ଦୀପିକା ରା-ଗରେ ହେଲେ ନି-ଆଁ ମା-ରିକି ମୁହଁ କଲେ ଛତୁ ।

ସ୍ୱାମୀ ନାହିଁ ବୋଲି ମତେ କଣ ଭାବୁଛ କି ଯିଏ ଯାହା ପାରିବ କହିବ ଆଉ ମୁଁ ଚୁପ ହେଇ ଶୁଣି ସବୁ ସହିଯିବି । ମୁଁ ସହିଯିବା ପିଲା ନୁହେଁ କଣ ପାଇଁ ସହିବି ଆଉ କାହିଁକି ସହିବି । ମୁଁ କଣ ଶସ୍ତା ପଡିଛି ତୁମେ କଣ ଜାଣି ପାରୁନ ମୁଁ କେତେ କଷ୍ଟ ପାଇଲିଣି । ଆଉ ନୁହେଁ ଏଥର ଜବାବ ଦେବି ଆଉ ମା-ରିକି ମୁହଁ ଫଟାଇ ଦେବି । କେବଳ ମା-ରିବି ନାହିଁ ମୁହଁ ଛତୁ ବି କରିଦେବି । କଣ ଭାବୁଛ କି ଗୋଟେ ନାରୀକୁ ମୁଁ କଣ ଅବଳା ଆଉ ଦୁର୍ବଳା ହେଇଛି ମତେ ଯିଏ ଯେତେବେଳେ ଯାହା କହିବ ମୁଁ ଶୁଣିକି ସବୁ ସହିଯିବି

ଆଦୌ ନୁହେଁ ମୁଁ ଅନ୍ୟ ମାନଙ୍କ ପରି ନୁହେଁ ମତେ ଯିଏ ଆସିବ ଶୁଣେଇ ଦେଇ ଯିବ ଆଉ ମୁଁ ଚୁପ ହେଇ ସବୁ ଶୁଣି ପୁଣି ଚୁପ ରହିବି । ବନ୍ଧୁଗଣ ଏପରି କିଛି କହି ରା-ଗରେ ଏକ ଦମ ନି-ଆଁ ହୋଇଯାଇଛନ୍ତି ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର ଦିନେଶଙ୍କ ଘର ଆଗରେ ନ୍ୟା-ୟ ପାଇଁ ଅପେକ୍ଷାରେ ଥିବା ଦୀପିକା । ଆଉ କେବଳ ସେ ଏତିକି କଥା କହି ନାହାଁନ୍ତି ରା-ଗରେ ନି-ଆଁ ମଧ୍ୟ ହୋଇଯାଇଛନ୍ତି ଆଉ ଦୀପିକାଙ୍କ ରା-ଗିବା ପଛରେ ବି ଏକ ବହୁତ ବଡ଼ କାରଣ ରହିଛି ।

ଦୀପିକା ରା-ଗି ଯାଇଛନ୍ତି ହଁ କେବଳ ରା-ଗି ନାହାଁନ୍ତି ରାଗିକି ଗୋଟେ ଯୁବକଙ୍କୁ ବହେ ଛେଚିଛନ୍ତି । ଜଣେ ମହିଳା ଯେତେବେଳେ ସହି ସହି ସୀମା ଟପି ଯାଏ ସେତେବେଳେ ମହିଳା ଜଣଙ୍କ ରା-ଗରେ ନି-ଆଁ ହୋଇ ଯାଇଥାନ୍ତି । ଆଉ ଏତିକି ବେଳେ ଯଦି ତାଙ୍କୁ କେହି କିଛି କୁହନ୍ତି ତେବେ ମହିଳାଙ୍କ ଠାରୁ ବେଶୀ ଭ-ୟଙ୍କର ଆଉ କେହି ହୁଅନ୍ତି ନାହିଁ ବୋଲି ଦୀପିକାଙ୍କ ଭିଡିଓ ଦେଖିଲେ ମନେ ହୁଏ । ଶହ ଶହ ଲୋକଙ୍କ ଆଗରେ ଦୀପିକା କହୁଛନ୍ତି ମା-ରିକି ମୁହଁ ଛତୁ କରିଦେବି କଣ ଭାବିଛୁ କି ମତେ ଯାହା ପାରିବୁ ତାହା କରିବୁ । ସ୍ୱାମୀ ନାହିଁ ବୋଲି ମୁଁ କଣ ମୋ ନିଜକୁ ସୁର-କ୍ଷିତ ରଖିପାରିବି ନାହିଁ ।

ମୁଁ କଣ ଅବଳା ଆଉ ଦୁର୍ବଳା କି ମୋ ସହ ଲାଗିଛୁ ଏବେ ସମ୍ଭାଳ । ମୁଁ ମୋ ବାଟରେ ଚୁପ ଥିଲି ତୁ ଆସି କାହିଁକି ମତେ କମେଣ୍ଟ ମା-ରିଲୁ ଏବେ ସମ୍ଭାଳ । ତୁ କଣ ଭାବିଥିଲୁ ତୁ ଆସିବୁ ଆଉ ମତେ କହିବୁ ଆଉ ମୁଁ ଚୁପ ରହିବି । ତୋର ସାହସ କେମିତି ହେଲା ମତେ କ-ମେଣ୍ଟ ମା-ରିବା ପାଇଁ । ତୁ ମତେ ଜାଣିନୁ । ମୋର ସ୍ୱାମୀ ମତେ ପଚାରୁନି ବୋଲି କଣ ତା ବୋଲି ମତେ ସମସ୍ତେ ଅବଳା ଦୁର୍ବଳା ଭାବି ଯିଏ ପାରିବ ସେ ଛୁଇଁ ଦେବ ଯିଏ ପାରିବ ଯାହା କହିଦେବ ଆଉ ମୁଁ ଚୁପ ରହିବି । ଏମିତି କହିକି ରା-ଗିକି ଚିଇଁକି ଉଠିଲେ ଦୀପିକା ଆଉ ଯୁବକଙ୍କୁ ଧରିଲେ ତା ପରେ ଆଉ କେହି ଦୀପିକାଙ୍କ ପାଖରୁ ଯୁବକଙ୍କୁ ର-କ୍ଷା କରି ପାରିଲେ ନାହିଁ ।

