ଦୀପିକା ଯଦି ଏଠି ସେଠି ନାଟ କରିଥାନ୍ତା ତାହାଲେ ଆଜି ସେ ଦୁଆରେ ବସି ନଥାନ୍ତା….

ଗଣ ମାଧ୍ୟମ ସମ୍ମୁଖରେ ପ୍ରତି-କ୍ରିୟା ରଖିବା ବେଳେ ଦିନେଶଙ୍କ ମା କୁଆଡେ କହିଥିଲେ କି ଦୀପିକା ସମସ୍ତଙ୍କ ଆଖିକୁ ଦେଖା ଯାଉଛି ହେଲେ ଦୀପିକାଙ୍କ ଶାଶୁ ଶଶୁର କଣ କାହା ଆଖିକୁ ଦେଖା ଯାଉ ନାହାଁନ୍ତି। ତେବେ ଏହି କଥା ଶୁଣି ଲୋକେ କହୁଛନ୍ତି ଦୀପିକାଙ୍କୁ ବୋହୁ ରୂପେ ଗ୍ରହଣ କଲେ କି ଦିନେଶଙ୍କ ମା। କାରଣ ଦୀପିକାଙ୍କ ମା ନିଜେ ହିଁ କହିଛନ୍ତି ଶାଶୁ ଶଶୁର ମାନେ ଦିନେଶଙ୍କ ବାପା ମା ଦୀପିକାଙ୍କ ଶାଶୁ ଶଶୁର ହିଁ ହେବେ ତାହାଲେ ଯଦି ଦିନେଶଙ୍କ ମା ଶାଶୁ ଶଶୁର ତେବେ ଦୀପିକାଙ୍କୁ ବୋହୁ ରୂପେ ଗ୍ରହଣ କରିନେଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ସେପଟେ ଲୋକେ ଆହୁରି କହିଛନ୍ତି କି ଗଣ ମାଧ୍ୟମ ଯେତେବେଳେ ଦିନେଶଙ୍କ ମାଙ୍କୁ ପ୍ରଶ୍ନ କରିଥିଲେ କି ଦିନେଶ କେଉଁଠି ଅଛନ୍ତି ଦିନେଶଙ୍କ ମା କହିଥିଲେ ମୋ ପୁଅ ବାଇଆଟା ସେ କୁଆଡେ ଥିବ ଆମେ ଜାଣିନୁ।ଦିନେଶଙ୍କ ମାଙ୍କ ଏହି ପ୍ରତି-କ୍ରିୟାକୁ ନେଇ ଗୋଟେ ପ୍ରକାର ଲୋକେ ନିଶ୍ଚିତ ହୋଇଯାଇଛନ୍ତି କି ବୋଧେ ହୁଏ ଦିନେଶଙ୍କ ଏହି ବାଇଆ ଗୁଣ ପାଇଁ ଦୀପିକାଙ୍କ ସହ ସେ କଣ କରିଛନ୍ତି ତାହା ଦିନେଶ ଭୁଲି ଯାଇଛନ୍ତି ସମୟ ଆସିଲେ ପୁଣି ମନେ ପଡିଯିବ ବୋଲି ଲୋକେ ଆଲୋଚନା କରୁଛନ୍ତି।

ଏହି ଘଟ-ଣାକୁ ନେଇ ସମାଜସେବୀ ସୁନିତା ମହାନ୍ତି କହିଛନ୍ତି କି ଯଦି ଦୀପିକା ଜଣେ କ୍ୟାରେକ୍ଟର ଲେସ ଝିଅ ହୋଇଥାନ୍ତା ତାହାଲେ ସେ ବି ମଧ୍ୟ ଦିନେଶଙ୍କ ଘର ଆଗରେ ନ୍ୟା-ୟ ପାଇଁ ଦିନ ପରେ ରାତି ରାତି ପରେ ଦିନ ଦୀର୍ଘ ଦିନ ଧରି ଧାରଣାରେ ବସିରହିନଥାନ୍ତା।ଦୀପିକା ଯଦି କ୍ୟାରେକ୍ଟର ଲେସ ଝିଅ ହୋଇଥାନ୍ତା ତେବେ ଦିନେଶ ଯେତେବେଳେ ପ୍ରତା-ରଣା କଲେ ସେ ଆଉ କୋଉ ପୁଅ ସହ ବୁଲିଥାନ୍ତା ନିଜ ଜୀବନକୁ ଉପଭୋଗ କରିଥାନ୍ତା। ନା କି ଦିନେଶଙ୍କ ର-କ୍ତରୁ ଜନ୍ମ ନେଇଥିବା ପୁଅ ପାଇଁ ଦୀପିକା ଖରା ବର୍ଷା ଶୀତ କାକରକୁ ସହି ନ୍ୟା-ୟ ଭିକ୍ଷା କରି ନଥାନ୍ତା।

