ପ୍ରେମିକାର ଘର ଆଗରେ ପ୍ରେମିକର ବୋ-ମା ମା-ଡ଼।

ତୁ ଯଦି ମୋର ହେବୁନି ତାହାଲେ ମୁଁ ତତେ ଆଉ କାହାର ହେବାକୁ ଦେବିନି। ତୁ କେବଳ ମୋର ତୁ ଯଦି ତୋ ମଥାରେ ସିନ୍ଦୁର ନାଇବୁ ତେବେ କେବଳ ମୋ ପାଇଁ। ତୁ ଯଦି ତୋ ହାତରେ ମେହେନ୍ଦୀ କରିବୁ କେବଳ ମୋ ନାଁରେ ଆଉ ତୁ ଯଦି ତୋ ବେକରେ ମଙ୍ଗଳସୁତ୍ର ପିନ୍ଧିବୁ ତେବେ କେବଳ ମୋ ହାତରୁ। ଶୁଣେ ମୁଁ ତତେ କହି ଦେଉଛି ଏ ବୋ-ମା ମା-ଡ଼ କେବଳ ଟ୍ରେଲର ଥିଲା ତୁ ମତେ ଜାଣିନୁ ମୁଁ ଯେମିତି ତତେ ପ୍ରେମ କରିଥିଲି ସେମିତି ତତେ ଘୃଣାରେ ଭିଯାଇ ଦେବି।

ତୁ ଯଦି ମୋର ନହେବୁ ତ ଆଉ କାହାର ହୋଇ ପାରିବୁ ନାହିଁ। ମୁଁ ତତେ ଭଲ ପାଇଥିଲି ଆଉ ତୁ ବି ମତେ ଭଲ ପାଇଥିଲୁ ହେଲେ କିନ୍ତୁ ତୁ ଅଧା ବାଟରେ ମତେ ଧୋ-କା ଦେବୁ ବୋଲି ଭାବିଛୁ ହେଲେ ମୁଁ କହି ଦେଉଛି। ମୁଁ ବି ଦେଖିବି ତୁ କେମିତି କିପରି ଆଉ କାହା ହାତରୁ ସିନ୍ଦୁର ପିନ୍ଧିବୁ।

ବନ୍ଧୁଗଣ ପ୍ରେମିକାର ଘର ଆଗରେ ପ୍ରେମିକର ବ-ର୍ବର କା-ଣ୍ଡ। ଯାହା କେବଳ ପ୍ରେମିକାକୁ ନୁହେଁ ପ୍ରେମିକାର ପରିବାର ଲୋକଙ୍କ ମନରେ ମଧ୍ୟ ଭ-ୟ ସୃଷ୍ଟି କରିଛି। ଦିନେ ପ୍ରେମିକ କହିଥିଲା ତୁ ଯଦି ମତେ ନ ବାହା ହେବୁ ମୁଁ ତୋ ଘର ଆଗରେ ବୋ-ମା ମା-ଡ଼ କରିବି। ଆଉ ସତକୁ ସତ ପ୍ରେମିକ ସେମିତି ହିଁ କରିଦେଇଥିଲା। ଅଧ ରାତିରେ ସମସ୍ତେ ସୋଇ ସାରିଥିବା ବେଳେ ପ୍ରେମିକାର ଘର ଆଗରେ ବୋ-ମା ମା-ଡ଼ କଲା ପ୍ରେମିକ।

ଶୁନ ସାନ ରାତିରେ ପ୍ରେମିକର ବୋ-ମା ମା-ଡରେ କ-ମ୍ପି ଉଠିଲା ପ୍ରେମିକାର ଗାଁ। ସମସ୍ତଙ୍କ ମନରେ ଭ-ୟ ସମସ୍ତଙ୍କ ଛାତି ଥରି ଉଠିଲା ସଙ୍ଗେ ସଙ୍ଗେ ପୁରା ଗାଁ ରେ ଖେଳି ଗଲା କୋକୁଆ ଭ-ୟ ହେଲେ ସମସ୍ତେ କହୁଥିଲେ କଣ ଘ-ଟିଲା କିଏ ଓ କାହିଁକି ବୋ-ମା ମା-ଡ଼ କଲା ତା ପରେ ଜଣା ପଡିଲା କି ପ୍ରେମିକ ଜଣଙ୍କ ପୂର୍ବରୁ ଦେଇଥିବା ଧ-ମକ କୁ ସତ କରିଦେଇଛନ୍ତି।

