ଶଶୁର ନାମରେ ଅଭି-ଯୋଗ ଆଣିଲା ବୋହୂ , କହିଲା ଯୌ-ତୁକ ପାଇଁ ମୋତେ ଦୁ-ଷ୍କର୍ମ କଲେ ଶଶୁର

କୁହାଯାଏ ଏ ସମାଜରେ ମଣିଷ ସବୁକିଛି ଭୁଲି ଯାଉଛି । ବଡ଼ ସାନ , ବାପା ମାଆ , ପୁଅ ବୋହୁ ସମସ୍ତେ ନିଜ ନିଜ ସମ୍ପ-ର୍କର ସ୍ଥାନ ଆଉ ମର୍ଯ୍ୟାଦା ଭୁଲି ଯାଉଛନ୍ତି ଆଉ ଏପରି କାମ କରି ଚାଲିଛନ୍ତି , ଯାହା ସମାଜ ଆଖିରେ କଳଙ୍କ ସୃଷ୍ଟି କରୁଛି । ତେବେ ପୁଣିଥରେ ଶଶୁର ବୋହୁ ସମ୍ପ-ର୍କକୁ ନେଇ ଏପରି କିଛି ଘ-ଟଣା ଲୋକଲୋଚନକୁ ଆସିଛି , ଯାହା ବାସ୍ତବରେ ସମସ୍ତଙ୍କୁ ଲ-ଜ୍ଜିତ କରି ଦେଉଛି । ତେବେ ଆଜ୍ଞା ହଁ କଥାଟି କେତେ ଦୂର ସତ , ତାହା ଜଣା ନାହିଁ କିନ୍ତୁ ବୋହୂ ଜଣକ ଶଶୁର ନାମରେ ଆଣିଛନ୍ତି ଏପରି କିଛି ଅଭିଯୋଗ ।

ତେବେ ହଁ ଆଜ୍ଞା ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି , ବାଲିକୁଦା ବ୍ଲକ ବୋରିକିନା ପଞ୍ଚାୟତ ଦରଡ଼ା ଗ୍ରାମରେ । ସୂଚନା ଅନୁଯାୟୀ , ଏହି ଗ୍ରାମର ପତିତ ପାବନ ସେନାପତିଙ୍କ ପୁଅ ବାଦଲ ସେନାପତିଙ୍କୁ ପୀଡ଼ିତା ଜଣକ ବିବାହ କରିଥିଲେ । ବିବାହର ଅନେକ ବର୍ଷ ବିତି ଗଲାଣି ଆଉ ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । କିନ୍ତୁ ଏବେ ମଧ୍ୟ ପୀଡ଼ିତା ଜଣକ ନିଜ ଶଶୁର ଘର ଲୋକଙ୍କ ନାମରେ ଆଣିଛନ୍ତି ଏପରି କିଛି ଅଭି-ଯୋଗ । ଆଉ ଯାହାକୁ ଭୁଲ୍ ବୋଲି କହିଛନ୍ତି ତାଙ୍କ ଶଶୁର ।

ସୂଚନା ଅନୁଯାୟୀ , ବୋହୂ ଜଣକ କହିଛନ୍ତି କି , ଆଜି ବି ତାଙ୍କୁ ତାଙ୍କ ଶଶୁର ଘରେ ଶାରୀ-ରିକ ନିର୍ଯ୍ୟା-ତନା ଦିଆ ଯାଉଛି ଆଉ ତାହା କେବଳ ଯୌ-ତୁକ ପାଇଁ । ଆଉ ଅନ୍ୟ ପକ୍ଷରେ ତାଙ୍କ ଶଶୁର ତାଙ୍କ ସହିତ ଦୁ-ଷ୍କର୍ମ କରି ଚାଲିଛନ୍ତି । ଅନେକ ଥର ତାଙ୍କ ସହିତ ଏପରି କରୁଛନ୍ତି ଆଉ ସବୁକିଛି ଦେଖି ମଧ୍ୟ ଚୁପ୍ ହୋଇ ରହି ଯାଉଛନ୍ତି ତାଙ୍କ ଶାଶୁ ଏବଂ ନଣନ୍ଦ । ଆଉ କେବଳ ଏତିକି ନୁହେଁ , ତାଙ୍କ ସ୍ବାମୀଙ୍କ ମଧ୍ୟ ଅନ୍ୟ ଝିଅ ମାନଙ୍କ ସହ ରହିଛି ସ-ମ୍ପର୍କ । ଆଉ ରାତିରେ ସେ ତାଙ୍କ ପାଖରେ ଶୋଇଥିଲେ ମଧ୍ୟ ଅନ୍ୟ ଝିଅ ମାନଙ୍କ ସହିତ ଫୋନରେ କଥାବାର୍ତ୍ତା କରିଥାନ୍ତି ।

ତେବେ ଏହି ସବୁ କଥାକୁ ଖ-ଣ୍ଡନ କରିଛନ୍ତି , ତାଙ୍କ ଶଶୁର । କେବେ ବି ଯୌ-ତୁକ ପାଇଁ ତାଙ୍କୁ ମଧ୍ୟ କରାଯାଇ ନାହିଁ ବୋଲି ସେ କହିଛନ୍ତି । ଆଜି ଯାଏଁ କେବେ ବି ସେ ଏହି ଘରେ ଭଲ ଭାବରେ ଚଳି ନାହାଁନ୍ତି । ସଦାବେଳେ ବାପ ଘରକୁ ଯାଇଥାନ୍ତି । ସେଠାରେ ତାଙ୍କର ଆଉ କାହା ସହିତ ରହିଛି ସ-ମ୍ପର୍କ । ତେଣୁ ନିଜ ଶଶୁର ଘରକୁ ନିଲାମ କରିବା ପାଇଁ ଏପରି ଯୋଜନା କରିଛନ୍ତି ବୋହୂ । ତେଣୁ ଏହା ପାଇଁ ଉପଯୁକ୍ତ ତ-ଦନ୍ତ କରାଯାଉ ଆଉ ସତ କଣ ଆଗକୁ ଅଣା ଯାଉ ବୋଲି କହିଛନ୍ତି ଶଶୁର ଜଣକ । ତେବେ ଦେଖାଯାଉ ଆଗକୁ କଣ ହେଉଛି ।

Leave a Reply

Your email address will not be published. Required fields are marked *