ଦିନେଶଙ୍କ ମା କହୁଛନ୍ତି ଦୀପିକା ମା-ରିକି ତୋ ଗାଲ ଫଟେଇ ଦେବି।

ସାରା ରାଜ୍ୟରେ ଗୋଟିଏ କଥା ସାରା ରାଜ୍ୟରେ ଗୋଟିଏ ଚର୍ଚ୍ଚା। ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର ଦିନେଶ ଓ କେ ଦୀପିକାଙ୍କ ଘଟ-ଣାକୁ ନେଇ ବ୍ରହ୍ମପୁର ଉଠୁଥିବା ପଡୁଥିବା ବେଳେ ରାଜ୍ୟରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଜଣେ କହୁଛି ସେ ମୋ ସହ ସବୁ କରି ଛାଡିଦେଲା। ଆଉ ଜଣେ କହୁଛନ୍ତି ମୁଁ ତାଙ୍କ ସହ କିଛି କରିନି। ତେବେ ଏହାରି ଭିତରେ ଅନେକ ତୁମୁଳ କା-ଣ୍ଡ ଘଟିସାରିଥିବା ମଧ୍ୟ ଦେଖିବାକୁ ମିଳିଛି।

ଦିନେଶଙ୍କ ମା କାଲି ଉଗ୍ରରୂପ ଧାରଣ କରି ଉତ୍ତେଜିତ ହୋଇ ଦାନ୍ତ କାମୁଡି ଦୀପିକାଙ୍କୁ ଚା-ପୁଡ଼ା ମା-ରିବେ ବୋଲି ହାତ ଦେଖାଉଥିବା ଭିଡିଓ ଗଣ ମାଧ୍ୟମ କୟଦ କରିଥିଲା। କେବଳ ଏତିକି ନୁହେଁ ଦୀର୍ଘ ୧୦ ଦିନ ଧରି ଦୀପିକା ଯେଉଁ ଟେଣ୍ଡ କରି ଦିନେଶଙ୍କ ଘର ଆଗରେ ରହି ଆସୁଥିଲେ ସେହି ଟେଣ୍ଡକୁ ମଧ୍ୟ ଭା-ଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା। ଦୀପିକା ତୁ ମୋ ପୁଅ ଜୀବନରୁ ଚାଲିଯା ନହେଲେ ମା-ରିକି ତୋ ଗାଲ ଫଟେଇ ଦେବି ବୋଲି ମଧ୍ୟ ଅଣ୍ଟା ଭିଡୁଥିଲେ ଦିନେଶଙ୍କ ମା।

ସେପଟେ କିନ୍ତୁ ଦୀପିକା କାହାକୁ ଡ-ରିବା ଝିଅ ନୁହଁନ୍ତି। ଦୀପିକା ମଧ୍ୟ ଦିନେଶଙ୍କ ମାଙ୍କୁ ସାମ୍ନା କରିଥିଲେ କହିଥିଲେ ମତେ ବୋହୁ ରୂପେ ଗ୍ରହଣ କର ତା ପରେ ମୋ ଟେଣ୍ଡ ଭା-ଙ୍ଗ । ଆଗରୁ ଯେତେବେଳେ ତୁମ ପୁଅ ଦିନେଶ ମତେ ଭଲ ପାଇ ମୋ ସହ ଶାରୀ-ରିକ ସ-ମ୍ପର୍କ ରଖିଲେ ସେତେବେଳେ ପୁଅକୁ ମନାକଲାନି। ପୁଅକୁ ସଂ-ସ୍କାର ଦେଲନି ଅନ୍ୟ ଝିଅର ଜୀବନ ସହ ନଖେ-ଳିବାକୁ ବୋଲି କେ ଦୀପିକା ଉ-ତ୍କ୍ଷି-ପ୍ତ ହୋଇ କହିଛନ୍ତି ।

ମୁଁ ଏଠାରୁ ସେତେବେଳ ପର୍ଯ୍ୟନ୍ତ ଉଠିବିନି ଯେତେବେଳ ପର୍ଯ୍ୟନ୍ତ ତୁମେ ମତେ ବୋହୁ ରୂପେ ଗ୍ରହଣ ନକରିଛ। ଦିନେଶ ଯେତେ ଦିନ ପର୍ଯ୍ୟନ୍ତ ମତେ ସ୍ତ୍ରୀ ରୂପେ ଗ୍ରହଣ ନକରିଛନ୍ତି।ମୋ ପୁଅକୁ ଯେତେ ଦିନ ପର୍ଯ୍ୟନ୍ତ ତା ବାପାର ପରିଚୟ ମିଳିନି।ଏଥିସହିତ ଦିପିକା ଆହୁରି ମଧ୍ୟ କହିଛନ୍ତି କି ଥରେ ଚିନ୍ତା କରନ୍ତୁ ତ ମୁଁ ଦିନେଶଙ୍କୁ ଭଲ ପାଉଥିଲି ଦିନେଶ ମୋ ପାଇଁ ପାଗଳ ପରି ହେଉଥିଲେ ତାଙ୍କ ପାଗଳାମିକୁ ମୁଁ ଭଲ ପାଇବା ଭାବିଲି ସେ ମତେ ପ୍ରତି-ଶ୍ରୁତି ଦେଲେ ମତେ ବିବାହ କରିବେ ମୋ ସହ ଶାରୀ-ରିକ ସ-ମ୍ପର୍କ ରଖିଲେ ଯେବେ ମୁଁ ଗର୍ଭ-ବତୀ ହେଲି ଦିନେଶ ତାଙ୍କ ମାଙ୍କୁ କହିଲେ ମତେ ବିବାହ କରିବେ ବୋଲି

ହେଲେ ତାଙ୍କ ମା ସିଧାସଳଖ ମନା କରିଦେଲେ ଆଉ ତା ପରେ ଦିନେଶ ଧରା ଛୁଆଁ ଦେଲେ ନାହିଁ। ମୁଁ ଏବେ କଣ କରିବି ମୋ ଏକ ବର୍ଷର ପୁଅକୁ ନେଇ କିପରି ଜୀ-ବନ ବିତେଇବି। ମୁଁ ବିବାହ ନକରିବି ମୋ ପୁଅ ପାଇଁ ମୋ ପୁଅକୁ ନ୍ୟା-ୟ ଦେବା ପାଇଁ ମୁଁ ମଥାରେ ସିନ୍ଦୂର ଆଉ ହାତରେ ଚୁଡ଼ି ପିନ୍ଧିଲି।ଆଉ ମୋ ପୁଅକୁ ନ୍ୟା-ୟ ନମିଳିବା ପର୍ଯ୍ୟନ୍ତ ମୁଁ ଏଠାରୁ ଉଠିବି ନାହିଁ।

ସେପଟେ ଦିନେଶ କହିଛନ୍ତି ମୁଁ ଦୀପିକାଙ୍କ ସହ କିଛି କରିନି କେ-ଶ ଥା-ନାରେ ଅଛି ମୁଁ ନ୍ୟା-ୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରେ ଆ-ଇନ ଯାହା କରିବ ମୁଁ ତାକୁ ଗ୍ରହଣ କରିବି।ଦୀପିକା ଗୋଟେ କଥା କହୁଥିବା ବେଳେ ଦିନେଶ ଆଉ ଗୋଟେ କଥା କହୁଛନ୍ତି ତେବେ ଦେଖିବାକୁ ବାକି ରହିଲା ଘଟ-ଣାର ଶେଷ କେବେ ହେଉଛି।

Leave a Reply

Your email address will not be published. Required fields are marked *