ଏଭଳି ଘଟ-ଣା ଘ-ଟିଛି କଟକ ଜିଲ୍ଲା ନରସିଂହପୁର ଥା-ନା ଅଞ୍ଚଳରେ। ଏହି ଅଂଚଳର ଏକ ଯୁବକ ଏକ ତରଫା ପ୍ରେମ କରୁଥିଲେ ନିଜ ଗ୍ରାମର ଏକ ଜୁବତୀଙ୍କୁ ଆଉ ଯୁବତୀ ଜଣଙ୍କ ଯୁବକଙ୍କ ପ୍ରେମକୁ କରିଥିଲେ ପ୍ର-ତ୍ୟାଖ୍ୟା-ନ। ହେଲେ ଯୁବକ ଜଣଙ୍କ ସତ ଚେଷ୍ଟା କଲା ପରେ ବି ଯେତେବେଳେ ଯୁବତୀଙ୍କୁ ନିଜର କରି ପାରି ନଥିଲେ ଓ ଯୁବତୀ ଜଣଙ୍କ ସେତେବେଳେ କୁଆଡେ ଯୁବକଙ୍କୁ ସିଧାସଳଖ ତାଙ୍କୁ ପ୍ରେମ କରିବାକୁ ମନା କରିଦେଇଥିଲେ ସେହି ସମୟରେ ଯୁବକ ଜଣଙ୍କ ପ୍ରେମକୁ ଘୃ-ଣାରେ ପରିଣତ କରିଦେଇଥିଲେ।

ଆଉ ଯୁବତୀଙ୍କୁ ଧ-ମକ ଦେଇ କହିଥିଲେ କି ତୁ ଯଦି ମୋର ନହେବୁ ତତେ ସିଧା ଉପରକୁ ପଠାଇ ଦେବୀ ଆଉ ସତକୁ ସତ ଯୁବକ ଜଣଙ୍କ କହିବା ଅନୁଯାୟୀ ରାତି ଅଧରେ ଆସି ଯୁବତୀଙ୍କ ଘର ଉପରକୁ ବୋ-ମା ମା-ଡ଼ କରିଥିଲେ। ଏହି ବୋମା ମାଡରେ ଯୁବତୀଙ୍କ ଘରର ଅନେକ ଜିନିଷ ଭା-ଙ୍ଗି ରୁ-ଜ୍ଜି ନ-ଷ୍ଟ ହୋଇ ଯାଇଛି।

ତେବେ କେବଳ ଏତିକିରେ କଥା ସରି ନଥିଲା ରାସ୍ତାରେ ଯେଉଁଠି ଦେଖିବ ସେଇଠି ଉଠାଇ ନେବ ବୋଲି ମଧ୍ୟ କୁଆଡେ ଦେଇଥିଲା ଧ-ମକ। ଆଉ ଯେତେବେଳେ ବି ଝିଅକୁ ଯୁବକ ଜଣଙ୍କ ରାସ୍ତାରେ ଘାଟରେ ବାଟରେ ଦେଖୁଥିଲେ ସିଧା ଅଟକାଇ ଦେଇ ପ୍ରେମ ନିବେଦନ କରୁଥିଲା। ଗୋଲାପ ଦେଇ ଆଣ୍ଠେଇ ପଡୁଥିଲା ହେଲେ ଝିଅ ବାରମ୍ବାର ମନା କରି କରି ଥକି ଯାଇଥିଲା।

ଆଉ ଏନେଇ ଝିଅ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲା ପରିବାର ଲୋକେ ଉକ୍ତ ଯୁବକଙ୍କୁ ବୁଝା ସୁଝା ମଧ୍ୟ କରିଥିଲେ। ହେଲେ କିନ୍ତୁ ପ୍ରେମିକ ପ୍ରବର ଜଣଙ୍କ ବୁଝି ନଥିଲା ପ୍ରତି-ଶୋଧ ପରାୟଣ ହୋଇ ପ୍ରେମିକାର ଘର ଉପରକୁ କରିଥିଲା ବୋ-ମା ମା-ଡ଼। ଏହି ବୋ-ମା ମା-ଡ଼ ଫଳରେ ଘରର କବାଟ ଝରକା ମଧ୍ୟ ଭା-ଙ୍ଗି ରୁ-ଜ୍ଜି ଯାଇଛି। ଯାହାକୁ ନେଇ ଥା-ନାରେ ଅଭି-ଯୋଗ କରିଛନ୍ତି ଝିଅର ପରିବାର ଲୋକେ।

Leave a Reply

Your email address will not be published. Required fields are marked *