ସପ୍ତମ ଶ୍ରେଣୀର ଭଉଣୀକୁ ଗର୍ଭ-ବତୀ କଲା ଧରମ ଭାଇ, ପୂରା ଘ-ଟଣା ଜାଣିଲେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ। ପଢନ୍ତୁ ଏହି ଖବର।

ଭାଇ ଓ ଭଉଣୀର ସମ୍ପର୍କ ଅତୁଟ ସମ୍ପର୍କ ହୋଇଥାଏ। ଦୁହିଁଙ୍କ ଭିତରେ ଯେତେ ଝଡ ଆସିଲେ ମଧ୍ୟ ଖରାପ ସମୟରେ ଏକାଠି ହୋଇ ଲ-ଢେ-ଇ କରିଥାନ୍ତି। ଆପଣ ଅନେକ ଭାଇ ଭଉଣୀଙ୍କ କାହାଣୀ ବିଷୟରେ ଶୁଣିଥିବେ। ଯେପରିକି ପୁରାଣରେ ରାବଣ ଓ ସୁପନେଖା କାହାଣୀ ବିଷୟରେ ଜାଣିଥିବେ। ଭଉଣୀ ସହ ହୋଇଥିବା ଦୁ-ର୍ବ୍ୟବ-ହାର ପାଇଁ ଭାଇ ପ୍ରତି-ଶୋଧ ନେବା ପାଇଁ ପଛେଇଲା ନାହିଁ। ପ୍ରତି-ଶୋଧ ପରାୟଣ ହୋଇ ନିଜ ଜୀବନ ହରେଇଲେ ପଛେ ମୁଣ୍ଡ ନୁଆଁଇଲେ ନାହିଁ। କିନ୍ତୁ ଆଜିର କଳିଯୁଗରେ ଭାଇ ଓ ଭଉଣୀ ଭିତରେ ଅନେକ ଅନୈ-ତିକ ସମ୍ପର୍କ ଦେଖିବାକୁ ମିଳୁଛି।

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ। ବର୍ତ୍ତମାନ ସମୟରେ ପ୍ରେମରେ କୌଣସି ପବିତ୍ରତା ନାହିଁ ଯଦି ଅଛି ତ କେବଳ ଛଳନା, ଧୋ-କା, ଏବଂ ପ୍ରତା-ରଣା। କେବଳ ସେତିକି ନୁହେଁ ବର୍ତ୍ତମାନ ସମୟର ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି। ତେବେ ବର୍ତ୍ତମାନ ସମୟରେ ଯେଉଁ ଖବର ସାମ୍ନାକୁ ଆସିଛି ସେ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଧରମ ଭାଇର ପ୍ରେମରେ ପଡି ନାବା-ଳିକା ଭଉଣୀ ହେଲା ଗର୍ଭ-ବତୀ। ତେବେ ଏଭଳି ଘ-ଟଣା ନୟାଗଡ ଜିଲ୍ଲା ଦଶପଲା ଥାନା ଅଞ୍ଚଳରେ ଘ-ଟିଛି। ୧୮ ଫେବ୍ରୁଆରୀ ୨୦୨୨ ମସିହାରେ ନାବା-ଳିକାଙ୍କ ବୋଉ ଥା-ନାରେ ଝିଅ ଫେ-ରାର ହୋଇଯାଇଥିବା ଖବର କରିଥିଲେ। ଝିଅକୁ କେହି ନେଇ ଯାଇଥିବା ଅଭି-ଯୋଗ କରିଥିଲେ। ତେବେ ପୋ-ଲିସ ତ-ଦ-ନ୍ତ ପରେ ଜଣା ପଡିଥିଲା ଯେ ନାବା-ଳିକା ଜଣକ କୌଣସି ସମ୍ପର୍କୀୟ ଭାଇ ସହ ପ୍ରେମ କରି ଫେ-ରା-ର ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଝିଅର ସମ୍ପ-ର୍କୀୟ ଭାଇ ପ୍ରତ୍ୟେକ ଦିନ ନାବା-ଳିକା ଘରକୁ ଆସନ୍ତି। ପ୍ରତ୍ୟେକ ଦିନ ଦେଖା ସାକ୍ଷାତରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ଏହାପରେ ଦୁହେଁ ପ୍ରେମରେ ପଡି ନାବା-ଳିକାଙ୍କ ଘରେ ଯୁବକ ଜଣକ ଶାରୀ-ରିକ ସ-ମ୍ପର୍କ ରଖିଥିଲେ। ତେବେ ଏହି ବିଷୟରେ ନାବା-ଳିକାଙ୍କ ଘର ଲୋକ ଜାଣି ନଥିଲେ। ଏହାପରେ ଘରୁ ଫେ-ରା-ର ହୋଇଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ସ୍କୁଲ ଯାଉଛି କହି ନାବା-ଳିକା ଜଣକ ଯୁବକଙ୍କ ଫେ-ରାର ହୋଇ ଯାଇଥିଲେ।

ଯୁବକ ଜଣକ ନାବା-ଳିକାକୁ ସ୍ତ୍ରୀର ପରିଚୟ ଦେଇ ଏକ ଭଡା ଘରେ ନେଇ ରଖି ଥିଲା। ନାବା-ଳିକାଙ୍କ ମାଆର ଅଭି-ଯୋଗ ଅନୁଯାୟୀ ପୋ-ଲି-ସ ତ-ଦ-ନ୍ତ ଆରମ୍ଭ କରି ଦେଇଥିଲା। ନାବା-ଳିକାକୁ ଯୁବକଙ୍କ କବଳରୁ ଉ-ଦ୍ଧା-ର କରି ମେଡ଼ିକାଲ ଟେଷ୍ଟ ପାଇଁ ପଠାଇଲା। ନାବା-ଳିକା ଜଣକ ଗର୍ଭ-ବତୀ ହୋଇଥିବା ଜଣାପଡିଛି। ବାସ୍ତବରେ ଭାଇ ଭଉଣୀ ର ସମ୍ପର୍କରେ କ-ଳ-ଙ୍କ ଲାଗିଛି।

Leave a Reply

Your email address will not be published. Required fields are marked *