ଆହୁରି ମଧ୍ୟ କେହି ଘଟ-ଣାକୁ ନେଇ ସମା-ଜସେବୀ ସୁନିତା ଦିନେଶଙ୍କ ବାପା ମାଙ୍କ ଉପରେ ବର୍ଷିଛନ୍ତି। ସୁନିତା ମହାନ୍ତି କହିବା ଅନୁଯାୟୀ ଭୁଲ ଦୁଇ ଜଣଙ୍କର ଥିବା ବେଳେ ଦିନେଶଙ୍କ ବାପା ମା କେବଲର ଦୀପିକାର ଦୋ-ଷ ଦେଇଚାଲିଛନ୍ତି ହେଲେ ଦିନେଶଙ୍କ ବାପା ମା ମନେ ରଖିବା ଉଚିତ କି ଗୋଟିଏ ଆଙ୍ଗୁଠି ଅନ୍ୟକୁ ଉଠାଇବା ପୂର୍ବରୁ ଆଉ ୪ଟି ଆଙ୍ଗୁଠି ନିଜ ଉପରକୁ ଉଠୁଛି ବୋଲି।

ଦିନେଶଙ୍କ ମା କେବଳ ଦୀପିକାଙ୍କ ଦୋ-ଷ ଦେଉଥିବା ବେଳେ ଦୀପିକାଙ୍କ ମା କିନ୍ତୁ ଦୁଇ ଜଣଙ୍କର ଦୋ-ଷ ଅଛି ବୋଲି କହୁଛନ୍ତି ତେବେ ଏହି କଥାରୁ ସ୍ପଷ୍ଟ ହେଉଛି କି ଦିନେଶଙ୍କ ମା ଦିନେଶଙ୍କୁ ଘଣ୍ଟ ଘୋଡାଉଛନ୍ତି ଯାହା ସମ୍ପୂର୍ଣ୍ଣ ରୂପେ ଭୁଲ ବୋଲି ସମାଜସେବୀ ସୁନିତା କହିଛନ୍ତି।

ଯଦି ଦିନେଶ ଠିକ ଅଛନ୍ତି ଯଦି ସେ ଦୀପିକାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଚାହୁଁନାହାନ୍ତି ତାହାଲେ ଏହି କଥାରେ କେହି ମଧ୍ୟ ଦିନେଶଙ୍କୁ ବାଧ୍ୟ କରିବେ ନାହିଁ କାରଣ ବିବାହ ଦୁଇଟି ମନର ମିଳନ ହେଲେ ଯେଉଁ ଛୁଆ ଦିନେଶଙ୍କର ବୋଲି ଦୀପିକା କହୁଛନ୍ତି ସେହି ଛୁଆ ବାସ୍ତବରେ କାହାର ବୋଲି ନିଶ୍ଚିତ ହେବାକୁ କାହିଁକି ଏତେ ଦିନ ହେଲା DNA ଟେଷ୍ଟ କରାଯାଉ ନାହିଁ ଯଦି DNA ଟେଷ୍ଟରେ ଜଣା ପଡ଼ିଥାନ୍ତା

ଦୀପିକା ଯେଉଁ ଅଭି-ଯୋଗ ଆଣିଛନ୍ତି ତାହା ମିଛ ତେବେ ଦୀପିକା କେବେ ଠୁ ଧାର-ଣାରୁ ଉଠି ସାରନ୍ତେନି। ମାତ୍ର ଏଠି କେଉଁଠି ନା କେଉଁଠି ଦିନେଶଙ୍କ ପରିବାର ଲୋକେ ସତକୁ ସାମ୍ନା କରିବାକୁ ଭ-ୟ କରୁଛନ୍ତି ବୋଲି ଲୋକେ କହୁଛନ୍ତି। ଦିନେଶ କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ଯିଏ ଠିକ ସେ କେବେ ହେଲେ ଚୋ-ରଙ୍କ ଭଳି ଲୁ-ଚିବ ନାହିଁ ବୋଲି ଲୋକେ ଆଲୋଚନା ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *