ନିଜ ରୋଗ ଭଲ କରିବାପାଇଁ ପାଞ୍ଚ ବର୍ଷର ଝିଆରୀର ହ-ତ୍ୟା କଲେ ନିଜ ଦାଦା…

ପ୍ରତିଦିନ ଘଟୁଅଛି ଏଭଳି ଅନେକ ଘ-ଟଣା ଯାହା ଆମ ଛାତି ଥରାଇ ଦେଉଛି । ଯାହା ଆମକୁ ସ୍ତବ୍ଧ କରିଦେଉଛି । ଯାହାକୁ ସହଜରେ ବିଶ୍ୱାସ କରି ହେଉନାହିଁ । ମନରେ ଅନେକ ପ୍ରଶ୍ନ ଆସୁଛି କି , ସତରେ କଣ ଏଭଳି ହୋଇପାରେ , ସତରେ କଣ ଏଭଳି କିଏ କରିପାରେ । ତେବେ ଏହା ଗପ ଭଳି ଲାଗୁଥିଲେ ବି ସତ । ବିଶ୍ୱର କୋଣ ଅନୁକୋଣରୁ ହ-ତ୍ୟା ଆ-ତ୍ମହ-ତ୍ୟା ମା-ମ-ଲା ପ୍ରତିଦିନ ଆସୁଅଛି । କିଏ କାହାକୁ କୌଣସି କାରଣରୁ ନିଶ୍ଚିତ ଭାବରେ ହ-ତ୍ୟା କରିଦେଉଛି । ମଣିଷର ଛଳ କପଟର ଶି-କାର ହୋଇ କେତେକଙ୍କର ଜୀବନ ଅକାରଣରେ ଚାଲି ଯାଉଛି । ତେବେ ଯେତେ ଚେଷ୍ଟା କଲେ ମଧ୍ୟ ଏହାକୁ ରୋକିବା ଅସମ୍ଭବ ହୋଇପଡିଛି ।

ତେବେ ଏଭଳି ଏକ ଅଭା-ବନୀ-ୟ ଘ-ଟଣା ପୁଣିଥରେ ସାମ୍ନାକୁ ଆସିଅଛି , ଯେଉଁଠି ଗୋଟିଏ ନି-ରୀ-ହ ନି-ଷ୍ପା-ପ ଶିଶୁର ଜୀବନ ନେଇଯାଇଛି ତାର କକା । ବିଚରା ପିଲାଟି ଜାଣିନଥିଲା ତାର ଭୁଲ୍ କଣ , ଦୋ-ଷ କଣ । ତେବେ ଦେଓଗଡ଼ ଜିଲ୍ଲାରୁ ମଙ୍ଗଳବାର ଦିନ ଏଭଳି ଏଭଳି ଘ-ଟଣା ବିଷୟରେ ଶୁଣିବାକୁ ମିଳିଅଛି । ଏହି ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକ ନିଜ ରୋଗ ଭଲ କରିବାପାଇଁ ନିଜର ୫ ବର୍ଷୀୟା ଝିଆରୀର ମୁଣ୍ଡ କା-ଟି ଦେଇଛନ୍ତି । ତେବେ ଦେଓଗଡ଼ ଜିଲ୍ଲାର ରିମାଲ ଥା-ନା ଅଞ୍ଚଳର ହେଟଖାମ ଗ୍ରାମରେ ଏଭଳି ଘ-ଟଣା ଘଟିଅଛି । ଗ୍ରାମର ନାଗାର୍ଜୁନ ଭୈସା ନାମକ ଜଣେ ଯୁବକଙ୍କ ନାମରେ ଅଭି-ଯୋଗ ଦା-ୟର ହୋଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ , ୫ ବର୍ଷୀୟା ରୋଜାଲିନ ମଙ୍ଗଳବାର ଦିନ ନିଜ ଦାଦାଙ୍କ ଘରକୁ ଯାଇଥିଲା ।

ତେବେ ରୋଜାଲିନ ଖାଉଥିବା ସମୟରେ ନାଗାର୍ଜୁନ ତାଙ୍କ ଉପରକୁ କୁରାଢ଼ୀରେ ଆକ୍ର-ମଣ କରିଥିଲେ । ଆଉ ତାଙ୍କ ମୁଣ୍ଡରୁ ବେକକୁ ସମ୍ପୂର୍ଣ୍ଣ ଭାବରେ ଅଲଗା କରିଦେଇଥିଲେ । ତେବେ ନାଗାର୍ଜୁନଙ୍କୁ ମାନ-ସିକ ବିକୃତ ଭାବରେ ସମସ୍ତେ ଆଲୋଚନା କରିଥାନ୍ତି । ତେବେ ଦେବେନ୍ଦ୍ର ଭୈସା ନାମକ ଜଣେ ବ୍ୟକ୍ତିଙ୍କ ଚି-ତ୍କା-ର ଶୁଣି ମୃତ-କଙ୍କ ପିତା ଏବଂ ଗ୍ରାମବାସୀ ଘଟ-ଣାସ୍ଥଳ-ରେ ପହଞ୍ଚିଥିଲେ । ଆଉ ଅଭି-ଯୁକ୍ତଙ୍କୁ ପୋ-ଲି-ସ ନିକଟକୁ ନେଇ ଯାଇଥିଲେ । ତେବେ ପୋ-ଲି-ସ ଘ-ଟଣା ସମ୍ବନ୍ଧରେ ନାଗାର୍ଜୁନଙ୍କୁ ପଚରାଉପଚରା କରିଥିଲେ । ତେବେ ମୃ-ତ ଝିଅର ଶ-ବକୁ ପୋ-ଲି-ସ ପୋ-ଷ୍ଟମୋ-ର୍ଟମ ପାଇଁ ପଠାଇଛି।

ତେବେ ଅନ୍ୟପକ୍ଷରେ ଅଭି-ଯୁକ୍ତଙ୍କୁ ଥା-ନାରେ ରଖାଯାଇଛି । ତାଙ୍କ ବି-ରୁ-ଦ୍ଧରେ ମା-ମ-ଲା ରୁ-ଜୁ ହୋଇଛି । ନିଜ ରୋଗ ଚିକିତ୍ସା ପାଇଁ ନାଗାର୍ଜୁନ ଏଭଳି କାର୍ଯ୍ୟକଳାପ କରିଛନ୍ତି ବୋଲି ପଚରାଉଚରା ସମୟରେ ସ୍ୱୀକାର କରିଛନ୍ତି । ତେବେ ହ-ତ୍ୟାକା-ଣ୍ଡର ପ୍ରକୃତ ରହସ୍ୟ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଜଣେ ପୋ-ଲି-ସ ଅଧିକାରୀଙ୍କ କହିବା ଅନୁଯାୟୀ , ଅଭି-ଯୁକ୍ତ ସ୍ୱୀକାର କରିଛନ୍ତି କି ରୋଗର ଚିକିତ୍ସା ପାଇଁ ସେ ଏଭଳି କା-ଣ୍ଡ କରିଛନ୍ତି । ଝିଅର ପରିବାର ଲୋକ କହିଛନ୍ତି କି , ନାଗାର୍ଜୁନ ମାନ-ସିକ ବିକୃତ ଅଟନ୍ତି । କିନ୍ତୁ ଅଭି-ଯୁକ୍ତ ମାନ-ସିକ ସ୍ତରରେ ବିକୃତ ଥିବାର କୌଣସି ପ୍ରମାଣ ନାହିଁ ବୋଲି ଥା-ନା ଅଧିକାରୀ କହିଛନ୍ତି । ତାଙ୍କ ଅନୁଯାୟୀ , ମଣିଷର ବ-ଳିଦା-ନ ଦ୍ୱାରା ରୋଗରୁ ମୁକ୍ତି ମିଳିପାରିବ ବୋଲି ଅନୁମାନ କରି ସେ ଏଭଳି ହ-ତ୍ୟାକା-ଣ୍ଡ କରିଛନ୍ତି । ତେବେ ଏହାର ସତ୍ୟାସତ୍ୟ କୌଣସି ପ୍ରମାଣ ହୋଇନାହିଁ ।

Leave a Reply

Your email address will not be published. Required fields are marked *