ଦୀପିକା କହିଲେ ନିଶ୍ଚିତ ମତେ ନ୍ୟା-ୟ ମିଳିବ,ନ୍ୟା-ୟ ପାଇବାର ଦିନ ପାଖେଇ ଆସୁଛି।

ଦୁଃଖର ରାତି ସରି ସରି ଆସୁଛି ।ସୁଖର ସୁରୁଜ ଉଇଁ ଉଇଁ ଆସୁଛି।ମତେ ନିଶ୍ଚିତ ନ୍ୟା-ୟ ମିଳିବ। ମୋର ଦୃଢ଼ ବିଶ୍ୱାସ ଅଛି ମତେ ନିଶ୍ଚିତ ନ୍ୟା-ୟ ମିଳିବ। ମତେ ସାହିର ଆଶ୍ରିବାଦ ମିଳିଛି।ମତେ ଜନସାଧାରଣଙ୍କ ଆଶ୍ରିବାଦ ମିଳିଛି।ମୋ ଉପରେ ସାରା ଓଡ଼ିଶାର ଲୋକଙ୍କ ଭଲ ପାଇବା ଓ ଆଶ୍ରିବାଦ ଅଛି ନ୍ୟା-ୟ ନେଇ ହିଁ ମୁଁ ଏଇ ଘର ଭିତରକୁ ପ୍ରବେଶ କରିବି। ମତେ ବୋହୁ ରୂପେ ଗ୍ରହଣ କରିବେ ପରିବାର ଲୋକେ,ମତେ ସ୍ତ୍ରୀ ରୂପେ ଗ୍ରହଣ କରିବେ ଦିନେଶ, ମୋ ଛୁଆକୁ ବାପାର ପରିଚୟ ଦେଇ କୋଳେଇ ନେବେ ଏ ଦୃଢ଼ ବିଶ୍ୱାସ ମୋର ଅଛି।

ଦେଖନ୍ତୁ ଏ ବର୍ଷା ଆଉ ଶୀତ ରାତିରେ ଯେଉଁଠି ଲୋକେ ଖାଇ ପିଇ ଶୋଇବା କଥା ସେହିଠି ମୋ ପାଇଁ ସେମାନେ ଶାନ୍ତିରେ ସୋଇ ପାରୁନାହାନ୍ତି। ମୋ ଦୁଃ-ଖ ସେମାନଙ୍କୁ କଷ୍ଟ ଦେଉଛି ଆଉ ସେଥିପାଇଁ ତ ଲୋକେ ନସୋଇକି ସାହାଯ୍ୟ କରିବାକୁ ଏ ବର୍ଷା ଅନ୍ଧାର ରାତିରେ ଧାଇଁ ଆସିଛନ୍ତି। ଲୋକେ ଧାଇଁ ଆସି ମୁଁ ବର୍ଷା ଦାଉରୁ କିପରି ର-କ୍ଷା ପାଇବି ତାର ବ୍ୟବସ୍ଥା କରିଦେଇଛନ୍ତି। ମୋ ମୁଣ୍ଡ ଉପରେ ପାଲ ଟାଙ୍ଗି ଦେଇଛନ୍ତି।

ଲୋକଙ୍କ ଉପକାର ମୁଁ ଭୁଲି ପାରିବିନି।ମୋ ବି-ପଦ ସମୟରେ ସେ ମୋ ସାଥିରେ ଅଛନ୍ତି ମତେ ସହଯୋଗ କରୁଛନ୍ତି। ତାଙ୍କ ସହଯୋଗୀ ଓ ସାହାଯ୍ୟ ପାଇଁ ମୁଁ ଏହି ବ୍ରହ୍ମପୁର ବାସୀଙ୍କ ନିକଟରେ ଚିର ରୁଣୀ ରହିବି। କିଛିଟା ଲୋକେ ସିନା ମୋ କଷ୍ଟକୁ ଦେଖି ନଦେଖିଲା ପରି ଆଖି ବୁଝି ଦେଇଛନ୍ତି ହେଲେ ମତେ କିନ୍ତୁ ପୁରା ବ୍ରହ୍ମପୁର ବାସୀ ସାହାଯ୍ୟ ସହଯୋଗର ହାତ ବଢାଇଛନ୍ତି ବୋଲି କହିଛନ୍ତି ଦୀପିକା।

ଦୀପିକାଙ୍କୁ ଜର ଆସୁଥିବା ବେଳେ ତାଙ୍କ ପାଦ ଫୁଲିଯାଉଥିବା ବେଳେ ଓ ଦୀପିକା ବର୍ଷାରେ ଭିଜୁଥିବା ବେଳେ କିଛି ଲୋକେ ଧାଇଁ ଆସି ବର୍ଷା ଅନ୍ଧାର ରାତିରେ ଦୀପିକାଙ୍କ ମୁଣ୍ଡ ଉପରେ ଜରି ପାଲ ଟାଙ୍ଗି ଦେଇଥିବାରୁ ଦୀପିକା ଟିକେ ଆସ୍ୱସ୍ତି ଅନୁଭବ କରୁଥିବା ପ୍ରକାଶ କରିଛନ୍ତି।

ବର୍ତ୍ତମାନ ଦୀପିକାଙ୍କ ବିଶ୍ୱାସ ଧୀରେ ଧୀରେ ବଢୁଛି ଯେଉଁଠି ସାଧାରଣ ଲୋକେ ତାଙ୍କ ପାଇଁ ଆଗେଇ ଆସୁଛନ୍ତି ସେଇଠି ସେମାନଙ୍କ ଭଲ ପାଇବା ଆଉ ଆଶ୍ରିବାଦ ତାଙ୍କୁ ନିଶ୍ଚିତ ଦିନେ ନ୍ୟା-ୟ ଦେବ।ଆଉ ଏଥିପାଇଁ କେ ଦୀପିକା ଖୁବ ଖୁସି ଥିବା ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଏବଂ ଏଥିସହିତ ଦୀପିକା ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କାରଣ ଜନ ସାଧାରଣ ଆଜି ତାଙ୍କ ପାଇଁ ଆଗେଇ ଆସିଛନ୍ତି।

Leave a Reply

Your email address will not be published. Required fields are marked *