ଗୋଟିଏ କଥା ଗୋଟିଏ ମା-ଡ଼ । ଦୀପିକା ଯୁବକଙ୍କୁ ମା-ଡ଼ ମା-ରୁଥିବା ବେଳେ ବି ସେହି ଗୋଟିଏ କଥା କହୁଥିଲେ । ତୁ କଣ ଭାବିଛୁ କି କାହିଁକି ମତେ କ-ମେଣ୍ଟ ମା-ରିଲୁ। ତୋର ଏତେ ସାହାସ ତୁ ମତେ କ-ମେଣ୍ଟ ମା-ରିଲୁ । ମତେ କଣ ନିରୀହ ଭାବିଛୁ । ମୁଁ ତ ତତେ କିଛି କହି ନଥିଲି ତୁ କାହିଁକି ଆଗ ଆସି ମୋ ସହିତ ଲାଗିଲୁ । ଏବେ ମତେ ସମ୍ଭାଳ ମୁଁ ତତେ ଆଦୌ ଛାଡ଼ିବି ନାହିଁ । ତୁ ଆଜି ଏମିତି ଖାଇବୁ ଯେମିଟି ମତେ ଆଉ କିଏ କେବେ କ-ମେଣ୍ଟ ମା-ରିବା କଥା ସ୍ୱପ୍ନରର ସୁଦ୍ଧା ଚିନ୍ତା ମଧ୍ୟ କରି ପାରିବ ନାହିଁ ।

ମୁଁ କାହାକୁ କିଛି କହୁନି ବୋଲି ମତେ ଯିଏ ଯାହା ପାରୁଛ କହି ଦେଇ ଯାଉଛ । ତମେ ମତେ ଚିହ୍ନିନ ମୁଁ ଯେତିକି ଭଲ ସେତିକି ଖରାପ । ଆଉ ମୁଁ କେତେ ଖରାପ ଆଜି ତୁ ଦେଖିବୁ । ତୁ ଦେଖେ ମୁଁ ରା-ଗିଲେ କଣ କରିପାରେ । ଦିନେଶଙ୍କ ଘର ଆଗରେ ସ୍ତ୍ରୀର ଅଧିକାର ପାଇଁ ନ୍ୟା-ୟ ଅପେକ୍ଷାରେ ଥିବା ଦୀପିକା ରା-ଗିକି ନି-ଆଁ ହୋଇଯାଇଛନ୍ତି । ଦୀପିକା ଏଇଥି ପାଇଁ ରାଗିଛନ୍ତି କି ତାଙ୍କୁ ଜଣେ ଯୁବକ କ-ମେଣ୍ଟ ମା-ରିଦେଇଛନ୍ତି ।

ହଁ ବନ୍ଧୁଗଣ କେ ଦୀପିକାଙ୍କୁ କ-ମେଣ୍ଟ ମା-ରିବା ଯୁବକଙ୍କୁ ପଡିଲା ମ-ହଙ୍ଗା । ସର୍ବ ସମ୍ମୁଖରେ କେ ଦୀପିକା ଦେଖାଇଲେ ଦୁର୍ଗା ରୂପ । ସର୍ବ ସମ୍ମୁଖରେ କେ ଦୀପିକା ମାଡ଼ ମା-ରିଲେ ଆଉ ମା-ରି ମା-ରି ପୋ-ଲିସକୁ ବି ଡାକିଲେ ।

ଆଉ ଯେତେବେଳେ ପୋ-ଲିସ ପହଞ୍ଚିଥିଲା ସେତେବେଳେ କେ ଦୀପିକା କ-ମେଣ୍ଟ ମା-ରିଥିବା ଉକ୍ତ ଯୁବକଙ୍କୁ ତାଙ୍କ ଦୋକାନରେ ପୁରାଇ ବନ୍ଦ କରି ରଖିଥିଲେ ଆଉ ଏହି ସମୟରେ ଶହ ଶହ ଲୋକେ ଦୀପିକାଙ୍କ ଦୋକାନ ଆଗରେ ଜମା ହୋଇ ଦୀପିକା କେଉଁଭଳି ଯୁବକଙ୍କୁ ମା-ଡ଼ ମା-ରୁଥିଲେ ତାହା ଦେଖୁଥିଲେ । ଆଉ ଦୀପିକା ଏହି ସମୟରେ କହୁଥିଲେ ଏଥର ଯିଏ ମତେ କିଛି କହିବ । ତାର ମଧ୍ୟ ଏହି ପରି ଅବସ୍ଥା ହେବ ।

Leave a Reply

Your email address will not be published. Required fields are marked *