଇ ନଥିଲେ । ଅଭି-ଯୋଗ କରିବାର ଆଠ ଦିନ ବିତି ଯାଇଛି । ଏବେ ସୁଦ୍ଧା ଉକ୍ତ ସରକାରୀ ଶିକ୍ଷକଙ୍କ ବିରୋ-ଧରେ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଇ ନାହିଁ ତେଣୁ ସଂପୃକ୍ତ ଯୁବତୀ ଜଣକ ବାଧ୍ୟ ହୋଇ ଭଦ୍ରକ ଏସପିଙ୍କୁ ଭେଟି ଅଭି-ଯୋଗ କରିଛନ୍ତି । ଅଭି-ଯୋଗରେ ଦର୍ଶା ଯାଇଛି ଯେ ଗାଁ ହିସାବରେ ଦାଦା ତାଙ୍କୁ ଏଭଳି ଅସଦା-ଚରଣ କରିଛନ୍ତି ତେଣୁ ତାଙ୍କୁ ନ୍ୟା-ୟ ଦରକାର । ତେଣୁ ବର୍ତ୍ତମାନ ଏହି ଅଭି-ଯୋଗ ସାମ୍ନାକୁ ଆସିବା ପରେ ଅଭି-ଯୁକ୍ତ ଗୋଲଖ ବିରୋ-ଧରେ କଣ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *