ଧନ ମୁଁ ତୁମକୁ ମା-ରିନି କି ପର ପୁରୁଷ ପାଖେ ସୋଇନି।

ଧନରେ ପିଲା ମାନଙ୍କୁ ଛାଡି ମତେ ଛାଡି ତୁମେ କେମିତି ଯାଇ ପାରିଲ। ତୁମର ଯଦି ମୋ ସଙ୍ଖା ସିନ୍ଦୁର ଉପରେ ସ-ନ୍ଦେହ ହେଉଥିଲା ତୁମର ଯଦି ମୋ ଭଲ ପାଇବା ଉପରେ ଭରଷା ନଥିଲା ମତେ ତ ଥରେ ପଚାରି ପାରିଥାନ୍ତ। ହେଲେ ତୁମେ କିଛି ନ କହି ନିରବରେ ନିରବି ଗଲ ଆଉ ଦେଇଗଲ ନିନ୍ଦା ଅପ-ବାଦ ଅନେକ ଛଳନା। ଏ ସମାଜ ମତେ ହ-ତ୍ୟାକା-ରୀ କହୁଛି। ହେଲେ ମୁଁ କେମିତି ଏ ସମାଜକୁ କହିବି ମୁଁ ହ-ତ୍ୟା କରିନି ବୋଲି।

ସମସ୍ତଙ୍କ ମୁହଁରୁ ଗୋଟିଏ କଥା ଶୁଣି ଶୁଣି ମୁଁ ଥକି ଗଲିଣି କି ମୁଁ କୁଆଡେ ହ-ତ୍ୟାକା-ରୀ। ମୁଁ ହ-ତ୍ୟାକା-ରୀ ନୁହେଁ କି ମୁଁ ତୁମକୁ ହ-ତ୍ୟା କରିନି। ମୁଁ ତ ତୁମକୁ ଭଲ ପାଇ ବିବାହ କରିଥିଲି। ତୁମ ହାତ ଧରିବି ବୋଲି ଘର ପରିବାର ଲୋକଙ୍କ ହାତ ଛାଡି ଚାଲି ଆସିଥିଲି। ହେଲେ ତୁମେ ମତେ ଅଧା ରାସ୍ତାରେ ଧୋ-କା ଦେଇ ଆର ପାରିକୁ ଚାଲିଗଲ। ଆର ପାରିକୁ ଯିବା ପୂର୍ବରୁ ଥରୁଟିଏ ତ ମୋ କଥା ଭାବି ଥାନ୍ତ।

ବନ୍ଧୁଗଣ ସ୍ତ୍ରୀ ସ୍ୱାମୀର ଶ-ବ ପାଖରେ ବସି ବାହୁନି ବାହୁନି କା-ନ୍ଦୁଛି। ଆଉ ବାହୁନି ବାହୁନି କହୁଛି ହାତରୁ ଭା-ଙ୍ଗି ଦେଲି ସଙ୍ଖା ମଥାରୁ ପୋଛି ଦେଲି ସିନ୍ଦୁର। ତୁ ସିନା ସବୁ ଦିନ ପାଇଁ ଶୋଇଗଲୁ ହେଲେ ମତେ ନି-ନ୍ଦା ଅପ-ବାଦ ଦେଇଗଲୁ। ଏବେ ମୁଁ ଯେତେ ବି କହିବି ମୁଁ ତତେ ମା-ରିନି ବୋଲି ମତେ କେହିବି ବିଶ୍ୱାସ କରିବେନି। ତୁ କେମିତି ମତେ ସ-ନ୍ଦେହ କଲୁ। ମୁଁ ସିଏ ଥିଲି ରେ ଯିଏ ତୋ ପାଇଁ ପରିବାର ଲୋକଙ୍କୁ ଦୂରେଇ ଦେଇଥିଲା।

ମୁଁ ସିଏ ଥିଲି ଯିଏ ତୋ ପାଇଁ ଦିନେ ଘରୁ ଗୋଡ଼ କାଢି ଥିଲା। ତୋ ନା ରେ ଶଙ୍ଖା ସିନ୍ଦୁର ପିନ୍ଧିବି ବୋଲି ମୁଁ ସବୁକିଛି ଭୁଲି ଯାଇଥିଲି। ହେଲେ ତୁ ମତେ ଭୁଲି ଯାଇ ଆଖି ବୁଝି ଦେଲୁ। ମୁଁ ତତେ ଧୋ-କା ଦେଇନି ତୁ ମତେ ଧୋ-କା ଦେଇ ଚାଲିଗଲୁ।ଯେତେ ସାରା ନି-ନ୍ଦା ଅପ-ବାଦ ମତେ ଦେଇଗଲୁ।

ସମସ୍ତେ କହୁଛନ୍ତି ମୁଁ କୁଆଡେ ତୋ ଜୀବନ ନେଇଯାଇଛି। ହେଲେ ତୁ କହିଲୁ ମୁଁ କଣ ତୋ ଜୀବନ ନେଇ ପାରିବି। ମୁଁ ଆଜି ବେସାହାରା ହୋଇ ପଡିଛି। ମୁଁ ନି-ର୍ଦୋଷ ହୋଇବି ନି-ର୍ଦୋଷ ବୋଲି ଛାତି ପି-ଟି କା-ନ୍ଦିଲେ ବି ମତେ କେହି ବିଶ୍ୱାସ କରୁ ନାହାଁନ୍ତି ଏକ ତ ତତେ ହରେଇବାର ଦୁଃ-ଖ ଦୁଇରେ ତତେ ମୁଁ ମା-ରି ଦେଇଥିବାର ମି-ଥ୍ୟା ଅଭି-ଯୋଗ ମୋ ମୁଣ୍ଡ କଣ କରି ଦେଉଛି। ତୋ ସାହି ପଡିଶା ସମ୍ପ-ର୍କୀୟ ସମସ୍ତେ ମୋ ଦୋ-ଷ ଦେଉଛନ୍ତି।

ହେଲେ ତୁ ଯିବା ପୂର୍ବରୁ ଥରୁଟିଏ ବି ମୋ କଥା ଚିନ୍ତା କଲୁନି। ତୁ ସ୍ୱାର୍ଥପର ହୋଇ ଆର ପାରିକୁ ଚାଲିଗଲୁ। ମୁଁ ଏକା ଏକା ଏ ଦୁନିଆରେ କେମିତି ବଞ୍ଚିବି। ଆମ ଛୁଆ ଦୁଇଟି ଙ୍କୁ ନେଇ ଆହୁରି ଏତେ ଲମ୍ବା ରାସ୍ତା ଏକା ଏକା କେମିତି ଅତିକ୍ରମ କରିବି କହିଲୁ। ସବୁକିଛି ଧୋ-ନ୍ସ ହେଇଗଲା ରେ। ତୁ ତ ଶାନ୍ତିରେ ଶୋଇଗଲୁ ହେଲେ ମତେ ସବୁଦିନ ପାଇଁ ନି-ନ୍ଦା ଅପ-ବାଦ ଦେଇଗଲୁ।

ସ୍ୱାମୀ ସବୁ ଦିନ ପାଇଁ ସୋଇ ଯାଇଛି ଚିର ନିନ୍ଦ୍ରାରେ। ଆଉ ସ୍ତ୍ରୀ କା-ନ୍ଦୁଛି ଭବିଷ୍ୟତ କୁ ନେଇ ଚିନ୍ତା କରୁଛି। ଭାବୁଛି ସମସ୍ତେ ସ୍ୱାର୍ଥପର ସ୍ୱାମୀ ଚାଲିଗଲା। ଏକାଠି ଜୀବନ ଥିବା ଯାଏ ହାତ ଧରି ଚାଲିବ ବୋଲି ଦିନେ କଥା ଦେଇଥିଲା। ହେଲେ ଅଧା ରାସ୍ତାରୁ ମୋ କୋଳରେ ଦୁଇଟି ଛୁଆ ଦେଇ ସବୁଦିନ ପାଇଁ ନିରବି ପାଇଁ ନିରବି ଗଲା। ସବୁ ସବୁଦିନ ପାଇଁ ସୋଇ ଯାଇଛି ସତ ହେଲେ ନି-ନ୍ଦା ଅପ-ବାଦ ଦେଇ ଯାଇଛି।

ସମସ୍ତେ କହୁଛନ୍ତି ମୁଁ କୁଆଡେ ମୋ ସ୍ୱାମୀଙ୍କୁ ହ-ତ୍ୟା କରିଛି। ଯେଉଁ ସ୍ୱାମୀର ହାତ ଧରି ବିବାହ କରିଥିଲି ଯେଉଁ ସ୍ୱାମୀଙ୍କ ନାମରେ ସଙ୍ଖା ସିନ୍ଦୁର ପିନ୍ଧିଥିଲି ସେହି ସ୍ୱାମୀଙ୍କୁ ମୁଁ କିପରି ହ-ତ୍ୟା କରି ପାରିବି। ମୋ ହାତ କଣ ଯିବ କି। କେବଳ ଭଗବାନ ହିଁ ଭରଷା ସେ ହିଁ ଏକା ଜଣେଇ ପାରିବେ ମୁଁ ମୋ ସ୍ୱାମୀଙ୍କୁ ହ-ତ୍ୟା କରିନି ବୋଲି। କା-ନ୍ଦି କା-ନ୍ଦି କହିଛନ୍ତି ସ୍ତ୍ରୀ।

Leave a Reply

Your email address will not be published. Required fields are marked *